ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଦେହାନ୍ତ ପରେ କିଏ ପିନ୍ଧିବ କୋହିନୁର ହୀରା । ଜାଣନ୍ତୁ ଏହି ତାଲିକାରେ କିଏ ଆଗରେ

କନକ ବ୍ୟୁରୋ : ବ୍ରିଟେନରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ମହାରାଣୀ ଏଲିଜାବେଥଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ନିକଟରେ ଥିବା ସବୁଠାରୁ ଦାମୀ କୋହିନୁର ହୀରା କିଏ ପିନ୍ଧିବ ବା କାହାକୁ ଦିଆଯିବ ତାହାକୁ ନେଇ ଏବେ କଳ୍ପନା ଜଳ୍ପନା…

ଦୁଇବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଲା ଭାରତର ବିଦେଶୀ ମୁଦ୍ରାଭଣ୍ଡାର, ଜାଣନ୍ତୁ ଦେଶରେ କେତେ ରହିଛି ରିଜର୍ଭ…

କନକ ବ୍ୟୁରୋ : ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ୨୩ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ସାପ୍ତାହିକ ଆଧାରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭.୯୪୧ ଆରବ ଡଲାର କମ ହୋଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦାମ କମିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବହୁମାତ୍ରାର ଡଲାର ବିକ୍ରି…

ବିହାରର ଏକ ବିଶ୍ୱବିଦ୍ୟାଳୟରେ ଅଜବ କାରନାମା, ରାଜ୍ୟପାଳଙ୍କୁ କରିଦେଲେ ପରୀକ୍ଷାର୍ଥୀ

କନକ ବ୍ୟୁରୋ : ବିହାର ଦରଭଙ୍ଗାରେ ତିବା ଲଲିତ ନାରାୟଣ ମିଥିଲା ବିଶ୍ୱ ବିଦ୍ୟାଳୟ ସବୁବେଳେ ତାର କାମ ପରିବର୍ତ୍ତେ କାରନାମାକୁ ନେଇ ଚର୍ଚ୍ଚାରେ ଥାଏ । ପୂର୍ବକଥା ଛାଡି ଏବେକାର କଥା ଯଦି ଆପଣ ଜାଣିବେ ତେବେ ଚକିତ ହୋଇଯିବେ । ଏବେ ଏହି ବିଶ୍ୱବିଦ୍ୟାଳୟ ରାଜ୍ୟପାଳଙ୍କୁ ନିଜ କଲେଜର…

କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଯୋଗ ଦେଲେ ଯୋଗେନ୍ଦ୍ର ଯାଦବ । ଦଳରେ ମିଶିବା ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଜାତୀୟ କଂଗ୍ରେସ ପକ୍ଷରୁ ଏବେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାର ଡାକରା ଦିଆଯାଇଛି । ଏହି ଯାତ୍ରାର ଚତୁର୍ଥ ଦିନରେ ଆଜି ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଛି ସ୍ୱାରାଜ ଇଣ୍ଡିଆର ନେତା ତଥା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ । କଂଗ୍ରେସ ପାର୍ଟିର…

୧୦ଦିନ ଧରି ପେଣ୍ଡାଲରେ ପୂଜା ପାଇବା ପରେ ଆଜି ହେଲା ଗଜାନନଙ୍କ ବିସର୍ଜନ । ସାରା ମହାରାଷ୍ଟ୍ର ଉତ୍ସବମୁଖର

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ସହ ୧୦ ଧରି ରହିବା ପରେ ଶେଷରେ ବିଦାୟ ନେଇଛନ୍ତି ଗଣପତି । ଭକ୍ତମାନେ ଯେଉଁଭଳି ଆଦର,ଶ୍ରଦ୍ଧା ଓ ଭକ୍ତି ସହ ବପ୍ପାଙ୍କ ପୂଜା କରିଥିଲେ ଠିକ୍ ସେହିଭଳି ଧୁମଧାମ ଓ ଆଡମ୍ବର ସହ ବିଦାୟ ଦିଆଯାଇଛି । ଭସାଣ ଯାତ୍ରାକୁ ନେଇ ଦୁଲୁକୁଛି ମୁମ୍ବାଇ ସମେତ ପୂରା…

ଏଲଏସିରୁ ଆସିଲା ଭଲ ଖବର । ଭାରତ-ଚୀନ ସୈନ୍ୟ ଅପସାରଣ ଆରମ୍ଭ

କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ସୀମାରେ ଉତେଜନା ଜାରି ରହିଥିବା ବେଳେ ଭଲ ଖବର ଆସିଛି । ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଂଚଳରୁ ଦୁଇ ଦେଶର ସେନା ସୈନ୍ୟ ଅପସାରଣ ଆରମ୍ଭ କରିଥିବାର ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ୧୬ତମ କମାଣ୍ଡର ସ୍ତରୀୟ ବୈଠକ ପରେ ଏହି ସୈନ୍ୟ ଅପସାରଣ…