Daily Archives

February 21, 2022

ଚାକିରି ଆରମ୍ଭରୁ ସମ୍ପତ୍ତି ତାଲିକା ଦେଇନଥିଲେ କୋଟିପତି ପୁଲିସ୍ ବାବୁ । ପୁନେ ଓ ଦିଲ୍ଲୀରୁ ମିଳିଲା ତ୍ରିନାଥଙ୍କ…

କନକ ବ୍ୟୁରୋ : ନିଜର ଚାକିରୀକାଳରେ ସମ୍ପତ୍ତିର ହିସାବ ଦେଇନାହାନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତ୍ରିନାଥ ମିଶ୍ରଙ୍କ ଘରୁ ଆୟ ବର୍ହିଭୂତ ସମ୍ପତ୍ତି ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଆଜି ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏପରିକି…

ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଇଲେ ଦଣ୍ଡାଦେଶ ।

କନକ ବ୍ୟୁରୋ : ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ । ଚାରା ଘୋଟଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । କେବଳ ଜେଲଦଣ୍ଡ ନୁହେଁ ବରଂ ଜରିମାନା ବାବଦକୁ…

କଲ୍ୟାଣସିଂହପୁର ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ନେଇଯିବା ଘଟଣା : ପୁଣି ଥରେ ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ…

କନକ ବ୍ୟୁରୋ : ରାୟଗଡ଼ା କଲ୍ୟାଣସିଂହପୁରରେ ଡଙ୍ଗରିଆ କନ୍ଧମାନେ ଭୋଟ ବାକ୍ସ ନେଇଯିବା ଘଟଣାରେ ଜିଲ୍ଲା ନିର୍ବାଚନ ଅଧିକାରୀ ପଦକ୍ଷେପ ନେଇଛନ୍ତି । ସେଠାରେ ପୁଣି ଥରେ ମତଦାନ ପାଇଁ ସେ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି । ଭୋଟର ତାଲିକାରେ ନାଁ ନଥିବାରୁ ବାଲାଟ ବାକ୍ସ ଟେକି ନେଇ…

ସାମ୍ନାକୁ ଆସିଲା ନକଲି ଡାକ୍ତରଙ୍କର ଆଉ ଏକ ଠକେଇ ଘଟଣା : ଏମ୍ସରେ ଚାକିରୀ ଦେବ କହି ଜଣେ ଯୁବକଙ୍କ ଠାରୁ ନେଇଥିଲେ ୧୨…

କନକ ବ୍ୟୁରୋ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆସୁଛି ନୂଆ ନୂଆ ଅଭିଯୋଗ । ଏମ୍ସ ଓ ଇଫକୋରେ ଚାକିରି ଦେବାକୁ କହି ଠକି ନେଇଛନ୍ତି ୧୨ ଲକ୍ଷ ଟଙ୍କା । ତିନି ଜଣଙ୍କୁ ଚାକିରି କରାଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଚେକ୍ ମାଧ୍ୟମରେ ଟଙ୍କାନେଇ ଆଶାୟୀଙ୍କୁ…

କେନ୍ଦୁଝରରେ ପ୍ରତିଶୋଧ ରାଜନୀତି : ସନା ମହାକୁଡ ଓ ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ

କନକ ବ୍ୟୁରୋ : କେନ୍ଦୁଝରରେ ପ୍ରତିଶୋଧ ରାଜନୀତି । ଆଉ ଏହାକୁ ନେଇ ହିଂସାକାଣ୍ଡ । ପୂର୍ବତନ ବିଧାୟକ ସନା ମହାକୁଡ଼ ଓ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି ଖଣ୍ଡଯୁଦ୍ଧ । ଗତ ୧୪ ତାରିଖରେ ମିନାକ୍ଷୀଙ୍କ ସମର୍ଥକଙ୍କ ଉପରେ ସନାଙ୍କ ସମର୍ଥକ ଆକ୍ରମଣ କରିବା…

ଭୋଟ ଗଣତି ପାଇଁ ଗାଇଡଲାଇନ । ଡବଲ ଡୋଜ ଟିକା ନେଇଥିଲେ ବି ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପାଇଁ ଆସିଲା ଗାଇଡଲାଇନ । ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ । ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ । ଡବଲ ଡୋଜ ଟିକା ନେଇଥିଲେ ମଧ୍ୟ ଗଣତିର ୪୮ ଘଣ୍ଟା…