Monthly Archives

February 2020

କୋଲାବ ଜଳଭଣ୍ଡାରରେ ବୁଡି ୩ ଛାତ୍ର ମୃତ । ଜନ୍ମଦିନ ପାଳିବାକୁ କଲେଜରୁ ଯାଇଥିଲେ ଡ୍ୟାମ୍ ।

କନକ ବ୍ୟୁରୋ : କୋରାପୁଟ କୋଲାବ ଜଳଭଣ୍ଡାରରେ ବୁଡିଗଲେ ୩ ଛାତ୍ର । ଗାଧୋଇବାବେଳେ ଗୋଡ ଖସିଯିବାରୁ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ଦମକଳବାହିନୀ ପହଁଚି ଏମାନଙ୍କୁ ଉଦ୍ଧାର କରିଥିବାବେଳେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ୩ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଛି । ମୃତକ ସମସ୍ତ…

୯ ବର୍ଷ ପରେ ପୁଣି ଚିତ୍ରକୋଣ୍ଡା ଯନ୍ତାପାଇରେ ବସିଲା ମହା ସମାଧାନ ଶିବିର : ପ୍ରଶାସନର ଜନ ସଂପର୍କ ଶିବିରରେ ଏକତ୍ରିତ…

କନକ ବ୍ୟୁରୋ : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ମହା ସମାଧାନ ଶିବିର । ସ୍ୱାଭିମାନ ଅଂଚଳରେ ରହୁଥିବା ଲୋକଙ୍କ ପାଖରେ ପ୍ରଶାସନ ପହଂଚିବାର ଏକ ପ୍ରୟାସ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ସ୍ୱାଭିମାନ ଅଂଚଳର ବାସିନ୍ଦା ଓ ଜିଲ୍ଲା…

ନିଆଁରେ ଜଳିଗଲା ସ୍ୱପ୍ନ । ମାର୍ଚ୍ଚ ୧୧ରେ ହୋଇଥାନ୍ତା ଝିଅ ବାହାଘର, ତା ପୂର୍ବରୁ ନିଆଁ ଆଁରେ ସର୍ବସ୍ୱ ହରାଇଲେ…

କନକ ବ୍ୟୁରୋ : ନିଆଁ ଗିଳିଦେଲା ଝିଅ ବାହାଘର ପାଇଁ ଥିବା ସାମଗ୍ରୀ । ଝିଅ ବାହାଘର ମାର୍ଚ୍ଚ ୧୧ ତାରିଖରେ ବାହାଘର ଥିବା ପୋଡା ପାଉଁଶ ତଳୁ ସାମଗ୍ରୀ ସାଉଁଟୁଛି ପରିବାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୩ଟି ବଖରା…

ବାହାଘର ବେଳେ ବାଇଗଣ ରୁଆ : ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ଆଗରେ ଲାଗିଲା ଗହଳି, ଶେଷ ମୁହୂର୍ତ୍ତରେ କାଗଜପତ୍ର ଠିକ୍…

କନକ ବ୍ୟୁରୋ : ଶେଷ ମୁହୂର୍ତରେ ଗାଡି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା । ଏଥିପାଇଁ ସାରା ରାଜ୍ୟରେ ଆରଟିଓ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି । ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଂଟାର ମହଲତ । କାଲିଠୁ ରାଜ୍ୟରେ କଡାକଡି ହେବ ନୂଆ ସଂଶୋଧିତ…

ଆମ ବ୍ୟବସ୍ଥାରେ ନେତା ଓ ଜନତାର ସମ୍ପର୍କ । କାହିଁକି ନେତାଙ୍କୁ ଖୋଜନ୍ତି ଜନତା ।

ଓଡ଼ିଶାରେ ନିର୍ବାଚନ ସରିଛି । ଆଗକୁ ବଡ଼ଧରଣର ନିର୍ବାଚନ ହେବାକୁ ନାହିଁ । ନେତାଙ୍କ ସଂପର୍କରେ ଲେଖିବା ପାଇଁ ବୋଧହୁଏ, ଏହା ଉପଯୁକ୍ତ ସମୟ । ନିର୍ବାଚନ ବେଳାରେ ଲେଖିଲେ ଅଙ୍ଗୁଳି ଉଠିବାର ଆଶଙ୍କା ଥାଏ । ସେ ଦୃଷ୍ଟିକୋଣରୁ ହୁଏତ, ସମୟଟା ନିରାପଦ! ଦଳଗତ ବିଭେଦତା ଭିତରେ ନିର୍ଦ୍ଧିଷ୍ଟ ନେତା…

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ “ଗୋଲି ମାରୋ” ନାରା ଲଗାଇଲେ ଯୁବକ , ୬ ଜଣ ଯୁବକଙ୍କୁ ଅଟକ ରଖିଲା ପୋଲିସ୍ ।

ଦିଲ୍ଲୀର ରାଜୀବ୍ ଚୌକ ମେଟ୍ରୋ ଷ୍ଟେସନରେ ନାରାବାଜୀ କରିବା ଆରୋପରେ ସିଆଇଏସଏଫ୍ ୬ ଜଣ ଯୁବକଙ୍କୁ ଅଟକ ରଖିଛି । ଦିଲ୍ଲୀ ମେଟ୍ରୋ ଷ୍ଟେସନର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ୍ ଶନିବାର ସକାଳେ ୬ ଜଣ ଯୁବକଙ୍କୁ ନାରାବାଜି କରୁଥିବା ସମୟରେ ଧରିଥିଲେ । ଡିସିପି ମେଟ୍ରୋ ଏନେଇ…