କୁନୋ ନ୍ୟାସନାଲ ପାର୍କରେ କେମିତି ଅଛନ୍ତି ନାମିବ୍ୟାରୁ ଆସିଥିବା ୮ ଚିତା ? ଜାଣନ୍ତୁ ୨୪ ଘଣ୍ଟା ପରେ କିଭଳି ରହିଛି…

କନକ ବ୍ୟୁରୋ : ନାମିବ୍ୟାରୁ ଭାରତ ଆସିଥିବା ୮ ଚିତା କୁନୋ ନ୍ୟାସନାଲ ପାର୍କରେ ରହିବାର ୨୪ ଘଂଟା ବିତିଗଲାଣି । ପାର୍କର ପରିଚାଳକ ଏନେଇ କହିଛନ୍ତି କି ପାର୍କରେ ସେମାନଙ୍କୁ ଛଡାଯିବା ପରେ ସେମାନେ ନୂଆ ପରିବେଶରେ ଆରମ୍ଭରୁ ଟିକେ ବିଚଳିତ ହେଉଥିଲେ । ହେଲେ ଧିରେ ଧିରେ ସେମାନେ ଆଡଜଷ୍ଟ କରିବା…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍ ର ସମରସଜ୍ଜା, ରାଘବ ଚଡ୍ଡାଙ୍କୁ ମିଳିଲା ଏହି ଦାୟିତ୍ୱ

କନକ ବ୍ୟୁରୋ : ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗତଥର ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଏଥର ନିର୍ବାଚନ ପୂର୍ବରୁ ଗୁଜରାଟରେ ଆମ୍ ଆଦମୀ ପାର୍ଟିର ପ୍ରବେଶ ହୋଇଛି । ଏନେଇ…

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ବଢୁଛି ରାହୁଲ ଗାନ୍ଧୀଙ୍କ ଦବଦବା । ରାଜସ୍ଥାନ ପରେ ଏବେ ଛତିଶଗଡରେ ବି ପ୍ରସ୍ତାବ ପାରିତ

କନକ ବ୍ୟୁରୋ : ରାଜସ୍ଥାନ ପରେ ବି ଛତିଶଗଡ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି । ଏନେଇ ରବିବାର ଦିନ ଛତିଶଗଡ କଂଗ୍ରେସ ନେତୃତ୍ୱଙ୍କର ଏକ ବୈଠକ ହୋଇଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ମୁନ୍ଦ୍ରା ବନ୍ଦର ପାଲଟିଛି ଡ୍ରଗ୍ସର ପେଣ୍ଠସ୍ଥଳୀ । କେବେ ହଜାର ହଜାର କୋଟିର ଡ୍ରଗ୍ସ ତ କେବେ ଇ ସିଗାରେଟ୍

କନକ ବ୍ୟୁରୋ : ଦେଶରେ ଅନେକ ବନ୍ଦର ରହିଛି । ହେଲେ ଗୁଜରାଟର ମୁନ୍ଦ୍ରା ବନ୍ଦର ଏବେ ନିଶାର ଏକ ପେଣ୍ଠସ୍ଥଳୀ ପାଲଟି ଯାଇଛି । ଗୌତମ ଆଦାନୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ବନ୍ଦର ଏବେ ନିଶା କାରବାର ପାଇଁ ବଦନାମ ହୋଇସାରିଛି । ଏହି ବନ୍ଦରରୁ କିଛିଦିନ ତଳେ ୨୧ ହଜାର କୋଟି ଟଙ୍କାର…

ବଞ୍ଚିଯିବ ଅନୟର ଜୀବନ, ୧୬ କୋଟି ଟଙ୍କାର ମାଗଣା ଟିକା ଦେବାକୁ ଘୋଷଣା କଲା ଏହି କମ୍ପାନୀ

କନକ ବ୍ୟୁରୋ : ଜୀବନ ଘାତକ କ୍ରୋନିକ ରୋଗରେ ପୀଡିତ ଶିଶୁ ଅନୟର ବଞ୍ଚିବା ଆଶା ଉଜ୍ୱିବୀତ ହୋଇଛି । ଶିଶୁଟିର ଜୀବନ ବଞ୍ଚାଇବାକୁ ଆବଶ୍ୟକ ପଡୁଥିବା ୧୬ କୋଟି ଟଙ୍କାର ଏକ ଟିକାକୁ କମ୍ପାନୀ ମାଗଣାରେ ଦେବ ବୋଲି ଘୋଷଣା କରିଛି । ପ୍ରଥମେ ଅନୟର ପିତାମାତା ଶିଶୁଟିକୁ ବଞ୍ଚାଇବାକୁ ସୋସିଆଲ ମିଡିଆ…

ଆମେରିକା ମିଡିଆରେ ମୋଦୀଙ୍କୁ ପ୍ରଶଂସା: ପୁଟିନଙ୍କ ସହ ବୈଠକ ବେଳେ ଏବେ ଯୁ୍ଦ୍ଧ କରିବାର ସମୟ ନୁହେଁ କହିଥିଲେ…

କନକ ବ୍ୟୁରୋ : ଏବେ ଯୁଦ୍ଧ କରିବାର ସମୟ ନୁହେଁ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଉଜବେକିସ୍ତାନର ଏସସିଓ ବୈଠକରେ ଭାରତ ଏବଂ ଋଷ ଦ୍ୱିପାକ୍ଷିକ…