Daily Archives

February 27, 2022

କାଲିଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ । ପ୍ରାୟ ଦୁଇ ବର୍ଷ ପରେ ସ୍କୁଲକୁ ଯିବେ ଛୋଟପିଲା, ପ୍ରଥମ ସପ୍ତାହରେ ହେବନି…

କନକ ବ୍ୟୁରୋ: ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ମୁହଁ ଦେଖିବେ ପ୍ରାଥମିକ ଶ୍ରେଣୀରେ ପାଠ ପଢ଼ୁଥବା ଛାତ୍ରଛାତ୍ରୀ । ସିଧାସଳଖ ଶ୍ରେଣୀ ଗୃହରେ ବସି କଳାପଟାରେ ପାଠପଢ଼ିବେ । ହେଲେ, ଏତେ ଦିନ ପରେ ସ୍କୁଲ ଆସୁଥିବାରୁ ସେମାନେ କେମିତି ବିଦ୍ୟାଳୟ ପରିବେଶ ସହ ଖାପଖୁଆଇ ପାଠପଢ଼ିବେ ତାହା ବଡ ଚ୍ୟାଲେଞ୍ଜ…

ଋଷ-ୟୁକ୍ରେନ ଯୁଦ୍ଧ ବିବାଦ, ପ୍ରଧାନମନ୍ତ୍ରୀ କରିବେ ଉଚ୍ଚସ୍ତରୀୟ ବୈଠକ

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଅଜି ଚତୁର୍ଥ ଦିନରେ ପହଂଚିଛି । ଏହି କ୍ରମରେ ଋଷ ଦିନକୁ ଦିନ ଜୋରଦାର ଆକ୍ରମଣ କରି ୟୁକ୍ରେନର ବିଭିନ୍ନ ସହରକୁ ଦଖଲ କରିବାରେ ଲାଗିଛି । ସେପଟେ ୟୁକ୍ରେନ ବି ଋଷ ସେନାକୁ କଡା ଟକ୍କର ଦେଉଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଭାରତର…

ପଞ୍ଚାୟତ ଫଇସଲା: କଣ କହୁଛି ସନ୍ଧ୍ୟା ୭ଟା ୨୦ ସୁଦ୍ଧାର ଟ୍ରେଣ୍ଡ? ଏହି ସବୁ ଜିଲ୍ଲାରେ ଖାତା ଖୋଲିପାରିନାହାନ୍ତି…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୭ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୪୯ଟି ଜୋନରେ ଆଗୁଆ…

କାଶୀରେ ମୋର ମୃତ୍ୟୁର କାମନା କରାଯାଇଥିଲା । କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦୀ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀରେ ପହଞ୍ଚି କାଶୀ ବିଶ୍ୱନାଥ ଧାମରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ବିଶ୍ୱନାଥ ଧାମର ଲୋକାର୍ପଣ ସମୟରେ ମୋ ମୃତ୍ୟୁର କାମନା କରାଯାଇଥିଲା । ମୋଦୀ ନାଁ ନନେଇ ବିରୋଧୀଙ୍କ ଉପରେ ବର୍ଷିବା ସହ…

ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦: ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ତେଣୁ ପ୍ରଥମେ ବୋଲିଂ କରିବ ଭାରତ । ଏହି ମ୍ୟାଚରେ ବିଜୟ ଲାଭ କରି ଭାରତ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ସେହିପରି ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା…

ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ’ ରେ ସ୍ଥାନ ପାଇଲେ ତାଞ୍ଜାନିଆର କଳାକାର, କାହିଁକି ପ୍ରଧାନମନ୍ତ୍ରୀ କଲେ ଏତେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଧାରାବାହିକ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ଚଳିତ ଏପିସୋଡରେ ଏମିତି ଦୁଇଜଣ କଳାକାର ସ୍ଥାନ ପାଇଛନ୍ତି ଯେ ଯାହାଙ୍କୁ ଆପଣ ଅନେକ ବାର ମୋବାଇଲରେ ଦେଖିଛନ୍ତି । ହେଲେ ସେମାନଙ୍କୁ ଦେଖି ଆପଣମାନେ ଅଶ୍ଚଯ୍ୟ ହେଉଥିଲେ କି ଏହି ବିଦେଶୀ କଳାକାର ଦୁଇଜଣ କିଭଳି…