Browsing Category

ମନୋରଞ୍ଜନ

ଜନତା ମଇଦାନରେ ସିଙ୍ଗର ଉଦିତ୍ ନାରାୟଣଙ୍କ କଣ୍ଠର ଯାଦୁ : ଓଲିଉଡ୍ ଓ ବଲିଉଡ ଗୀତରେ ଝୁମିଲେ ଦର୍ଶକ

କନକ ବ୍ୟୁରୋ : ଜନତା ମଇଦାନରେ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇଛନ୍ତି ହଜାର ହଜାର ଦର୍ଶକ । ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ଝୁମାଇଥିଲେ ବଲିଉଡ ଷ୍ଟାର ସିଙ୍ଗର ଉଦିତ୍ ନାରାୟଣ । ‘କୟାମତ ସେ କୟାମତ ତକ୍’, ‘ଯାଦୁ ତେରି ନଜର’ ଗୀତ ଗାଇ ସଂପୂର୍ଣ୍ଣ ପରିବେଶରେ ରୋମାଂଚ ଭରି…
Read More...

ଓଡ଼ିଶା ପାଇଁ ଗୌରବ ଆଣିଲେ ବର୍ଣ୍ଣାଳି ହୋତା ! ଟିଭି ରିଆଲିଟି ସଙ୍ଗୀତ ପ୍ରତିଯୋଗିତାରେ ଗ୍ରୁପ ରନର୍ସ ଅପ୍

ସଙ୍ଗୀତ ସୁରରେ ସମସ୍ତଙ୍କୁ ଭିଜାଉଥିବା ବର୍ଣ୍ଣାଳି ୟୁଫୋନି ଗ୍ରୁପ ରାଜ୍ୟ ପାଇଁ ଆଣିଛି ଗର୍ବ ଓ ଗୌରବ । ଟିଭି ରିଆଲିଟି ସୋ ସଂଗୀତ ପ୍ରତିଯୋଗିତା ‘ଦିଲ ହୈ ହିନ୍ଦୁସ୍ତାନୀ’ରେ ବର୍ଣ୍ଣାଳି ୟୁଫୋନି ଗ୍ରୁପ ରନର୍ସ ଅପ ହୋଇଛନ୍ତି । ଗତକାଲି ଅନୁଷ୍ଠିତ ଶେଷ ପର୍ଯ୍ୟାୟରେ ବର୍ଣ୍ଣାଳିଙ୍କ ଗ୍ରୁପ,…
Read More...

ଠକିଦେଲେ ଆମୀର୍ ! ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ରୁ ଅନୁଷ୍କାଙ୍କୁ ବାହାର କଲେ ମିଷ୍ଟର୍ ପରଫେକ୍ଟନିଷ୍ଟ୍

ମିଷ୍ଟର୍ ପରଫେକ୍ଟନିଷ୍ଟଙ୍କ ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ କୁ ନେଇ ଆସିଛି ଏକ ଚଂଚଲ୍ୟକର ଖବର । ସିନେମାରୁ ଅଭିନେତ୍ରୀ ଅନୁଷ୍କାଙ୍କୁ ବାହାର କରିଦେିଛନ୍ତି ଆମୀର୍ ଖାନ । ତେବେ ସିନେମା ‘ପିକେ’ରେ ଉଭୟ ଏକାଠି କାମ କରିଛନ୍ତି । ଯାହା ସୁପରହିଟ୍ ମଧ୍ୟ ହୋଇଥିଲା । ହେଲେ ଏହା ପରେ…
Read More...

ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ଓଡିଆ ଗୀତ ! ଉତ୍କଳ ଦିବସରେ ମନେପକାଇଲେ ଉତ୍କଳୀୟ ଗାଥା

କନକ ବ୍ୟୁରୋ : ଉତ୍କଳ ଦିବସରେ ରିଲିଜ ହୋଇଛି କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଓଡିଆ ଗୀତ । ଓଡିଆ ପରଂପରା ଓ ସଂସ୍କୃତିକୁ ବିନ୍ଦାସ ଢଂଗରେ ପରିବେଷଣ କରିଛନ୍ତି ସୁସ୍ମିତା । ଓଡିଆର ମନର କଥା, ବୀରତ୍ୱର କାହାଣୀକୁ ଏହି ଗୀତରେ ସୁନ୍ଦର ଭାବରେ ସଜାଯାଇଛି । ଏହି ଗୀତରେ ସୁସ୍ମିତାଙ୍କ ସହ…
Read More...

ଅମିତାଭ ବଚ୍ଚନଙ୍କ ସଫଳତାକୁ ଦେଖି ସହି ପାରୁ ନଥିଲେ ବଲିଉଡର ପ୍ରଥମ ସୁପରଷ୍ଟାର ! ବନ୍ଦ ରୁମରେ ଜୋରରେ କାନ୍ଦିଥିିଲେ

ରାଜେଶ ଖାନ୍ନା ବଲିଉଡର ପ୍ରଥମ ସୁପରଷ୍ଟାର । ତାଙ୍କୁ ଯେତିକି ଲୋକପ୍ରିୟତା ମଳିଥିଲା, ସେତିକି ଆଜି ଯାଏ କୌଣସି ବି ତାରକାଙ୍କୁ ମିଳିନାହିଁ । ଝିଅମାନେ ତାଙ୍କ ପଛରେ ଏମିତି ପାଗଳ ଥିଲେ ତାଙ୍କ ପାଖକୁ ରକ୍ତରେ ଚିିଠି ଲେଖୁଥିଲେ । କିନ୍ତୁ କ’ଣ ଆପଣ ଜାଣନ୍ତି ରାଜେଶ ଖାନ୍ନାଙ୍କ ପରି ବଡ ତାରକା…
Read More...

କାହିଁକି ଆୱର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ ବଲିଉଡର ସୁପରଷ୍ଟାର ଅମିର ଖାନ୍ ?

ଏକଥା ତ ସମସ୍ତେ ଜାଣନ୍ତି କି ଅମିର ଖାନ କୌଣସି ବି ଆୱାର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ । କିନ୍ତୁ ଖୁବ୍ କମ୍ ଲୋକେ ଜାଣନ୍ତି ଅମିର ଆୱାର୍ଡ ଶୋ’ରେ ସାମିଲ ନହେବାର କାରଣ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି ଅମିର ଆୱାର୍ଡ ଶୋ’ରେ କାହିଁକି ଯୋଗ ଦିଅନ୍ତି ନାହିଁ । ଆପଣ…
Read More...

ବଡ ହୋଇଗଲେ ଶାହାରୁଖ-କାଜୋଲଙ୍କ ରିଲ ଲାଇଫ୍ ‘ପୁଅ’ ! ଏବେ ଚଳାଉଛନ୍ତି ଡାନ୍ସ ଅକାଦେମୀ

‘କଭି ଖୁସି କଭି ଗମ’ ସିନେମାରେ ଶାହାରୁଖ ଓ କାଜୋଲଙ୍କ ରିଲ ଲାଇଫ ପୁଅ କ୍ରୀଶ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରକୁ ଆପଣ ନିଶ୍ଚୟ ମନେ ରଖିଥିବେ । ସେହି ଛୋଟ ପିଲାଟିର ନାଁ ହେଲା ଜିବ୍ରାନ ଖାନ । କ୍ରୀସର ଭୂମିକା ଜିବ୍ରାନ ଖାନଙ୍କୁ । ଷ୍ଟାର ବନାଇ ଦେଇଥିଲା ଏବଂ ଏହାପରେ ଜିବ୍ରାନ…
Read More...

ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ‘ସୀତାରାମଙ୍କ ବାହାଘର କଳିଯୁଗରେ’ !

ମୁକ୍ତିଲାଭ କରିଛି ସବ୍ୟସାଚି ମିଶ୍ର ଓ କନ୍ନଡ ଅଭିନେତ୍ରୀ ମନୀଷା ଅଭିନିତ ଓଡିଆ ଚଳଚ୍ଚିତ୍ର ‘ସୀତାରାମଙ୍କ ବାହାଘର କଳିଯୁଗରେ’ । ଭୁବନେଶ୍ୱର ଶ୍ରୀୟା ହଲ ସହ ରାଜ୍ୟର ବିଭିନ୍ନ ହଲରେ ମୁକ୍ତିଲାଭ କରିଛି ଏହି ଦ୍ୱିଭାଷୀ ଚଳଚ୍ଚିତ୍ର । ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଚଳଚିତ୍ରରେ…
Read More...

ଗୋଟିଏ ମାତ୍ର ଭୁଲ ପାଇଁ ତଳିତଳାନ୍ତ ହୋଇଗଲେ ‘ଗ୍ୟାଙ୍ଗଷ୍ଟର’ର ମୁଖ୍ୟ ଅଭିନେତା ! ଏବେ କାମ ପାଇଁ ବୁଲୁଛନ୍ତି ଦ୍ୱାର…

ପ୍ରଥମ ସିନେମାରୁ ହିଁ ବେଷ୍ଟ ଡେବ୍ୟୁ ଆୱାର୍ଡ ମିଳିଥିବା ଅଭିନେତା ସାଇନୀ ଆହୁଜା ଏବେ କାମ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି । ମାତ୍ର ଗୋଟିଏ ଭୁଲ ପାଇଁ ନିଜର ଷ୍ଟାରଡମ୍ ହରାଇ ବସିଛନ୍ତି ସେ । ଆଜି ଏହି ନାୟକଙ୍କୁ ନା ମିଳୁଛି କାମ ନା ହିଁ ବଲିଉଡ ଜଗତ ତାକୁ ପଚାରୁଛି । ସାଇନୀ ଆହୁଜା ନିଜର…
Read More...

ଦୀପକ ତିଜୋରୀଙ୍କୁ ଧୋକ୍କା ! ବିବାହର ୨୦ବର୍ଷ ପରେ ଜାଣିଲେ ମହିଳା ଜଣଙ୍କ ତାଙ୍କ ପତ୍ନୀ ନୁହଁନ୍ତି

ଚର୍ଚ୍ଚାରେ ନବେ ଦଶକର ଅଭିନେତା ଦୀପକ୍ ତିଜୋରୀ । କିନ୍ତୁ କୌଣସି ସିନେମା ପାଇଁ ନୁହେଁ, ନିଜ ବ୍ୟକ୍ତିଗତ ଜୀବନକୁ ନେଇ  । ଦୀପକଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ଖବର  । ଦୀର୍ଘ ୨୦ବର୍ଷ ଧରି ଯାହା ସହ ଦୀପକ ଏକାଠି ରହୁଥିଲେ ଏବେ ଜଣାପଡିଛି ସେ ତାଙ୍କ ପତ୍ନୀ ନୁହେଁ ଆଉ କାହା…
Read More...