Daily Archives

February 7, 2022

ଚୀନକୁ ଘାରିଛି କରୋନା ଭୟ । ଶୀତ ଅଲିମ୍ପିକ୍ସ ପାଇଁ ସମ୍ପୂର୍ଣ୍ଣ ବାୟୋ ବବଲରେ ଅଛନ୍ତି ଖେଳାଳି । ସଂକ୍ରମଣ ଏଡାଇବାକୁ…

କନକ ବ୍ୟୁରୋ: ବେଜିଂକୁ ଘାରିଛି କରୋନା ଭୟ । ଚୀନରେ ଏବେ ୱିଣ୍ଟର ଅଲିମ୍ପିକ୍ସ ଚାଲିଥିବାବେଳେ ଆଗକୁ ପାରାଅଲିମ୍ପକ୍ସ ମଧ୍ୟ ହେବାର ଅଛି । ତେବେ କରୋନା ସଂକ୍ରମଣ ଏଡାଇବାକୁ ଆଥଲେଟଙ୍କଠୁ ଆରମ୍ଭ କରି ସାମ୍ବାଦିକ ଓ ସ୍ୱେଚ୍ଛାସେବୀଙ୍କୁ ସଂପୂର୍ଣ୍ଣ ବାୟୋ ବବଲରେ ରଖାଯାଇଛି । ଏଥିପାଇଁ…

ମାସ ଶେଷରେ ନୁହେଁ..ପ୍ରତି ସପ୍ତାହରେ ମିଳିବ ସାଲାରୀ । ଜାଣନ୍ତୁ କେଉଁଠି ଲାଗୁ ହେଲା ନିୟମ ।

କନକ ବ୍ୟୁରୋ : ଏଣିକି ଆଉ ମାସ ଶେଷରେ ନୁହେଁ । ପ୍ରତି ସପ୍ତାହରେ ମିଳିବ ସାଲାରୀ । ଏଣିକି ଦରମା ପାଇବା ପାଇଁ ଆଉ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବନି । ବରଂ ପ୍ରତି ସପ୍ତାହରେ ମିଳିବ ସାଲାରୀ । ଶୁଣିକି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଆପଣ ଭାବୁଥିବେ ସତରେ କଣ ଏମିତି…

ଜେଲରୁ ବାହାରିଲେ ରାମ ରହିମ । ଗାଡିରେ ଲୁଚାଇ ନେଇଗଲେ ଅନୁଗତ, ପଞ୍ଜାବ ନିର୍ବାଚନ ଉପରେ ପଡିବ କି ପ୍ରଭାବ?

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ପୂର୍ବରୁ ଜେଲରୁ ବାହାରିଛନ୍ତି ସିରସା ସ୍ଥିତ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ । ୨୧ ଦିନ ଛୁଟି (ଫର୍ଲୋ) ରେ ଜେଲରୁ ବାହାରିଛନ୍ତି ରାମ ରହିମ । ହରିୟାଣା ର ସୁନାରିଆ ଜେଲରେ ବନ୍ଦ ଥିବା ରାମ ରହିମ ଜେଲରୁ ବାହାରିବା କ୍ଷଣି ତୁରନ୍ତ ତାଙ୍କୁ ଲୁଚାଇ…

ଚାଉଳ କିଣା ପ୍ରସଙ୍ଗକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି । କହିଲା, ଭୋଟ୍ ଆସିଲେ ବିଜେପିର ଚାଷୀଙ୍କ କଥା…

କନକ ବ୍ୟୁରୋ: ଚାଉଳ କିଣା ପ୍ରସଙ୍ଗକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି । ସୋମବାର ପ୍ରେସମିଟ୍ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାର ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର କାହିଁକି ବଳକା ଚାଉଳ ନେଉନାହାଁନ୍ତି ସେହି କଥା ଉଠାଇଛନ୍ତିି । ତେବେ ବିଜେଡି ମୁଖପାତ୍ର…

ଏପଟେ ବନ୍ଧା ପଡିଛି ସୁନା, ସେପଟେ ଘରକୁ ଫେରିବ ଶବ । ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ଦାରୁଣ ଦୁଃଖ ।

କନକ ବ୍ୟୁରୋ: ଦାଦନ ଶ୍ରମିକର ଦାରୁଣ ଦୁଃଖ । ମହିଳାଙ୍କ ମୃତଦେହ ଆଣିବା ପାଇଁ ସୁନା ବନ୍ଧା ରଖି ଟଙ୍କା ପଠାଇଲେ ପରିବାର ଲୋକ । ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ମହିଳା ଶ୍ରମିକଙ୍କ ଶବ ପଠାଇବାକୁ ସାହାଯ୍ୟ କଲାନି କମ୍ପାନୀ । ମୃତଦେହ ଗାଁକୁ ଆଣିବା ପାଇଁ ପରିବାର ଲୋକ ସୁନା ଅଳଙ୍କାର…