Browsing Category

ମନୋରଞ୍ଜନ

ଚୀନରେ ବଲିଉଡ୍ ଧୁନ୍ ! ମୋଦିଙ୍କ ଗସ୍ତରେ ବାଜିଥିଲା ‘ୟେ ୱାଦା ରହା’ ଗୀତ, ଖୁସି ପ୍ରକାଶ କଲେ ଆଶା ଭୋସଲେଁ

ଚୀନରେ ବାଜିଲା ବଲିଉଡ ଧୁନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଚୀନ ଗସ୍ତ ସମୟରେ ତାଙ୍କ ଆତିଥ୍ୟ ପାଇଁ ପରିବେଷଣ ହୋଇଥିଲା ଭାରତୀୟ ସଂଗୀତର ଧୁନ । ଚୀନର ଉହାନରେ ଯେତେବେଳେ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ସାକ୍ଷାର କରିଥିଲେ ମୋଦି ଏହି ସମୟରେ ପରିବେଷଣ ହୋଇଥିଲା ମ୍ୟୁଜିକ…
Read More...

ବଲିଉଡ ଜଗତରେ ଏହି ହିରୋଇନଙ୍କ ମା’ଙ୍କ ଦେହାନ୍ତ ! ସଂପର୍କୀୟ କହିଲେ ସବୁବେଳେ ଝିଅକୁ ଝୁରୁଥିଲେ ।

ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମା ଭାରତୀଙ୍କର ଗତ ଶୁକ୍ରବାର ଦିନ ପରଲୋକ ହୋଇଛି । ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା । ତେଣୁ କିଛିଦିନ ହେବ ସେ ରୋଗାଗ୍ରସ୍ତ ଥିଲେ । ଅଭିନେତ୍ରୀ କାଏନାର ଅରୋରା ଏବଂ ଦିବ୍ୟାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ଦିବ୍ୟାଙ୍କ ମୃତ୍ୟୁ ଦୁଃଖରୁ…
Read More...

ସଂଜୟ ଦତ୍ତଙ୍କ ବାୟୋପିକରେ କିଏ ହେବ ସଲମାନ୍ ଖାନ୍? ମାଧୁରୀଙ୍କ ସମେତ ଅନ୍ୟ କଳାକାରଙ୍କ ଚରିତ୍ରରେ କିଏ ଆସିବେ ନଜର…

ବହୁ ପ୍ରତିକ୍ଷିତ ବଲିଉଡ୍ ସିନେମା “ସଂଜୁ”ର ଟିଜର ନିକଟରେ ମୁକ୍ତିଲାଭ କରିଥିବାବେଳେ ଖୁବ୍ କମ୍ ଦିନ ମଧ୍ୟରେ ଏହି ସିନେମା ପ୍ରେକ୍ଷାଳୟରେ ପଡିବାକୁ ଯାଉଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଧେଶିତ ଏହି ସିନେମାକୁ ଦେଖିବାକୁ ଲୋକ ଚାତକ ପରି ଚାହିଁ ବସିଛନ୍ତି । ବଲିଉଡ୍ ଜଗତର ବରିଷ୍ଠ…
Read More...

ଫିଲ୍ମ ରେସ୍-ଥ୍ରୀର ସୁଟିଂ ଜୋରଦାର । ବିଦେଶ ଗସ୍ତ କଟକଣା ପରେ ଦେଶରେ ଚାଲିଛି ସୁଟିଂ । ଫଟୋ ଭାଇରାଲ

କାଶ୍ମୀରରେ ସଲମାନ ଖାନ । ଏବେ ଏଠାରେ ତାଙ୍କର ଆଗାମୀ ଫିଲ୍ମ ରେସ୍-ଥ୍ରୀର ସୁଟିଂ ଜୋରଦାର ହୋଇଛି । ସୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଫଟୋରେ ଫିଲ୍ମର ଅଭିନେତ୍ରୀ ଜ୍ୟାକଲିନ୍ ଶୀତରେ ଥରୁଥିବା ବେଳେ ସଲମାନ କେମିତି ଠିଆ ହୋଇଛନ୍ତି ତାହା ନଜର ଆସିଛି । ତାଙ୍କୁ…
Read More...

ରାଜମା ଚାୱଲ୍ ପାଇଁ ଅଧାଲଣ୍ଡା ହେଲେ ଏହି ବଲିଉଡ୍ ଅଭିନେତ୍ରୀ ! ଅଧାଲଣ୍ଡା ହେଲେ ଅମାଇରା ଦସ୍ତୁର୍ ।

ଟଲିଉଡ୍ ସିନେମା ‘ରାଜା ଗଡ୍ଡୁ’ରୁ ଲୋକପ୍ରିୟ ହୋଇଥିବା ବଲିଉଡ୍ ନାୟିକା ଅମାୟରା ଦସ୍ତୁର୍ ନିକଟରେ ନିଜର ହେୟାର ଷ୍ଟାଇଲରେ ପରିବର୍ତ୍ତନ ଆଣିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ସେ ସତସତିକା ରାଜମା ଚାୱଲ ନୁହଁ ବରଂ ସିନେମା ରାଜମା ଚାୱଲ୍ ପାଇଁ ଅଧାଲଣ୍ଡା ହୋଇଛନ୍ତି ।ଲୀନା…
Read More...

ହିନ୍ଦୀ ଚ୍ୟାନେଲରେ ଯାଦୁ ଦେଖାଇବେ ପ୍ରକୃତି ! ଆଣ୍ଡ୍ ଟିଭିରେ ମହିଳାଙ୍କ ଆର୍ଥିକ ସ୍ୱାଧିନତା ସମ୍ବଳିତ ପ୍ରଶ୍ନର ଉତ୍ତର…

ଓଲିଉଡରେ ଶିଶୁ କଳାକାର ଭାବେ ଦର୍ଶକଙ୍କ ମନରେ ଘର କରିଥିବା ପ୍ରକୃତି ମିଶ୍ର ବର୍ତ୍ତମାନ ମୁମ୍ବାଇରେ ନିଜ ଅଭିନୟର ଜାଦୁ ବିଛାଉଛନ୍ତି । ଜି ଟିଭିର ଏକ ରିଆଲିଟି ଶୋ’ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ପ୍ରକୃତି ବର୍ତ୍ତମାନ ପର୍ୟ୍ୟନ୍ତ ଅନେକ ହିନ୍ଦୀ ସଙ୍ଗୀତ ଆଲବମ୍ ସହ ଧାରାବାହିକରେ ନଜର…
Read More...

ପ୍ରଶଂସକଙ୍କ ବ୍ୟବହାରରେ ରାଗିଲେ ସ୍ୱପ୍ନା ! ଅଧାରୁ ଛାଡିଲେ ଶୋ’ ।

କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ବିଗବସ୍ ସିଜିନ୍-୧୧ ରୁ ପ୍ରସିଦ୍ଧ ହୋଇଥିବା ହରିୟାଣା ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ ନିକଟରେ ଏକ ଶୋ’ରେ ନିଜର ଡ୍ୟାନ୍ସ ଜଲୱା ଦେଖାଉଥିଲେ । ସ୍ୱପ୍ନା ଫରିଦାବାଦର ହୁଡ୍ଡା ଗ୍ରାଉଣ୍ଡଠାରେ ନିଜର ଡ୍ୟାନ୍ସ ଦେଖାଇବେ ଏହା ଜାଣିବେ ପରେ…
Read More...

ଟେଲି ଜଗତର ବରିଷ୍ଠ ଅଭିନେତ୍ରୀଙ୍କ ପରଲୋକ ! ଗୁରୁବାର ହେବ ଅନ୍ତିମ ସଂସ୍କାର ।

ଲୋକପ୍ରିୟ ଟିଭି ଶୋ’ ‘ପ୍ରତିଜ୍ଞା’ ଫେମ ବରିଷ୍ଠ ଅଭିନେତ୍ରୀ ଅମିତା ଉଦ୍ଗତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଛି । ମିଳିତ ତଥ୍ୟ ମୁତାବକ ଅମିତା ଅନେକ ଦିନ ଧରି ରୋଗାଗ୍ରସ୍ତ କାରଣରୁ ୪ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ । ଚିକିତ୍ସା ଦ୍ୱାରା ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ…
Read More...

ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର ! ଜାଣନ୍ତୁ କିଏ ହେଲା ଦିଲ୍ଲୀର ନୂଆ କ୍ୟାପଟେନ

ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର । ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସର ନେତୃତ୍ୱ ନେଉଥିବା ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ଆଇପିଏଲ ମଝିରୁ ଗମ୍ଭୀର ଅଧିନାୟକ ପଦ ଛାଡିଥିବାରୁ ଶ୍ରେୟସ ଆୟରଙ୍କୁ ଦିଲ୍ଲୀର…
Read More...

ଓଡିଆ ସିନେଜଗତର ଅପୂର୍ବ ସଫଳତା ! ବିଦେଶରେ ଚାଲିଲା ଓଡିଆ ସିନେମା “କ୍ଷଣିକା ଦି ଲଷ୍ଟ୍ ଆଇଡିଆ” ।

ଓଡ଼ିଆ ଫିଲ୍ମ ‘କ୍ଷଣିକା ଦି ଲଷ୍ଟ୍ ଆଇଡିଆ’କୁ ମିଳିଛି ଆଉ ଏକ ଅପୂର୍ବ ସଫଳତା। ହଙ୍ଗେରିର ସେଜଡରେ ଆୟୋଜିତ ହେବାକୁ ଯାଉଥିବା ‘ସିଗମଣ୍ଡ୍ ଭିଲମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ଏହା ପ୍ରଦର୍ଶିତ ହେବ। ସବୁଠୁ ବଡ଼ କଥା ହେଉଛି ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଓଡ଼ିଆ…
Read More...