Daily Archives

February 21, 2022

ନ୍ୟୁକ୍ଲିୟର ଡ୍ରିଲ୍ କରି ଶକ୍ତି ଦେଖାଇଲା ଋଷ । ୟୁକ୍ରେନରେ ଭୟର ବାତାବରଣ

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସଂଗୀନ ହେବାରେ ଲାଗିଛି । କୌଣସି ମୁହିର୍ତ୍ତରେ ବି ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । କାହିଁକି ନା ବେଲାରୁଷରେ ଋଷ ତାର ନ୍ୟୁକ୍ଲିୟର ଡ୍ରିଲ୍ କରି ଶକ୍ତି ପ୍ରଦର୍ଶନ କରିଛି । ଏହାସହିତ ସମୁଦ୍ର ମାଗ୍ରରୁ ୟୁକ୍ରେନକୁ ଘେରିବା…

ପେଟରୁ ବାହାରିଲା କାଚ ଗ୍ଲାସ୍ । ରୋଗୀର କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର ।

କନକ ବ୍ୟୁରୋ: ରୋଗୀ ପେଟରୁ ବାହାରିଲା କାଚ ଗ୍ଲାସ୍ । ଅସମ୍ଭବ ଲାଗୁଥିଲେ ବି କଥାଟା ସତ । ଏପରି ଘଟିଛି ବିହାର ମୁଜାଫରପୁର ଜିଲ୍ଲାର ଏକ ହସ୍ପିଟାଲରେ । ଏକ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ୫୫ ବର୍ଷିୟ ରୋଗୀଙ୍କ ପେଟରୁ କାଢିଛନ୍ତି କାଚର ଏକ ଗ୍ଲାସ୍ । ହସ୍ପିଟାଲ ପରିଚାଳକଙ୍କ କହିବା…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଏସପି କହିଲେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି; ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମୁତୟନ…

କନକ ବ୍ୟୁରୋ : ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର । ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଜଣଙ୍କୁ ଗିରଫ କରାଯାଇଛି । ଏସପି କହିଛନ୍ତି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଘଟଣାରେ ୧୧ଜଣ ଗିରଫ କରାଯାଇଛି ଆଗକୁ ଜାରି ରହିବ ଗିରଫଦାରୀ ।…

କୋଟିପତି ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲେ ଗିରଫ

କନକ ବ୍ୟୁରୋ: ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର । ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ନିକଟରେ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ତାଙ୍କ…

ଭୁବନେଶ୍ୱର ଡୁମୁଡୁମାରେ ଘର ଦେବାକୁ କହି ଠକିଦେଲା ହାଉସିଂ ବୋର୍ଡ : ଫେବ୍ରୁଆରୀର ସମୟ ସୀମା ସରିଯାଇଥିଲେ ବି ମିଳିଲାନି…

କନକ ବ୍ୟୁରୋ : ଠକି ଦେଲେ ସରକାର । ହାଉସିଂ ବୋର୍ଡ ଭୁବନେଶ୍ୱରରେ ଡୁମୁଡୁମାରେ ଘର ଦେବାକୁ କହି ସମୟ ସରିଯାଇଥିଲେ ବି ଦେଲା ନାହିଁ । ଫଳରେ ତାତିଛନ୍ତି ହିତାଧିକାରୀ । ଜାନୁଆରୀରେ ଘର ସାରି ପ୍ରତିଶ୍ରୁତି ଦେଇଥିଲେ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର । ତେବେ ଫେବ୍ରୁଆରୀ ସାରିବାକୁ…

ଯାଜପୁରେ ସାମ୍ବାଦିକଙ୍କୁ ମାଡ଼ ଘଟଣା : ଗିରଫଦାରିର ଭିଡିଓ ଭାଇରାଲ; ଜଣେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରୁଛନ୍ତି ତାଙ୍କର…

କନକ ବ୍ୟୁରୋ : ଯାଜପୁରେ ସାମ୍ବାଦିକଙ୍କୁ ମାଡ଼ ଘଟଣା ପରେ ଗିରଫଦାରୀ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଅଭିଯୁକ୍ତଙ୍କୁ ପୋଲିସ ଭ୍ୟାନରେ ନିଆଯିବା ବେଳେ ଜଣେ ଅଭିଯୁକ୍ତ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି । ଆଉ…