Daily Archives

April 6, 2020

ଆମେରିକାରୁ ଆସିଲା ଚମକାଇଦେଲା ଭଳି ସତ: ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆଠାରେ ଚିହ୍ନଟ…

କନକ ବ୍ୟୁରୋ: ଆମେରିକାରୁ ଆସିଲା ଚମକାଇଦେଲା ଭଳି ସତ । ଚିଡିଆଖାନାରେ ପଶୁକୁ ବି ସଂକ୍ରମିତ ହୋଇପାରେ ଏହି ଭୟାବହ କରୋନା ଭୂତାଣୁ । ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆଠାରେ କରୋନା ଭୂତାଣୁ ମିଳିଛି । ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ୱାଇଲ୍ଡ ଲାଇଫ କନଜରଭେସନ…

ଚତୁର୍ଥ ହସ୍ପିଟାଲ ଭାବେ ସମରେ କାର୍ଯ୍ୟକ୍ଷମ ହେଲା ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ: ଭିଡିଓ କନଫରେନ୍ସିଂ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟର ଚତୁର୍ଥ ହସ୍ପିଟାଲ ଭାବେ ସମ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍ ହସ୍ପିଟାଲ । ୫୨୫ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍ ହସ୍ପିଟାଲର ଉଦଘାଟନ…

କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର: ସିଲ୍ ହେଲା ଜିଲ୍ଲାର ସମସ୍ତ ପ୍ରବେଶ ପଥ; ପୁରୀର ୩ଟି ବଡ଼ ପରିବା…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡ଼ିଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଏହା ସହ କାଲି ଠାରୁ ପୁରୀର ୩ଟି ବଡ଼ ପରିବା ହାଟ ବଡ଼ଶଙ୍ଖ ବଜାର, ପୁରୀର ପୌରସଂସ୍ଥା ବଜାର,ଲକ୍ଷ୍ମୀ ବଜାରକୁ ସଂପୂର୍ଣ୍ଣ ବନ୍ଦ କରି…

ଭୁବନେଶ୍ୱରରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୬୩୭ଟି ବାଇକ୍ ସିଜ୍ କଲା ପୋଲିସ୍; କଟକରେ ବି…

କନକ ବ୍ୟୁରୋ: କଟକ, ଭୁବନେଶ୍ୱରରେ ସଟଡାଉନ ହଟିବା ପରେ ଲକଡାଉନକୁ କଡାକଡି କରାଯାଇଛି । ହେଲେ ସକାଳୁ ବଜାର ଖୋଲିବା ମାତ୍ରେ କିଛି ଅମାନିଆ ରାସ୍ତାକୁ ଗାଡି ଧରି ବାହାରି ପଡିଥିଲେ । ପ୍ରଶାସନର ବାରଣ ସତ୍ୱେ ସେମାନେ ଗାଡି ବାହାର କରିଥିବାରୁ ଆଜି ୬୩୭ଟି ଗାଡି ସିଜ୍ କରିଛି ପୋଲିସ୍ । ବଜାରକୁ…

କରୋନା ଲଢେଇ ପାଇଁ ଦାନ କରିବାକୁ ନବୀନଙ୍କ ନିବେଦନ: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ କଲେ ଅପିଲ

କନକ ବ୍ୟୁରୋ: କରୋନା ଲଢେଇ ପାଇଁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅପିଲ କରିଛନ୍ତି ନବୀନ । cmrfodisha.gov.inରେ ଦାନ କରିବାକୁ ନିବେଦନ କରିଛନ୍ତି । ଏଥିପାଇଁ ଏସବିଆଇ, ଏଚଡିଏଫସି, ଓ ଆଇସିଆଇସିଆଇ ବ୍ୟାଙ୍କର…

ବିଜେପି ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ : କରୋନା ବିରୋଧୀ ଲଢ଼େଇ ପାଇଁ ପିଏମ ରିଲିଫ୍ ଫଣ୍ଡକୁ ଦାନ…

କନକ ବ୍ୟୁରୋ : ବିଜେପିର ପ୍ରତିଷ୍ଠା ଦିବସରେ ମୋଦିଙ୍କ ଆହ୍ୱାନ । କରୋନା ବିରୋଧରେ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୁରା ମାନବଜାତି ଉପରେ କରୋନା ସଙ୍କଟ ଘନେଇ ପଡ଼ିଛି । ସାରା ବିଶ୍ୱରେ କାୟା ମେଲାଇଛି କରୋନା । କରୋନା ବିରୋଧରେ…