Daily Archives

June 16, 2023

ଗୋଡ଼ ପାଇଁ ଦିବ୍ୟାଙ୍ଗ ଝିଅର ଗୁହାରୀ । ‘ମତେ ଗୋଡ଼ ଦିଅ ଚଳିବାରେ ହେଉଛି କଷ୍ଟ’

କନକ ବ୍ୟୁରୋ: ଦିବ୍ୟାଙ୍ଗ ଝିଅର ଗୁହାରୀ । ମତେ କୃତ୍ରିମ ଗୋଡ଼ ଦିଅ । ଗୋଡ଼ ନଥିବାରୁ ସୋନାଲୀ ମାଡ଼କାମୀଙ୍କୁ ଚାଲିପାରୁନାହାନ୍ତି । ଦିବ୍ୟାଙ୍ଗ ଅବସ୍ଥାରେ କେବେ କାହା ପାଇଁ ବୋଝ ପାଲଟି ନାହାନ୍ତି ନିଜ କାମ ନିଜେ କରନ୍ତି । କାଲିମେଳା ବ୍ଲକର ଆଦିବାସୀ ବହୁଳ ଭେଜାଙ୍ଗିବାଡ଼ା ପଞ୍ଚାୟତର…

ଶୋଇପଡିଛି ଶକ୍ତି ବିଭାଗ । ଲୋକଙ୍କ ଜୀବନ ସହ ଖେଳୁଛି ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ।

କନକ ବ୍ୟୁରୋ: ଶୋଇପଡିଛି ଶକ୍ତି ବିଭାଗ । ଲୋକଙ୍କ ଜୀବନ ସହ ଖେଳୁଛି ବିଦ୍ୟୁତ ଯୋଗାଣକାରୀ ସଂସ୍ଥା । ବଲାଙ୍ଗୀର ଜିଲ୍ଲାରୁ ଏଭଳି କିଛି ଖବର । ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଚରମ ଅହହେଳା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଇ ଭଲଟେଜ…

ଜେଲରୁ ମହାଠକ ସୁକେଶ ଲେଖିଲେ ଆଉ ଏକ ଚିଠି, ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ସହାୟତା ଦେବାକୁ ମାଗିଲେ…

କନକ ବ୍ୟୁରୋ : ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଏକ ଚିଠିଲେଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏପର୍ଯ୍ୟନ୍ତ ସୁକେଶ ଜେଲରେ ଥାଇ ଆମ୍ ଆଦାମୀ ପାର୍ଟିକୁ ନେଇ ନୂଆ ନୂଆ ଖୁଲାସା କରୁଥିବା ବେଳେ ଏବେ ଏକ ଚିଠି ରେଳ ବିଭାଗ ନାମରେ ଲେଖିଛନ୍ତି । ମଣ୍ଡୋଲୀ ଜେଲରେ ବନ୍ଦିଥିବା…

ଜୁଲାଇ ମାସରେ ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ । ରୋହିତଙ୍କୁ ମିଳିପାରେ ବିଶ୍ରାମ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ…

କନକ ବ୍ୟୁରୋ: ଆସନ୍ତା ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ଜୁନ୍ ୨୭ ତାରିଖରେ ଏଥିପାଇଁ ଦଳ ଘୋଷଣା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଏହି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ହୋଇପାରେ କିଛିଟା ବଡ…

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ଉତ୍ତରାଖଣ୍ଡ କଂଗ୍ରେସର ଦୁଇ ବରିଷ୍ଠ ନେତା

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛି ବିଜେପି । ଏହି କ୍ରମରେ ଆଜି ଉତରାଖଣ୍ଡ ହରିଦ୍ୱାରର କଂଗ୍ରେସ ମହାମନ୍ତ୍ରୀ ଋଷି ପାଲ ବଲିୟାନ ଓ ପୂର୍ବତନ ମନ୍ତ୍ରୀ ମନୋହରଲାଲ ଶର୍ମା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଉତରାଖଣ୍ଡ ବିଜେପି ଅଧ୍ୟକ୍ଷ…

ଇ-ଟ୍ରଲି ପ୍ରସ୍ତୁତ କରି ଚର୍ଚ୍ଚାରେ ଛାତ୍ରଛାତ୍ରୀ । ଥରେ ଚାର୍ଜ କଲେ ଗଡୁଛି ୫୦ କିଲୋମିଟର । ବୋହି ହେଉଛି ୩୦୦…

କନକ ବ୍ୟୁରୋ: ଇ-ଟ୍ରଲି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀ । ଇ- ସାଇକେଲ ପରେ ଏବେ ଇ-ଟ୍ରଲି ବା ବ୍ୟାଟରୀ ଚାଳିତ ପଟାରିକ୍ସା ପ୍ରସ୍ତୁତ କରିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ । ପ୍ରାୟ ମାସେ ଧରି ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ ।  ଯାହାକୁ…