Daily Archives

February 27, 2022

ଫଳାଫଳକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନ: କହିଲେ, ଏଭଳି ଟ୍ରେଣ୍ଡ ଗଣତନ୍ତ୍ର ପ୍ରତି…

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏମିତି କଟାକ୍ଷ କରିଛନ୍ତି ସାଂସଦ ପ୍ରତାପ ଷଢ଼ଙ୍ଗୀ । ଜନାଦେଶକୁ ସ୍ୱାଗତ କରିଥିଲେ ବି ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ଜବାବ ରଖି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିରୋଧୀ…

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗିରଫ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ବିନୋଦ କାମ୍ବଲିକୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶାଖାଇ ଗାଡି ଚଳାଉଥିବା ବେଳେ ଏକ କାରକୁ ଧକ୍କା ଦେବା କାରଣୁ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ହେଲେ ବିନୋଦ କାମ୍ବଲିଙ୍କୁ ବେଲ ମିଳିଯାଇଛି…

ବଦଳିଗଲା ୨୦୧୭ର ଦୃଶ୍ୟପଟ: ଏଥର ବିଜେପି, କଂଗ୍ରେସର ଗଡ ଭାଙ୍ଗିଦେଲା ବିଜେଡି 

କନକ ବ୍ୟୁରୋ: ୨୦୧୭ର ପଂଚାୟତ ନିର୍ବାଚନ ଫଳାଫଳ । ୨୧ଟି ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେଡି । ବିରୋଧୀଙ୍କ ଖାତାକୁ ଯାଇଥିଲା ୯ଟି ଜିଲ୍ଲା । କଂଗ୍ରେସ କେବଳ ଝାରସୁଗୁଡ଼ାରେ ଜିଲ୍ଲା ପରିଷଦ ଗଠନ କରିବାକୁ ସମର୍ଥ ହୋଇଥିଲା । ସୁନ୍ଦରଗଡ଼ ଏବଂ ନୂଆପଡ଼ାକୁ ଛାଡିଦେଲେ ପଶ୍ଚିମ ଓଡ଼ିଶାର ଅନ୍ୟ ୬ଟି…

୩୦ରୁ ୩୦ ଜିଲ୍ଲା ପରିଷଦ ପୋଛି ନେଇପାରେ ବିଜେଡି: ଦ୍ୱିତୀୟ ଦିନର ଟ୍ରେଣ୍ଡ ଜାରି ରହିଲେ, ଓଡ଼ିଶାରେ ସୃଷ୍ଟି ହେବ ନୂଆ…

କନକ ବ୍ୟୁରୋ: ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ଗଣତିରେ ବିଜେଡିର ବିଜୟ ଅଭିଯାନରେ ବ୍ରେକ୍ ଲାଗୁନାହିଁ । ୮୦ ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଜୋନ୍ରେ ଆଗରେ ରହିଛି ଶାସକ ଦଳ । ବିଜେଡିର ପ୍ରଦର୍ଶନ ଆଗରେ ଫିକା ପଡି ଯାଇଛନ୍ତି ବିରୋଧୀ । ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିବା ପରେ ୪ଟି…

ଋଷର ଆଲୋଚନା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ, ବେଲାରୁଷ ସୀମାରେ ହେବ ଆଲୋଚନା !

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଏକ ଭଲ ଖବର ଆସିଛି । ଋଷ ତରଫରୁ ୟୁକ୍ରେନକୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ୟୁକ୍ରେନ ସରକାର । ଏହି କ୍ରମରେ ଋଷର ସମର୍ଥକ ଦେଶ ବେଲାରୁଷ ସୀମାରେ ଏନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି । କହିରଖୁ କି…

ପଞ୍ଚାୟତ ଫଇସଲା: ରାତି ସାଢ଼େ ୭ଟା ସୁଦ୍ଧାର ଟ୍ରେଣ୍ଡ୍, ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଟ୍ରେଣ୍ଡର ଲୁଚକାଳି ।

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ରାତି ସାଢ଼େ ୭ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୫୫୧ଟି ଜୋନରେ ଆଗୁଆ…