Browsing Category

ମନୋରଞ୍ଜନ

ପୁଣି ଟାର୍ଗେଟରେ ସିନେମା ‘ପଦ୍ମାବତୀ’! ପୁରା ସୁଟିଂ ସେଟକୁ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ

ସଂଜୟ ଲୀଲା ଭନସାଲୀଙ୍କ ଆଗାମୀ ସିନେମା ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାରେ ଲାଗିନି । ଗତ କିଛି ଦିନ ତଳେ ସୁଟିଂ ସେଟରେ ଉତ୍ତ୍ୟକ୍ତ କରଣୀ ସେନା ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକଙ୍କୁ ମାଡ ମାରିଥିଲେ । ଏବେ ପୁଣି ଥରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ନିର୍ଦେଶକ ସଂଜୟ । ମଙ୍ଗଳବାର…
Read More...

ପୁଣି କାଷ୍ଟିଂ କାଉଚ ଅଭିଯୋଗ ! ଟଲିଉଡ ନାୟିକା କସ୍ତୁରୀ ଆଣିଲେ ଅଭିଯୋଗ

ପୁଣି କାଷ୍ଟିଂ କାଉଚ ଅଭିଯୋଗ । ଏଥରକ କୌଣସି ଓଲିଉଡ କି ଜଲିଉଡରେ ନୁହେଁ ବରଂ ଟଲିଉଡରୁ ଆସିଛି କାଷ୍ଟିଂ କାଉଚର ଅଭିଯୋଗ । ତେବେ ତେଲୁଗୁ ସିନେମାର ଜଣେ ନାମକରା ଅଭିନେତ୍ରୀ କସ୍ତୁରୀ ଆଣିଛନ୍ତି ଏହି ଅଭିଯୋଗ । ଯଦିଓ କସ୍ତୁରୀ ଉକ୍ତ ଅଭିନେତାଙ୍କ ନାଁ ଗୋପନ ରଖିଛନ୍ତି ତେବେ ସେ ଖାଲି ଏତିକି…
Read More...

ଇଣ୍ଡିଆନ ଆଇଡଲ ଫେମ ନାହିଦ ଆଫରିନଙ୍କ ବିରୋଧରେ ଫତୱା ! ସର୍ବ ସାଧାରଣରେ ଗୀତ ଗାଇବାକୁ ବିରୋଧ

ଗୀତ ଗାଇବାରୁ ନାବାଳିକାଙ୍କ ବିରୋଧରେ ଫତୱା । ଗୋଟିଏ ନୁହେଁ କି ଦୁଇଟି ନୁହେଁ, ନାବାଳିକା ଗାୟିକାଙ୍କ ବିରୋଧରେ ଜାରି ହୋଇଛି ୪୬ ଟି ଫତୱା । ଇଣ୍ଡିଆନ୍ ଆଇଡଲ୍ ଫେମ୍ ନାହିଦ୍ ଆଫରିନଙ୍କ ବିରୋଧରେ ଫତୱା ଜାରି କରିଛନ୍ତି ଆସାମର ୪୬ ଜଣ ମୌଲବୀ । ଆସାମର ହୋଜଈ ଓ ନାଗାଓଁ ଜିଲ୍ଲାରେ ଅସମୀୟା…
Read More...

ସନ୍ନି ଲିଓନିଙ୍କ ନୂଆ ଖୁଲାସା ! ଏହି ଯୁବକଙ୍କ ନାମରେ ରଖିଦେଇଥିଲେ ନିଜ ନାଁ

ବଲିଉଡ ବିୟୁଟି ତଥା ଅଭିନେତ୍ରୀ ସନ୍ନି ଲିଓନିଙ୍କ ସଂପର୍କରେ ଏବେ ବି କିଛି କଥା ରହିଛି ଯାହା ଆପଣଙ୍କୁ ପ୍ରାୟତଃ ଜଣା ନଥିବ । ଆଉ ଯାହାର ଖୁଲାସା ଖୋଦ୍ ସନ୍ନି ଲିଓନି ନିକଟରେ ଏକ ସାକ୍ଷାତକାରରେ କରିଛନ୍ତି । ତେବେ ମାମଲାଟି ହେଲା ତାଙ୍କ ନାଁ ପଛରେ ଥିବା କାହାଣୀ । ସନ୍ନି କହିଛନ୍ତି,…
Read More...

ରିଲିଜ୍ ହେଲା ‘ବେଗମ ଜାନ୍’ ର ଟ୍ରେଲର ! ମୂଖ୍ୟ ଭୂମିକାରେ ନଜର ଆସିଛନ୍ତି ବିଦ୍ୟା ବାଲାନ

ଫ୍ଲୋରକୁ ଆସିଛି ବର୍ଷ ୨୦୧୭ର ବହୁ ଚର୍ଚ୍ଚିତ ସିନେମା ‘ବେଗମ ଜାନ୍’ ର ଟ୍ରେଲର । ସିନେମାର ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ବିଦ୍ୟା ବାଲାନଙ୍କୁ । ଏହି ସିନେମାରେ ରହିଛି ଦେଶ ବିଭାଜନ ସମୟର ଏକ କାହାଣୀ । ଆଉ ବେଗମ ଜାନରେ ବେଗମ୍ ସାଜିଛନ୍ତି ନିଜେ ବିଦ୍ୟା ବାଲାନ । ତେବେ, କୁହାଯାଉଛି…
Read More...

ବିବାଦ ପରେ ବିବାହ ! ସଫଳତାର ଶୀର୍ଷରେ ଥାଇ ବଲିଉଡକୁ ବାଏ ବାଏ କରିଥିଲେ ଆମୀରଙ୍କ ଏହି ହଟ୍ ନାୟିକା

‘ଯୋ ଜିତା ୱହି ସିକନ୍ଦର’ ଏବଂ ‘ଦଲାଲ୍’ ଭଳି ସିନେମାରେ ଦମଦାର ଅଭିନୟ କରିଥିବା ଆୟେଶା ଜୁଲକାଙ୍କୁ କିଏ ଭୂଲି ପାରିବ । ଆୟେଶା ୯୦ଦଶକର ଟପ୍ ନାୟିକା ମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ । ୧୯୮୮ରେ ଆସିଥିବା ସିନେମା ‘କୈସେ କୈସେ ଲୋଗ’ରୁ ଆୟେଶା ନିଜର ସିନେମା କ୍ୟାରିୟର୍ ଆରମ୍ଭ କରିଥିଲେ । ତେବେ…
Read More...

ଶ୍ରୀଦେବୀଙ୍କ ନୂଆ ଇନିଙ୍ଗ୍ସ ! ଆସିଲା ଆଗାମୀ ସିନେମା ‘ମମ୍’ର ଫାଷ୍ଟ୍ ଲୁକ୍

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ବଡ ପରଦାରେ ନଜର ଆସୁଛନ୍ତି ଶ୍ରୀଦେବୀ । ଆଗାମୀ ସିନେମା ‘ମମ୍’ର ଜରିଆରେ କମ୍ ବ୍ୟାକ୍ କରିବା ସହ ନୂଆ ଇନିଙ୍ଗସ୍ ଆରମ୍ଭ କରିଛନ୍ତି ବିଗତ ଦିନର ଏହି ହିଟ୍ ନାୟିକା । ଆଉ ଏହାର ଫାଷ୍ଟ ଲୁକ୍ ଟ୍ୱିଟରରେ ଶେୟାର୍ କରିଛନ୍ତି ନିଜେ ହୱା ହୱାଇ ଗର୍ଲ । ବୋନି…
Read More...

୫୨ ବର୍ଷରେ ପାଦ ଥାପିଲେ ଦଙ୍ଗଲ ଅଭିନେତା ଆମିର ଖାନ ! ଦେଶ ବିଦେଶରୁ ଛୁଟୁଛି ଫ୍ୟାନଙ୍କ ଜନ୍ମଦିନର ଅଭିନନ୍ଦନ

୫୨ ବର୍ଷରେ ପାଦ ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ ।  ବଡ ପରଦା କୁହନ୍ତୁ ଅବା ଛୋଟ ପରଦା ସବୁଠି ସେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ପଦ୍ମଭୂଷଣ ପର୍ଯ୍ୟନ୍ତ ଅନେକ ଆୱାର୍ଡ ସେ ନିଜ ନାଁରେ କରିଛନ୍ତି । ୧୪ ମାର୍ଚ୍ଚ ୧୯୬୫ ମସିହା ମୁମ୍ବାଇ ଠାରେ ଜନ୍ମ ନେଇଥିଲେ ମହମ୍ମଦ ଆମିର…
Read More...

ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା “ବାହୁବଲି- ଦ କନକ୍ଲୁଜନ’ର ଟିଜର !

ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ସିନେମା "ବାହୁବଲି- ଦ କନକ୍ଲୁଜନ'ର ଟିଜର । ରିଲିଜ୍ ହୋଇଛି ୧୨ ସେକେଣ୍ଡର ଭିଡିଓ । ଏଥିରେ ସିନେମାର ମୁଖ୍ୟ ନାୟକ ପ୍ରଭାସଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ଗୁରୁବାର ୪ ଟି ଭାଷାରେ ସିନେମାର ଟ୍ରେଲର ରିଲିଜ୍ ହେବ । ଆସନ୍ତା ଏପ୍ରିଲ ୨୮ ତାରିଖରେ ରିଲିଜ୍…
Read More...

ହୋଲିରେ ରଣବୀରଙ୍କ ପିଲାଦିନ : ଅଭିନେତ୍ରୀ ନିତୁ କପୁର ସେୟାର କଲେ ପୁଅର ପିଲାଦିନର ଫଟୋ

ଅଭିନେତ୍ରୀ ନିତୁ କପୁର । ହୋଲିରେ ମନେପକାଇଛନ୍ତି ନିଜ ପିଲାଙ୍କ ପିଲାଦିନକୁ । ଝିଅ ରିଦ୍ଧିମା କପୁର ସାହନୀ ଓ ପୁଅ ଅଭିନେତା ରଣବୀର କପୁରଙ୍କ ପିଲାଦିନର ଫଟୋକୁ ସେୟାର କରିଛନ୍ତି । ଏହାସହ ନିତୁ ଲେଖିଛନ୍ତି , ‘ ହୋଲିର ଶୁଭ କାମନା । ଏହି ଫଟୋ ଆରକେ ଷ୍ଟୁଡିଓର ’ । ଫଟୋରେ ରଣବୀର ଲଡୁ…
Read More...