Daily Archives

February 26, 2020

ତମେ ଯାଅନି ଡାକ୍ତର ବାବୁ, ଯାଅନି… ସେବା କରି ସ୍ନେହରେ ବାନ୍ଧି ଦେଇଥିବା ଡାକ୍ତରଙ୍କୁ କାନ୍ଦି କାନ୍ଦି ବିଦାୟ…

କନକ ବ୍ୟୁରୋ: ଡାକ୍ତରଙ୍କ ଅବହେଳା ଯୋଗୁଁ ଅସନ୍ତୋଷର ଖବର ଆପଣ ଶୁଣିଥିବେ । ହେଲେ ଏହାରି ଭିତରେ ଏପରି ଏକ ଖବର ଆସିଛି, ଯାହା ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେବ । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଉଥିବା ଭାବନାକୁ ଆହୁରି ଦୃଢ଼ିଭୂତ କରିଦେବ । ଏପରି ଦୃଶ୍ୟ ହୁଏତ ଆପଣ ପୂର୍ବରୁ ଖୁବ…

ଆମେ ଥିବା ଯାଏଁ ତୋର କିଛି ହେବନି… ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀର ଗୁହାରୀ ଶୁଣି ରହି ପାରିଲେନି ବନ୍ଧୁ ।…

କନକ ବ୍ୟୁରୋ: ସିନ୍ଦୁର ପାଇଁ ବନ୍ଧୁଙ୍କ ସହଯୋଗ ଲୋଡିଲେ ସ୍ତ୍ରୀ । ବନ୍ଧୁ ପତ୍ନୀଙ୍କ ଠାରୁ ବନ୍ଧୁଙ୍କ ଅସୁସ୍ଥତା ଖବର ପାଇ ସହଯୋଗର ହାତ ବଢାଇଲେ ଇଂଜିନିୟରିଂ ସାଥୀ । ଟଙ୍କାଏ ଟଙ୍କାଏ କରି ଯୋଗାଡ କଲେ ଅର୍ଥ । ହେଲେ ଚିକିତ୍ସା କ୍ଷେତ୍ର ଆଗକୁ ବଢିବା ବେଳେ ବାଟ ଓଗାଳିଲା ଆଇନଗତ କଟକଣା । ସାନ…

ଜଟିଳ ହେଉଛି ଅଣ୍ଡାର ଫଣ୍ଡା! ବାହାର ରାଜ୍ୟରୁ ବାସି ଓ ନିମ୍ନମାନର ଅଣ୍ଡା ଆସୁଛି, ଓଡ଼ିଶାର ଅଣ୍ଡା ଶିଳ୍ପକୁ ବୁଡ଼ାଇବାରେ…

କନକ ବ୍ୟୁରୋ: ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ । ଏନେଇ ସୂଚନା ଦେଇଛନ୍ତି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମ ବନ୍ଦ…

ବାହା ହେବାକୁ ଆସିଥିଲେ, ବେଦୀ ଉପରୁ ଥାନାକୁ ଗଲେ… ଥରେ ବାହା ହୋଇ ଅନ୍ୟ ଜଣଙ୍କୁ ବାହା ହେବାକୁ ଆସିଥିବା ବେଳେ…

କନକ ବ୍ୟୁରୋ: ବରଗଲା ପୋଲିସ ଷ୍ଟେସନ । ବାହାବେଦୀରୁ ଥାନାକୁ ଗଲା ବର । ବାହାଘର ପୂର୍ବରୁ ଠକ ବରକୁ ଉଠାଇ ନେଇ ଶିଶୁପାଳ ସଜାଇଲା ପୋଲିସ । ଆଉ ବାହାହେବାକୁ ଆସିଥିବା ବର ଥାନାକୁ ଗଲା । କଟକ ତୁଳସୀପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରିୟରଞ୍ଜନ ପତି ନାମକ ଜଣେ ଯୁବକ ପୂର୍ବରୁ ଜଣଙ୍କୁ…

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ମାର୍ଚ୍ଚ ୧୧ରୁ ଆରମ୍ଭ ହେବ ଦ୍ୱିତୀୟ…

କନକ ବ୍ୟୁରୋ: ସରିଲା ବଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହେବା ପରେ ସାଧାରଣ ବଜେଟକୁ ନେଇ ଆଲୋଚନା ସରିଛି । ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଂଜନ…

ଭାରତୀୟ ଯୁବତୀଙ୍କ ପ୍ରେମରେ କ୍ଲିନ ବୋଲ୍ଡ ହେଲେ ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ । ନିବର୍ନ୍ଧ ସରିଲା,…

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ । କ୍ରିକେଟ ମୈଦାନରେ ଛକା ଓ ଚୌକାର ବର୍ଷା କରୁଥିବା ଅଷ୍ଟ୍ରେଲିଆର ଏହି ଷ୍ଟାର ଅଲରାଉଣ୍ଡର ଭାରତୀୟ ବଂଶୋଦ୍ଭବ ଯୁବତୀ ବିନି ରମଣଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି । ୩୧ ବର୍ଷୀୟ ମ୍ୟାକ୍ସୱେଲ…