ଭାରତୀୟ ଶିଶୁ କଳାକାର ସନ୍ନି ପୱାର : ପୁଣି ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ

57

ପୁଣି ଏକ ଅନ୍ତର୍ଜାତୀୟ ଫିଲ୍ମରେ ଭାରତୀୟ ଶିଶୁ କଳାକାର ସନ୍ନି ପୱାର । ଓସ୍କାର ନୋମିନେଟେଡ୍ ଫିଲ୍ମ ‘ଲାୟନ’ରେ ଅଭିନୟର କମାଲ କରି ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ ।

ତବରିଜ୍ ନୁରାନିଙ୍କ ନିର୍ଦ୍ଦେଶିତ ଓ ଡାଭିଡ୍ ୱେମାର୍କଙ୍କ ପ୍ରଯୋଜିତ ଫିଲ୍ମ ‘ଲଭ ସୋନିଆ’ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ସନ୍ନି । ଏହି ଫିଲ୍ମରେ ରିଚା ଚଢା ,ଫ୍ରିଡୋ ପିଣ୍ଟୋ,ଡେମି ମୁରେ ,ମନୋଜ ବାଜପେୟୀ , ଅନୁପମ ଖୈରଙ୍କ ପରି କଳାକାର ଅଭିନୟ କରୁଛନ୍ତି । ଫିଲ୍ମଟି ଚଳିତବର୍ଷର ଶେଷ ଭାଗକୁ ରିଲିଜ ହେବାର ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି ।