Browsing Category

ଜାତୀୟ ରାଜନୀତି

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ବିଶାଳ ରୋଡ ଶୋରେ ମୋଦୀ, କାଲି କାଶୀ ବିଶ୍ୱନାଥଙ୍କ ପୂଜା ପରେ…

କନକ ବ୍ୟୁରୋ : ବାରାଣାସୀରେ ମୋଦିଙ୍କ ବିଶାଳ ରୋଡ ଶୋ । ନାମାଙ୍କନ ପୂର୍ବରୁ ଶକ୍ତିପ୍ରଦର୍ଶନ କଲେ ମୋଦୀ । କାଲି ବାରଣାସୀ ପାଇଁ ନାମାଙ୍କନ ଭରିବେ ତେଣୁ ଦିନକ ପୂର୍ବରୁ ଏଠାରେ ପହଁଚି ରୋଡ ଶୋ କରିଛନ୍ତି । ଶହ ଶହ କର୍ମୀ ଓ ସମର୍ଥକଙ୍କ ଗହଣରେ ଚମକିଛି ବାରାଣାସୀ । କାଲି ସକାଳୁ କାଶୀ…
Read More...

ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ମୁସଲିମ ଭୋଟରଙ୍କ ବୁର୍ଖା କାଢି ପରିଚୟପତ୍ର ଯାଂଚ, ମାମଲା ରୁଜୁ

କନକ ବ୍ୟୁରୋ : ଅଡୁଆରେ ବିଜେପିର ଫାୟରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ପୋଲିଂବୁଥରେ ମୁସଲିମ ମହିଳାଙ୍କ ପରିଚୟ ପତ୍ର ଯାଂଚ କରି ସେ ଅଡୁଆରେ ପଡିଛନ୍ତି ।କେବଳ ସେତିକି ନୁହେଁ ମହିଳାଙ୍କୁ ବୁର୍ଖା ଟେକି ମୁହଁ ଦେଖାଇବାକୁ ମାଧବୀଲତା ବାଧ୍ୟ କରିଥିଲୋ । ଭିଡିଓ ସାମ୍ନାକୁ ଆସିବାରେ ପ୍ରଥମେ…
Read More...

ଇଭିଏମରେ ସିଲ ହେଭିୱେଟଙ୍କ ଭାଗ୍ୟ ।ଅଖିଳେଶ, ଓୱେସୀ,ଅର୍ଜୁନ ମହୁଆ,ଅଧୀର ରଂଜନ,ଶର୍ମିଳା ଦେଲେ ଅଗ୍ନିପରୀକ୍ଷା

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟରେ ଦେଶରେ ପଡିଛି ଭୋଟ । ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୯୬ ଆସନରେ ପଡିଛି । ଏବେ ଆସନ୍ତୁ ନଜର ପକାଇବା ଆଜି କାହାର ଭାଗ୍ୟ ପରୀକ୍ଷା ହୋଇଛି । ଅଖିଳେଶ ଯାଦବ ଚତୁର୍ଥ ପର୍ଯ୍ୟାୟ…
Read More...

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ…

କନକ ବ୍ୟୁରୋ : ତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ । ସଂଧ୍ୟା ୫ଟା ୬୨.୩୧ ସୁଦ୍ଧା ମତଦାନ କରାଯାଇଛି ନିଜ ମନ ପସନ୍ଦର ନେତା ବାଛିଛନ୍ତି ମତଦାତା । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭୋଟରଙ୍କ ସୁବିଧା…
Read More...

ଖୁବଶୀଘ୍ର ବିବାହ କରିବାକୁ ପଡିବ… ଜାଣନ୍ତୁ ରାୟବରେଲିରେ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲିରେ ପହଞ୍ଚିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଜନସଭାକୁ ସମ୍ବୋଧନ କରିବା ପରେ ରାୟବରେଲିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାହୁଲଙ୍କ ସମ୍ବୋଧନ ପରେ ଜନସଭା ଭିତରୁ କିଛି ଲୋକ ପ୍ରଶ୍ନ ପଚାରିବା…
Read More...

ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ନାମରେ ସାଂଘାତିକ ମାମଲା । ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ମୁସଲିମ୍ ମହିଳା…

କନକ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏନେଇ ଅନେକ ସ୍ଥାନରୁ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଆସୁଛି । ହେଲେ ହାଇଦ୍ରାବାଦରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ମାଧବୀଲତାଙ୍କ ନାମରେ କିଛି ମୁସଲିମ୍ ମହିଳା ଥାନାରେ…
Read More...

ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୧ ପ୍ରତିଶତ ମତଦାନ । ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ କ୍ରମରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟଗ୍ରହଣ ହେଉଛି । ୧୭ କୋଟିରୁ ଅଧିକ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ୨୫ ଟି ବିହାରରେ…
Read More...

ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ…

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବାବେଳେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟିଙ୍ଗ । ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ…
Read More...

ଜେଲରୁ ବାହାରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି କେଜ୍ରିୱାଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।

କନକ ବ୍ୟୁରୋ: ଅନ୍ତରୀଣ ଜାମିନ୍ ପାଇ ତିହାର ଜେଲରୁ ବାହାରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ବସୁଛି ଆମ୍ ଆଦମୀ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ଦଳର ସମସ୍ତ ବିଧାୟକ ମାନଙ୍କୁ ଯୋଗ ଦେବାକୁ…
Read More...

ମେ’ ୧୩ ତାରିଖରେ ପଡିବ ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ । ଜାଣନ୍ତୁ କେଉଁ ରାଜ୍ୟର କେତେ ଆସନରେ ହେବ ଭୋଟ ଗ୍ରହଣ,…

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟ ମତଦାନ ଦେଶଷ ହୋଇଛି । ଏବେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ବିହାର,…
Read More...