Daily Archives

May 23, 2024

ଆପ ନେତ୍ରୀ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲା: ତଦନ୍ତ ପାଇଁ ଘରେ ବୃଦ୍ଧ ବାପା-ମାଙ୍କ ସହ ଅପେକ୍ଷା କରି ରହିଲେ…

କନକ ବ୍ୟୁରୋ: ପ୍ରଚାରର ଶେଷ ଦିନରେ ମୈଦାନରେ ନୁହେଁ, ବରଂ ବାପା ମାଆଙ୍କ ସହ ରହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସ୍ୱାତୀ ମାଲିୱାଲ୍ ମାମଲାରେ ପୋଲିସ ଆଜି ତଦନ୍ତ କରିବାର ଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପୋଲିସ ଆସିବ ବୋଲି ଜଣାପଡିଥିଲା । ଏହାପୂର୍ବରୁ…

ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ଦିନ: ଷଷ୍ଠ ପର୍ଯ୍ୟାୟ ପ୍ରଚାର ଶେଷ ବେଳକୁ ଉତ୍ସାହଜନକ ରହିଲା ସେୟାର ବଜାର

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଅଧିକ ଆସନ ଜିତିବାକୁ ବିଜେପି ଉଠାଇଲା କି ପିଓକେ ପ୍ରସଙ୍ଗ ? ବିଜେପି ୪୦୦ ପାରା ନାରା ଦେଇଛି । ଏହାରି ଭିତରେ ଆମେରିକାର ଇଆନ ବ୍ରେମର, ପ୍ରଶାନ୍ତ କିଶୋରଙ୍କ ଭଳି ରାଜନୈତିକ ବିଶ୍ଲେଷକ ଅନୁମାନ କରିଛନ୍ତି ସଫଳ ହେବନି ବିଜେପିର ନାରା । ସେହିପରି ଇଣ୍ଡିଆ…

କାହିଁକି ବିଜେପି ଦେଇଛି ୪୦୦ ପାର୍ ନାରା? କାରଣ କହିଲେ ଦଳର ବରିଷ୍ଠ ନେତା

କନକ ବ୍ୟୁରୋ: ନିର୍ବାଚନ ଆରମ୍ଭ ହେବାଠୁ ବିଜେପି ୪୦୦ ପାରର ନାରା ଦେଉଛି । ସମ୍ବିଧାନ ପରିବର୍ତନ ପାଇଁ ବିଜେପି ଏହି ନାରା ଦେଇଛି ବୋଲି ଅଭିଯୋଗ ରହିଛି । ବିରୋଧୀ ବିଭିନ୍ନ ସଭା ସମିତିରେ ଏପରି କହୁଛି । ବିଜେପିର ଅନ୍ୟତମ ନେତା ଅନନ୍ତ ହେଗଡେ ମଧ୍ୟ ସମାନ କଥା ଦୋହରାଇବା ପରେ ବିରୋଧୀଙ୍କୁ…

ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର: ବିଜେପି, କଂଗ୍ରେସ, ଆପ, ଟିଏମସି ଭଳି ଦଳ କଲେ ଜୋରଦାର ପ୍ରଚାର

କନକ ବ୍ୟୁରୋ: ଆସନ୍ତା ୨୫ରେ ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ଆଜି ଶେଷ ହୋଇଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ଥିବାରୁ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ଦଳ ଜୋରଦାର ପ୍ରଚାର କରିଛନ୍ତି । ଷଷ୍ଠ ପର୍ଯ୍ୟାୟରେ ଦେଶର ୬ ରାଜ୍ୟ ଓ ୨…

କାଲି ଇସ୍ତଫା, ଆଜି ପୁରସ୍କାର: ଦଳ ଛାଡ଼ିଥିଲେ, ପଦ ପାଇଲେ

କନକ ବ୍ୟୁରୋ: କାଲି ଦଳ ଛାଡିଥିଲେ, ଆଜି ମିଳିଲା ପୁରସ୍କାର । ବିଜେଡିରୁ ଗତକାଲି ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ଜ୍ୟୋତିରଂଜନ ପାଣିଗ୍ରାହୀ ଆଜି ପୁଣି ଦଳକୁ ଫେରିଛନ୍ତି । ଜ୍ୟୋତି ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେଡି । ବାଲେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ ଦେଇ ତାଙ୍କୁ…

୨୬ରେ ଭୀଷଣ ବାତ୍ୟା! ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ!

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାର ଗତିପଥ ସାମ୍ନାକୁ ଆସିଛି । ଆଶ୍ୱସ୍ତିର କଥା ହେଉଛି ପାଣିପାଗ ବିଭାଗ କହିଛି ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ । କିନ୍ତୁ ୨୬ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଏହାର ନା ରେମାଲ ରହିବ । ଓଡିଶା ଉପକୂଳ…