ଓଡିଆ ଫିଲ୍ମ ଇଣ୍ଡଷ୍ଟିରେ ଅସହିଷ୍ଣୁତା । ରିଲିଜ ପୂର୍ବରୁ ସିନେମାର ପୋଷ୍ଟର ଓ ହୋଡିଂକୁ ଚିରି ଦେଇଛନ୍ତି ଦୁର୍ବୃତ । ଆସନ୍ତା ୩୧ରେ ରିଲିଜ ହେବାକୁ ଥିବା ସବ୍ୟସାଚୀଙ୍କ ସିନେମା ସୀତାରାମ ବାହାଘର କଳିଯୁଗରେ ପୋଷ୍ଟର, ବ୍ୟାନର ଓ ହୋଡିଂକୁ ଚିରି ଦେଇଛନ୍ତି ଦୃର୍ବୃତ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟରକୁ ଚିରା ଯାଇଥିବା ନେଇ ଅଭିଯୋଗ ହୋଇଛି । ଫିଲ୍ମର କ୍ରିୟୁ ମେମ୍ବର ଏନେଇ ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି କାଣ୍ଡ କରିଥିବା ଦୁର୍ବୃତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି ଫିଲ୍ମର କର୍ମକର୍ତା ।
ଚିରିଦେଲେ ଫିଲ୍ମ ପୋଷ୍ଟର ! ସବ୍ୟସାଚୀଙ୍କ ଆଗାମୀ ସିନେମାର ବ୍ୟାନରକୁ ନେଇ ବିବାଦ
/kanak/media/post_attachments/wp-content/uploads/2017/03/vlcsnap-2017-03-29-20h24m34s807.png)