Browsing Category

ମନୋରଞ୍ଜନ

ଚିରିଦେଲେ ଫିଲ୍ମ ପୋଷ୍ଟର ! ସବ୍ୟସାଚୀଙ୍କ ଆଗାମୀ ସିନେମାର ବ୍ୟାନରକୁ ନେଇ ବିବାଦ

ଓଡିଆ ଫିଲ୍ମ ଇଣ୍ଡଷ୍ଟିରେ ଅସହିଷ୍ଣୁତା । ରିଲିଜ ପୂର୍ବରୁ ସିନେମାର ପୋଷ୍ଟର ଓ ହୋଡିଂକୁ ଚିରି ଦେଇଛନ୍ତି ଦୁର୍ବୃତ । ଆସନ୍ତା ୩୧ରେ ରିଲିଜ ହେବାକୁ ଥିବା ସବ୍ୟସାଚୀଙ୍କ ସିନେମା ସୀତାରାମ ବାହାଘର କଳିଯୁଗରେ ପୋଷ୍ଟର, ବ୍ୟାନର ଓ ହୋଡିଂକୁ ଚିରି ଦେଇଛନ୍ତି ଦୃର୍ବୃତ । ଭୁବନେଶ୍ୱରର ବିଭିନ୍ନ…
Read More...

ଫିଲ୍ମ ଦେଖି ୧୩ ବର୍ଷୀୟା ଯୁବତୀ ହେଲେ ଗର୍ଭବତୀ : ଅଡୁଆରେ ସେନସର ବୋର୍ଡ

ଜଣେ ୧୩ ବର୍ଷୀୟା ଝିଅର ଅଦ୍ଭୁତ କାଣ୍ଡକୁ ନେଇ ସେନସର ବୋର୍ଡ ଅଡୁଆରେ । ତାମିଲ ଫିଲ୍ମ ‘କଲବାନି’ ଦ୍ୱାରା ପ୍ରଭାବିତ ହୋଇ ସେହି ଯୁବତୀ ଜଣକ ହୋଇଛନ୍ତି ଗର୍ଭବତୀ ହୋଇଛନ୍ତି ,କହିବା ପରେ ଫିଲ୍ମଟିକୁ ସାର୍ଟିଫିକେଟ ଦେଇଥିବା ସେନସର ବୋର୍ଡକୁ ଲାଗିଛି ଝଟକା । ଚେନ୍ନାଇ କୋର୍ଟ ସେନସର ବୋର୍ଡକୁ…
Read More...

ସୁପରଷ୍ଟାରରୁ ସନ୍ନ୍ୟାସୀ ! ଜୀବନ ଯାତ୍ରାରେ ଶ୍ରୀରାମ୍ ପଣ୍ଡା

କେବେ ସେ ଥିଲେ ‘ପରଦେଶୀ ଚଢେଇ’ ତ ଆଉ କେବେ ‘ଯାଯାବର’ । ତେଣୁ ‘ସମୟ’ ସହ ସେ ଏହି ‘ମିଛ ମାୟା ସଂସାର’କୁ ପଛ କରି ଚାଲିଗଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡ ଜଗତର ବିଗତ ଦିନର ସୁପରଷ୍ଟାର୍ ଶ୍ରୀରାମ୍ ପଣ୍ଡା । ଯିଏ ଏବେ ପାଲଟିଯାଇଛନ୍ତି ସ୍ୱାମୀ ନିତ୍ୟ ଚୈତନ୍ୟ । ତେବେ…
Read More...

ଦବଙ୍ଗ ଖାନଙ୍କ ଶୋ’ର ଏହି ପ୍ରତିଯୋଗୀଙ୍କଠାରୁ ଲୁଟ୍ ! ବନ୍ଧୁକ ଦେଖାଇ ଦୁର୍ବୃତ ଲୁଟିନେଲେ ୩୦ ହଜାର ଟଙ୍କା

ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଧାରାବାହିକ ବିଗ୍ ବସ ସିଜିନ୍-୧୦’ର ପ୍ରତିଯୋଗୀ ତଥା ସ୍ୱାମୀ ଓମଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ତେବେ କିଛି ଦୁର୍ବୃତ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ପାଖାପାଖି ୩୦ ହଜାର ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ତେବେ ଏହି ଘଟଣାଟି…
Read More...

ଜନତାଙ୍କଠାରୁ ଦୂରେଇ ରହିବାକୁ ରଣବୀର କପୁରଙ୍କୁ କଡା ନିର୍ଦ୍ଦେଶ ! ଜାଣନ୍ତୁ କାହିଁକି . . .

ବଲିଉଡର ମୁନ୍ନା ଭାଇ ତଥା ସଂଜୟ ଦତ୍ତଙ୍କ ଜାବନୀ ଉପରେ ଆଧାରିତ ସିନେମାଟିରେ ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ମାତ୍ର ରଣବୀରଙ୍କୁ ଏହି ଚରିତ୍ର ବହୁତ ମହଙ୍ଗା ପଡିଛି । ସଂଜୟଙ୍କ ଚରିତ୍ରରେ ନଜର ଆସିବା ପାଇଁ ତାଙ୍କୁ କଣ ବା ନକରିବାକୁ ପଡିଛି । ଏଥିପାଇଁ ସେ ନିଜ କେଶ…
Read More...

କେବେ ହୋଟେଲରେ ସ୍ୱାଗତକାରୀ ଭାବେ କାମ କରିଥିବା ଏହି ଅଭିନେତ୍ରୀ ! ଏବେ ପାଲଟିଛନ୍ତି ଯୋଗଗୁରୁ

ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଅଭିନେତ୍ରୀଙ୍କ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ଯିଏ କି ନିଜର ଦମଦାର ଅଭିନୟ ବଳରେ ଲୋକଙ୍କୁ ଆକୃଷ୍ଟ କରିବାରେ ହୋଇଥିଲେ ସଫଳ । ତେବେ ସେ ହେଲେ ସ୍ମିତା ଜୟକର । ସ୍ମିତାଙ୍କୁ ଆପଣ ‘ହମ ଦିଲ ଦେ ଚୁକେ ସନମ’ ଏବଂ ‘ଦେବଦାସ’ ଭଳିି ସୁପରହିଟ୍ ସିନେମାରେ…
Read More...

କପିଲଙ୍କ ଶୋ’କୁ ସୁନୀଲ ଗ୍ରୋବରଙ୍କ ଫେରିବା ପଛର ରହସ୍ୟ ? ଚୁକ୍ତି ନା ଆଉ କିଛି ଜାଣନ୍ତୁ ଏହାର ରାଜ୍

ସୁନୀଲ ଗ୍ରୋବର ପୁଣି ଥରେ କପିଲଙ୍କ ଶୋ’କୁ ଫେରିବା ଖବର ଏବେ ପୁରା ସ୍ପଷ୍ଟ । ଯେତେବେଳେ ଉଭୟଙ୍କ ଝଗଡାକୁ ନେଇ ସୁନୀଲ ଟୁଇଟ କରି କହିଥିଲେ କି କପିଲଙ୍କ ସହ ଆଉ କାମ କରିବେ ନାହିଁ ବୋଲି ସେତେବେଳେ ସମସ୍ତଙ୍କୁ ଲାଗିଥିଲା କି ତାଙ୍କୁ ବୋଧେ କେବେ କପିଲଙ୍କ ଶୋରେ ଦେଖିବାକୁ ପାଇବେନି ଦର୍ଶକେ ।…
Read More...

ବିପାଶା ବସୁଙ୍କ ଘରେ ଶୁଭିବ କୁଆଁ କୁଅାଁ ଶବ୍ଦ ! ବଲିଉଡର ବ୍ଲାକ ବିୟୁଟି ବହୁତ ଶୀଘ୍ର ହେବେ ମା’

ବିପାଶା ବସୁ ଓ କରଣ ସିଂ ଗ୍ରୋଭରଙ୍କ ବିବାହକୁ ବର୍ଷେ ହେବାକୁ ଯାଉଛି । ଏହାସହ ଆଉ ଗୋଟିଏ ଖୁସି ଖବର ଶୁଣିବାକୁ ମିଳୁଛି । ଖବର ଅନୁସାରେ ବିପାଶା ବସୁ ଓ କରଣ ସିଂ ଗ୍ରୋଭରଙ୍କ ଘରେ ବହୁତ ଯଲଦି କୁଅାଁ କୁଅାଁ ରାବ ଶୁଭିବ । ମୁମ୍ବାଇ ମିରରରେ ଛପିଥିବା ଖବର ଅନୁସାରେ ବିପାଶା ଓ କରଣ ଛୁଆ ପାଇଁ…
Read More...

‘ହାଫ ଗର୍ଲଫ୍ରେଣ୍ଡ’ରେ ଶ୍ରଦ୍ଧା ଓ ଅର୍ଜୁନ କପୁରଙ୍କ ରୋମାଣ୍ଟିକ ଅନ୍ଦାଜ ! ରିଲିଜ ହେଲା ସିନେମାର ଫାଷ୍ଟଲୁକ୍

ସିନେମା ‘ହାଫ ଗର୍ଲଫ୍ରେଣ୍ଡ’ରେ ଶ୍ରଦ୍ଧା କପୁରଙ୍କ ଲୁକ୍ ରିଲିଜ କରିବା ପରେ ଏବେ ଏହି ସିନେମାର ଫାଷ୍ଟଲୁକ ରିଲିଜ ହୋଇଛି । ଏହି ପୋଷ୍ଟରରେ ଶ୍ରଦ୍ଧା କପୁର ଓ ଅର୍ଜୁନ କପୁର ବର୍ଷାରେ ଭିଜୁଥିବାର ଦେଖାଯାଉଛି । ବହୁତ ରୋମାଣ୍ଟିକ ଅନ୍ଦାଜରେ ଉଭୟେ ଏହି ପୋଷ୍ଟରରେ ନଜର ଆସୁଛନ୍ତି । ଏହାସହ…
Read More...

ବନ୍ଧା ହେବେ ବଲିଉଡ୍ ବିୟୁଟି ତଥା ବିଗତ ଦିନର ନାୟିକା ମମତା କୁଲକର୍ଣ୍ଣି ! ଜାଣନ୍ତୁ କାହିଁକି

ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ବିରୋଧରେ ଥାଣେର ଏକ ଅଦାଲତରେ ଜାମିନ ଅଯୋଗ୍ୟ ୱାରେଂଟ ଜାରି କରାଯାଇଛି । ମମତା ଏହି ସମୟରେ କୋନିୟାରେ ନିଜ ସ୍ୱାମୀ ବିକି ଗୋସ୍ୱାମୀଙ୍କ ସହ କିଛି ବର୍ଷ ହେଲା ରହି ଆସୁଛନ୍ତି । ୨୦୧୬ରେ ଏହି ମାମଲା ସାମ୍ନାକୁ ଆସିଥିଲା ଏହାପରେ ଅଦାଲତ ମମତାଙ୍କୁ…
Read More...