Daily Archives

June 25, 2023

ଘର ଦାଣ୍ଡ ଦେଇ ରଥ ଯିବ ବୋଲି … ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି ।

କନକ ବ୍ୟୁରୋ: ଘର ଦାଣ୍ଡ ଦେଇ ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି । ଭକ୍ତି ଓ ଭାଇଚାରାର ଏଭଳି ଏକ ଅପୂର୍ବ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ । ସେଠାରେ ୧୪୫ ବର୍ଷ ଧରି ଚାଲି ଆସୁଥିବା ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁଲିସ ମାସ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ’, ଅନେକ ବୁଝାମଣା ଉପରେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ଗସ୍ତରେ ଥିବା ବେଳେ ଆଜି ତାଙ୍କୁ ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ସିସି କୋହିରା ଠାରେ ମୋଦୀଙ୍କୁ ‘ଅର୍ଡର ଅଫ ଦ ନାଇଲ (ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ)’ରେ…

ଆସିଲା ଆଜ୍ଞାମାଳ, ଦକ୍ଷିଣ ମୋଡ ନେବେ ତିନି ରଥ । ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାରରୁ ଆସିବେ ନାକଚଣା ଦ୍ୱାର ।

କନକ ବ୍ୟୁରୋ: ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ଆଜି ଶରଧାବାଲିରେ ତିନି ରଥର ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିଛି । ରଥ ଦକ୍ଷିଣ ମୋଡ ହେବାକୁ ସମସ୍ତଙ୍କ ନୀତି ଶେଷ ହେବା ପରେ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର…

ଘରର ସମସ୍ୟା ଦୂର କରିବା କହି ବାବା ଲୁଟିନେଲେ ସୁନା ଗହଣା । ନନ୍ଦନକାନନ ଥାନାରେ ଅଭିଯୋଗ

କନକ ବ୍ୟୁରୋ : ବାବା ଲୁଟିନେଲେ ସୁନା ଗହଣା । ଭିକ୍ଷା ମାଗିବା ନାରେ ଘରକୁ ଆସି ସୁବିଧା ସୁଯୋଗ ଦେଖି ସୁନା ଗହଣା ଲୁଟିନେଇ ଛୁ ହୋଇଗଲେ ଉତର ପ୍ରଦେଶରୁ ଆସିଥିବା ନାଗାସାଧୁ । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁରେ ଘଟିଛି ଏଭଳି ଏକ ଘଟଣା । ନନ୍ଦନକାନନ ଥାନାରେ ଏନେଇ ହୋଇଛି ଅଭିଯୋଗ ।…

ବାହାଘରରେ ମାର୍କୁଣ୍ଡି ସାଜିଲା ବାଛୁରୀ । ନିଆରା ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା

କନକ ବ୍ୟୁରୋ : ବାହାଘରରେ ମାର୍କୁଣ୍ଡି ସାଜିଲା ବାଛୁରୀ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଭୁବନେଶ୍ୱର ପଟିଆରେ ଆୟୋଜିତ ହୋଇଛି ଏହିଭଳି ଏକ ବାହାଘର । ପଥରଗାଡିଆ ବାସିନ୍ଦା ତାରାକାନ୍ତ ବେହେରାଙ୍କ ବାହାଘରରେ ଛୋଟ ପିଲା ବଦଳରେ ଏକ ବାଛୁରୀକୁ ସୁନ୍ଦର ଭାବେ ସଜ।।ଯାଇଛି ।…

ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ୍ ତାର ଲାଗି ମହିଳା ମୃତ । ପଞ୍ଚକୁଲାରେ ନଦୀରେ ଭାସିଗଲା କାର, ମୁମ୍ବାଇରେ…

କନକ ବ୍ୟୁରୋ : ଦେଶରେ ମୌସୁମୀ ଆସୁ ଆସୁ ବିଭିନ୍ନ ରାଜ୍ୟରେ ବର୍ଷା ବିପତ୍ତି ଦେଖିବାକୁ ମିଳିଛି । ଦିଲ୍ଲୀ ଓ ମୁମ୍ବାଇରେ ଜାରି ରହିଛି ସ୍ୱଳ୍ପ ବର୍ଷା । ଏହାରି ମଧ୍ୟରେ କିଛି ଚିତ୍ର ଏବେ ସମସ୍ତଙ୍କୁ ଚକିତ କରିଛି । ବର୍ଷା କାରଣରୁ ମୁ୍ମ୍ବାଇର ଏକ କୋଠା ଭାଙ୍ଗିପଡିଛି । ଫଳରେ କୋଠା ଭିତରେ…