Daily Archives

February 21, 2022

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ୍: ରାୟଗଡା ଓ କୋଲନରା ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ସାଂସଦ ବନାମ ସାଂସଦ

କନକ ବ୍ୟୁରୋ: କାଲି ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ । ରାୟଗଡା ବ୍ଳକର ତିନୋଟି ଓ କୋଲନରା ବ୍ଳକର ଦୁଇଟି ଜୋନ ପାଇଁ ମତଦାନ ହେବ । ଏହି ମତଦାନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ପଂଚାୟତ ନିର୍ବାଚନ ଲୋକସଭା ସାସଂଦ ଓ ରାଜ୍ୟସଭା ସାସଂଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ମତଦାନର…

ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ: ୨୧ଟି ମୋବାଇଲ, ସୁନା ମୁଦି ଓ ଟଙ୍କା ସହ ମାରଣାସ୍ତ୍ର ଜବତ

କନକ ବ୍ୟୁରୋ: କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ୍ । ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଆଜି ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ୭ ଲୁଟେରାଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ଲୁଟ ବେଳେ ସହଯୋଗ କରୁଥିଲା, ଅନ୍ୟ ଜଣେ ମୋବାଇଲ ଲକ୍ ଭାଙ୍ଗୁଥିଲା ଏବଂ ଅନ୍ୟ ଜଣେ ଓୟୋ ହୋଟେଲର ମ୍ୟାନେଜର…

ଭାଇରାଲ ହେଲା ସୂର୍ଯ୍ୟଙ୍କ ‘ନମସ୍କାର’ । ତାଳି ମାରି ଉତ୍ସାହିତ କଲେ ଅଧିନାୟକ ରୋହିତ ଶର୍ମା । ଦେଖନ୍ତୁ ଭିଡ଼ିଓ ।

କନକ ବ୍ୟୁରୋ : ଦିନିକିଆ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ୍ ଇଣ୍ଡିଆ । କୋଲକାତାରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚକୁ ୧୭ ରନରେ ଜିତିବା ସହ ଟିମ୍ ଇଣ୍ଡିଆ ସିରିଜକୁ କବଜା କରିଛି । ଶେଷ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ବଳରେ…

କିଏ ଏହି ଭାରତୀୟ ଯୁବକ ? ଯାହାକୁ ହୃଦୟ ଦେଲେ ବ୍ରିଟିଶ୍ ମହିଳା ଅଫିସର

କନକ ବ୍ୟୁରୋ: ବିଦେଶୀ ମହିଳା ଅଫିସରଙ୍କ ମନ ମୋହିଲେ ଭାରତୀୟ ଯୁବକ । ନିଜର ଉଚ୍ଚ ପଦବୀ ଓ ବିଦେଶର ସବୁ ଚାକଚକ୍ୟକୁ ପଛରେ ପକାଇ ଭାରତୀୟ ଯୁବକଙ୍କ ହାତ ଧରିଲେ ଭାରତରେ ଅବସ୍ଥାପିତ ଜଣେ ବ୍ରିଟିଶ୍ ମହିଳା ଅଫିସର । ଅଗ୍ନିକୁ ସାଖୀ ରଖି ସାତ ଜନ୍ମର ସାଥୀ ହେବାକୁ କଥା ଦେଲେ । ଏପରି ଘଟିଛି…

୬ ବର୍ଷ ପରେ ଭାରତକୁ ସଫଳତା: ଟି-୨୦ ରାଙ୍କିଙ୍ଗରେ ନମ୍ବର ୧ ଟିମ ଇଣ୍ଡିଆ

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜକୁ ଟି-୨୦ ସିରିଜରେ ୩-୦ରେ ପରାସ୍ତ କରିବା ପରେ ଭାରତକୁ ବଡ ସଫଳତା ମିଳିଛି । ଭାରତ ଆଇସିସି ଟି-୨୦ ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନରେ ପହଞ୍ଚିଛି । ଏହା ୬ ବର୍ଷ ପରେ ହୋଇଛି । ୨୦୧୬ରେ ଶେଷ ଥର ପାଇଁ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ରେ ପ୍ରଥମ ସ୍ଥାନ ହାସଲ…

ନିର୍ବାଚନ ପୂର୍ବରୁ ସ୍ୱାଭିମାନ ଅଂଚଳରୁ ମାଓ ସାମଗ୍ରୀ ଜବତ : ମାଟି ତଳୁ ମିଳିଲା ବିପୁଳ ପରିମାଣର ଗୁଳିଗୁଳା ଓ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ  ସ୍ୱାଭିମାନ ଅଂଚଳରେ  ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି ।  ମାଟିତଳୁ  ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ପୁଲିସ  । ୫ଟି ବନ୍ଧୁକ, ୨ଟି ବୋମା ସହ ବିପୁଳ ପରିମାଣର ଗୁଳି ଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଯନ୍ତ୍ରୀ ପଂଚାୟତ…