Browsing Category

ମନୋରଞ୍ଜନ

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକର ଟିଜର ! ନୂଆ ଅବତାରରେ ନଜର ଆସିଲେ ରଣବୀର କପୂର

ରିଲିଜ ହେଲା ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ସଂଜୁ’ର ଟିଜର । ମାତ୍ର ୧.୨୫ ମିନିଟର ଏହି ଟିଜରର ପ୍ରଥମ ସର୍ଟରେ ରଣବୀର କପୁରଙ୍କ ଅନ୍ଦାଜ ପୂରା ବଦଳିଯାଇଛି । ସେ ଅବିକଳ ସଂଜୁଭାଇଙ୍କ ଭଳି ଦେଖାଯାଉଛନ୍ତି । ତେବେ ରଣବୀରଙ୍କ ଏଭଳି ଅବତାର ଏବେ ତାଙ୍କ…
Read More...

ଆସିଲା ‘ଦେବଦାସ’ର ଫାଷ୍ଟ ପୋଷ୍ଟର : ଚର୍ଚ୍ଚାରେ ଭୁମିକାଙ୍କ ‘ପାରୋ’ ଲୁକ

କନକ ବ୍ୟୁରୋ : ଓଲିଉଡ ପରଦାରେ ଦେଖିବାକୁ ମିଳିବ ପରିଅଡ ଡ୍ରାମା ଫିଲ୍ମ । ଦେବଦାସ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର । ଯାହାର ଟାଇଟଲ ରହିଛି ନାୟକର ନାଁ ଦେବଦାସ । ଏହି ଅପକମିଂ ସିନେମାର ଫାଷ୍ଟ ପୋଷ୍ଟର ଏବେ ରିଲିଜ ହୋଇଛି । ସିନେମାରେ ଦେବଦାସ ଭୂମିକାରେ ନଜର…
Read More...

୪୫ତମ ଜନ୍ମ ଦିନ ପାଳିଲେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ଦେଶବିଦେଶରୁ ଛୁଟିଛି ଫ୍ୟାନଙ୍କ ଶୁଭେଛାର ସୁଅ

୪୫ତମ ଜନ୍ମଦିନ ପାଳିଲେ କ୍ରିକେଟର ଭଗବାନ । ମାଷ୍ଟର ବ୍ଲାଷ୍ଟର, ରନ୍ ମେସିନ୍, ତେନ୍ଦୁଲକର, ଏମିତି ଅନେକ ନାଁ ହେଲେ ବ୍ୟକ୍ତି ଜଣେ, ସଚିନ ରମେଶ ତେନ୍ଦୁଲକର । ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ରାଜ କରିଥିବା ଏବଂ କ୍ରିକେଟକୁ ଲୋକପ୍ରିୟତାର ଶୀର୍ଷକୁ ନେଇଥିବା ସଚିନଙ୍କର ଆଜି ୪୫…
Read More...

ମନମୋହନ ସିଂଙ୍କ ଉପରେ ନିର୍ମିତ ଫିଲ୍ମର ଓଡିଶା ଲିଙ୍କ । ପଢନ୍ତୁ ପୁରା ରିପୋର୍ଟ ।

ବି-ଟାଉନରେ ଚାଲିବ ଓଡିଆଙ୍କ ରାଜୁତି । କାରଣ ବର୍ତ୍ତମାନ ସମୟରେ ବଲିଉଡ ସିନେ ଜଗତରେ ଓଡିଆ କଳାକାରଙ୍କ ପ୍ରତିଭା ପ୍ରତିଫଳିତ ହେବାରେ ଲାଗିଛି । ବଲିଉଡର ନାମୀଦାମୀ ଫିଲ୍ମ ନିର୍ମାତାମାନେ ଏବେ ଓଡିଆଙ୍କୁ ବି ବାକି କଳାକାରଙ୍କ ଭଳି ଗୁରୁତ୍ୱ ଦେଉଛନ୍ତି । ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି…
Read More...

ଜେଲ ଗଲେ ରାମପାଲ୍ ! ଚେକ୍ ବାଉନ୍ସ ମାମଲାରେ ୬ମାସ କାଳ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

ବଲିଉଡର ଜଣାଶୁଣା ଅଭିନେତା ବା କମେଡିଆନ ରାଜପାଲ ଯାଦବଙ୍କୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି । ସେ କୋଟି କୋଟି ଟଙ୍କା ହେରାଫେରି କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ୭ଟି କେସ ରୁଜୁ ହୋଇଛି । ଯେଉଁଥିରେ ପ୍ରତ୍ୟେକ କେସ ପାଇଁ ତାଙ୍କ ଉପରେ ୧.୬୦କୋଟି…
Read More...

ମାରେଜ୍ ପାର୍ଟିରେ ଝଲସିଲେ ବଲିଉଡ ଷ୍ଟାର : ଭାଇରାଲ ହେଲା ଶ୍ୱେତା–କରଣଙ୍କ ଡାନ୍ସ ଭିଡିଓ

ନିକଟରେ ବଲିଉଡ ଜଗତର ଅନେକ କଳାକାର ମାନଙ୍କୁ ଫ୍ୟାସନ୍ ଡିଜାଇନର ସନ୍ଦିପ ଖୋସଲାଙ୍କ ଝିଆରୀ ସୌଦାମିନ୍ନି ମଟ୍ଟୁଙ୍କ ରିସେପ୍ସନ ପାର୍ଟିରେ ଝୁମିଥିଲେ ଦେଖିବାକୁ ମିଳିଲା । ଏହି ରିସେପସନରେ ଡିଫରେଂଟ ଲୁକରେ ସମସ୍ତ ନଜର ଆସିଥିଲେ ଏଥି ସହିତ ସାରା –ଶ୍ୱେତା ଓ କରଣଙ୍କ ଡାନ୍ସ କରିଥିଲା କମାଲ ।…
Read More...

ପ୍ରକୃତିଙ୍କ ପରାକାଷ୍ଠା ! ଧାରାବାହିକରୁ ସିନେମା ପର୍ଯ୍ୟନ୍ତ ନିଜର ବେଷ୍ଟ୍ ଦେଇ ଚାଲିଛନ୍ତି ପ୍ରକୃତି ମିଶ୍ର । 

ଶିଶୁ କଳାକାରରୁ ମୁଖ୍ୟ ଅଭିନେତ୍ରୀ । ଗୋଟିଏ ପରେ ଗୋଟିଏ ସଫଳତାରେ ପାଦ ଥାପିଥିଲେ ପ୍ରକୃତି ମିଶ୍ର । ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ତିଆରି କଲେ ଏକ ସ୍ୱତନ୍ତ୍ର ସ୍ଥାନ । ଧାରାବାହିକରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ତାଙ୍କ ଅଭିନୟକୁ ସବୁ ପସନ୍ଦ କରିଥିଲେ । କ୍ୟାରିଅର ସେଠାରେ ଶେଷ…
Read More...

ଚାପରେ ରହିଛି କି ବିରାଟଙ୍କ ପ୍ରେମ ! ଫ୍ୟାନ୍ସ ପ୍ରଶ୍ନ କଲେ ଚାପରେ ପଡି ବିରାଟ ଏଭଳି କରୁନାହାନ୍ତି ତ ?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଖୁବ୍ ଭଲ ପାଆନ୍ତି । ଏହାର ବିଶ୍ୱାସ ଜତାଇବାକୁ ଯାଇ ସେ ବିଭିନ୍ନ ସମୟରେ ଇନଷ୍ଟାଗ୍ରାମରେ ନିଜର ରୋମାଣ୍ଟିକ୍ ଫଟୋ ଅପଲୋଡ୍ କରନ୍ତି । କେବଳ ଏତିକି ନୁହଁ ଆଇପିଏଲ୍ ମ୍ୟାଚ୍ ଚାଲିଥିବା ସମୟରେ ବିରାଟଙ୍କୁ…
Read More...

ବିବାହ ବନ୍ଧନରେ ଆବଦ୍ଧ ହେଲେ ମିଲିନ୍ଦ୍-ଅଙ୍କିତା ! ଗୁଜବକୁ ଖାତିର ନକରି ଅଙ୍କିତାଙ୍କ ହାତ ଧରିଲେ ମିଲିନ୍ଦ୍ ।

ଆଜି ଜଣାଶୁଣା ମଡ଼େଲ୍ ତଥା ଆକ୍ଟର ମିଲିନ୍ଦ୍ ସୋମନ୍ ତାଙ୍କ ଠାରୁ ୨୯ ବର୍ଷ ସାନ ଗର୍ଲଫ୍ରେଣ୍ଡ୍ ଅଙ୍କିତା କୋମ୍ବରଙ୍କୁ ବିବାହ କରିଛନ୍ତି ବୋଲି ଖବର ଆସୁଛି । ଏଥିପାଇଁ ବେଶ ରାଜକୀୟ ସାଜସଜ୍ଜା ଚାଲିଥିଲା ଆଲିବାଗରେ। ସେହି ସାଜସଜ୍ଜାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Read More...

ଅଭିଷେକ-ଐଶ୍ୱର୍ଯ୍ୟା କିଣିଲେ ନୂଆ ଘର ! ଦାମ ଶୁଣିଲେ ଚକିତ ହେବେ

ଷ୍ଟାର ସେଲିବ୍ରିଟିଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିବା ପାଇଁ ଦର୍ଶକ ଏବଂ ପ୍ରଶଂସକମାନେ ଖୁବ ଉତ୍ସାହର ସହ ଚାହିଁ ବସିଥାଆନ୍ତି । ଖାସକରି ବଲିଉଡ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ କାହାର ବା ଇଚ୍ଛା ନଥାଏ । ଏପରିକି ତାଙ୍କ ପ୍ରିୟ ଷ୍ଟାର କଣ ପିନ୍ଧନ୍ତି, କଣ ଖାଆନ୍ତି ଏସବୁ…
Read More...