Daily Archives

February 21, 2022

୧୦ ବର୍ଷର ପ୍ରେମ ସମ୍ପର୍କକୁ କରିଥାନ୍ତେ ସାକାର: ବିବାହର ୫ ଦିନ ପୂର୍ବରୁ ଚାଲିଗଲା ଯବାନଙ୍କ ଜୀବନ

କନକ ବ୍ୟୁରୋ: ବିବାହର ୫ ଦିନ ପୂର୍ବରୁ ଚାଲିଗଲା ସିଆରପିଏଫ ଯବାନଙ୍କ ଜୀବନ । ସଡକ ଦୁର୍ଘଟଣାରେ ଛତିଶଗଡର ବସ୍ତିରିଆ ବଟାଲିୟନର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଯବାନ ବିଜୟ ମରପଲ୍ଲୀଙ୍କ ବୟସ ୨୫ ବର୍ଷ । ଆସନ୍ତା ୨୪ ଫେବୃଆରୀ ସେ ବିବାହ କରିଥାନ୍ତେ । ହେଲେ ଫେବୃଆରୀ ୧୯ ତାରିଖରେ ତାଙ୍କର…

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା: ଏହି ୩ ବଡ ଖେଳାଳି ବାଦ

କନକ ବ୍ୟୁରୋ: ଭାରତ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା ଟିମ ଘୋଷଣା ହୋଇଛି । ଆହତ ସମସ୍ୟା ଯୋଗୁଁ ଏହି ସିରିଜରୁ ଅବିଷ୍କା ଫର୍ଣ୍ଣାଣ୍ଡୋ, ନୁଆନ ତୁଷାରା ଓ ରମେଶ ମେଣ୍ଡିସଙ୍କୁ ଦଳରେ ସ୍ଥାମ ମିଳିନାହିଁ । ତେବେ ଏହି ପ୍ରମୁଖ ଖେଳାଳି ଏହି ସିରିଜରୁ ବାଦ ପଡିବା…

ଓଡ଼ିଶା ସୀମାବର୍ତ୍ତି ଗାଁରେ ପ୍ରଶାସନିକ ଅବହେଳା ଅଭିଯୋଗ । ଏବେବି ଲୋକଙ୍କ ପାଖରେ ପହଞ୍ଚିନି ମୌଳିକ ସୁବିଧା ।

କନକ ବ୍ୟୁରୋ : ଓଡ଼ିଶା ସୀମାବର୍ତ୍ତି ଗାଁରେ ପ୍ରଶାସନିକ ଅବହେଳା ଚରମ ସୀମାରେ । ବିଶେଷ କରି ଓଡ଼ିଶାରେ ବସବାସ କରୁଥିବା ତେଲେଗୁ ଭାଷାଭାଷୀ ଲୋକଙ୍କୁ ଚରମ ଅବହେଳା କରୁଛି ପ୍ରଶାସନ । ଆମେ କହୁଛୁ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଥିବା ତେଲେଗୁ ଭାଷୀ ଗାଁର କଥା । ଗାଁରେ ମୌଳିକ ସୁବିଧା…

ଅସମ୍ପୂର୍ଣ୍ଣ ହୋଇପଡିରହିଛି ପୋଲ କାମ । ଦେଶୀ ଡ଼ଙ୍ଗାରେ ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ନୌକା ଯାତ୍ରା କରୁଛନ୍ତି ଲୋକେ…

କନକ ବ୍ୟୁରୋ : ବସ୍ତା ଆଳୁମେଦାବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି ଡ଼ୁବଡ଼ୁବୀ ନଦୀ । ନଦୀ ଉପରେ ପୋଲ ନଥିବାରୁ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶୀ ଡ଼ଙ୍ଗାରେ ଦଉଡ଼ି ସାହାଯ୍ୟରେ ଯାତାୟାତ କରୁଛନ୍ତି ଲୋକେ । ୪ ବର୍ଷ ହେଲା ବ୍ରିଜ୍…

ବିପଦରେ ଶିମିଳିପାଳ ଅଭୟାରଣ୍ୟ । ଅବକ୍ଷୟ ମୁହାଁ କରୁଛି ଚାଲିଥିବା ମୋରମ ଖାଦାନ, ମୂଲ୍ୟବାନ ଗଛ ନଷ୍ଟ ହେବା ସମ୍ଭାବନା ।

କନକ ବ୍ୟୁରୋ : ବିପଦରେ ଶିମିଳିପାଳ ଅଭୟାରଣ୍ୟ । ପର୍ଯ୍ୟଟନ ଶିଳ୍ପକୁ ଅଭିବୃଦ୍ଧି କରିବା ପାଇଁ ବନବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଅଭୟାରଣ୍ୟକୁ ଅବକ୍ଷୟ ଆଡ଼କୁ ଟାଣି ନେଉଥିବା ଅଭିଯୋଗ ହୋଇଛି । ଅଭୟାରଣ୍ୟର କୋର ଏରିଆ ଭିତରେ ଚାଲିଛି ମୋରମ ଖାଦାନ । ଯାହାଫଳରେ ୧୫ରୁ ୨୦ ଫୁଟର ଗର୍ତ…

ସଙ୍କଟରେ ଶ୍ରୀଲଙ୍କା । ପେଟ୍ରୋଲ ଓ ଡିଜେଲ କିଣିବାକୁ ଟଙ୍କା ନାହିଁ, ଦେଶର ଅଧିକାଂଶ ପେଟ୍ରୋଲ ପମ୍ପରେ ପଡିଲାଣି ତାଲା ।

କନକ ବ୍ୟୁରୋ : ସଙ୍କଟରେ ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା । ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଏବେ ଅତି ଶୋଚନୀୟ । ଶ୍ରୀଲଙ୍କା ପାଖରେ ପର୍ଯ୍ୟାପ୍ତ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ଯାହାଦ୍ୱାରା ଏବେ ପେଟ୍ରୋଲ ଓ ଡିଜେଲ କିଣିବାକୁ ମଧ୍ୟ ଶ୍ରୀଲଙ୍କା ପାଖରେ…