Daily Archives

April 6, 2020

କରୋନାକୁ ହରାଇଲେ ‘କନିକା’ : ଲଗାତାର ଦ୍ୱିତୀୟ ରିପୋର୍ଟ ନେଗେଟିଭ୍ ଆସିବା ପରେ ମେଡିକାଲରୁ ଡିସଚାର୍ଜ; ୧୪ ଦିନ…

କନକ ବ୍ୟୁରୋ: ସିଙ୍ଗର କନିକା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କରୋନା ସହ ଲଢ଼େଇରେ ଜିତିଛନ୍ତି କନିକା । ୨୪ ଘଂଟା ଭିତରେ କନିକାଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ କରାଯାଇଛି । କରୋନା ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ଲକ୍ଷେ୍ନøର ସଂଜୟ ଗାନ୍ଧୀ…

କରୋନା ମୁକାବିଲା ପାଇଁ କିମ୍ସ ପ୍ରସ୍ତୁତ । କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ୍ ହସ୍ପିଟାଲ୍ । ହସ୍ପିଟାଲରେ ୧୪ କରୋନା…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରସ୍ତୁତ କିମ୍ସ କୋଭିଡ଼୍ ହସ୍ପିଟାଲ୍ । କଟକର ଏସସିବି ଓ ଅଶ୍ବିନୀ ହସ୍ପିଟାଲ୍ ପରେ ରାଜ୍ୟର ଆଉ ଦୁଇଟି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍…

ସଟଡାଉନ ହଟିବା ପରେ ଭଦ୍ରକରେ ଲକଡାଉନ ନିୟମ ମାନିଲେନି ଲୋକେ: ରାସନ ଜିନିଷ, ପନିପରିବା କିଣିବାବେଳେ ରକ୍ଷା କଲେନି…

କନକ ବ୍ୟୁରୋ: ଭଦ୍ରକରେ ସଟ ଡ଼ାଉନ ହଟିବା ପରେ ଲକଡାଉନ ନିୟମ ମାନିଲେନି ଲୋକ । ଭଦ୍ରକରେ ୪୮ ଘଂଟା ସଟ ଡ଼ାଉନ ହଟିବା ପରେ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ । ରାସନ ଜିନିଷ, ପନିପରିବା କଣିବା ପାଇଁ ବଜାରରେ ଲୋକମାନେ ସାମାଜିକ ଦୂରତାକୁ ମାନୁନଥିବା ଦେଖିବାକୁ ମିଳିଛି । ନିୟମକୁ ଉଲଂଘନ…

ତେଲ ବଜାର ଉପରେ କରୋନା ମାଡ: ରାଜ୍ୟରେ ଦିନକୁ ୫୫କୋଟିର ବିକ୍ରି ଠପ୍…ସରକାର ହରାଇଲେଣି ୪୦୦ କୋଟି ଟିକସ୍

କନକ ବ୍ୟୁରୋ: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ବଜାର ଉପରେ କରୋନାର ଗୁରୁତର ପ୍ରଭାବ ପଡିଛି । ରାସ୍ତାରେ ଗାଡି ମଟର ଚାଲିବା ସଂଖ୍ୟା ଅତ୍ୟନ୍ତ ସୀମିତ ହୋଇଯାଇଥିବାରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବହୁମାତ୍ରାରେ କମିଯାଇଛି । ମିଳିଥିବା ସୂଚନା ଅନୁସାରେ, ସ୍ୱାଭାବିକ ଦିନ ଗୁଡିକରେ ରାଜ୍ୟରେ…

ପଦ୍ମପୁରରେ ମାତିଛି ଦନ୍ତା: ଘରେ ପଶି ବୃଦ୍ଧଙ୍କ ସହ ପୁଅ ଓ ନାତିକୁ ଦଳିଦେଲା ହାତୀ

କନକ ବ୍ୟୁରୋ: ହାତୀ ନେଲା ୩ ଜୀବନ । ବରଗଡ ପଦ୍ମପୁର ରଜାପଡାରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗତ ରାତିରେ ଘରେ ଶୋଇଥିବାବେଳେ ବୃଦ୍ଧ ଓ ତାଙ୍କ ପୁଅଙ୍କ ସହ ନାତିକୁ ଦନ୍ତାହାତୀ ଆକ୍ରମଣ କରିବା ପରେ ଦଳିମାରିଛି । ଏହି ଘଟଣା ପରେ ସ୍ଥାନୀୟ ଅଚଂଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପଦ୍ମପୁର…

କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ କରିଛି ପ୍ରଶାସନ: ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର…

କନକ ବ୍ୟୁରୋ: କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ୍ କରିଛି ପ୍ରଶାସନ । ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅଂଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି…