ଆଠ ମାସ ତଳେ ସହିଦ ହୋଇଯାଇଛି ପୁଅ, ଆଜି ଯାଏଁ ଶୁଖୁନି ମାଆ ଆଖିର ଲୁହ… ଆତଙ୍କି ହମଲାରେ ବୀର ଯବାନ ଅଜିତ ସାହୁ…
କନକ ବ୍ୟୁରୋ: ପୁଅ ସହିଦ ହେବାକୁ ଆଠ ମାସ ବିତିଲାଣି ହେଲେ ପୁଅ ପାଇଁ ମାଆ ଆଖିରୁ ବହୁଥିବା ଏ ଲୁହ ଆଦୌ ଶୁଖୁନି । ଏବେବି ଘର ଭିତରୁ ପୁଅର ସେ ମାଆ ଡାକ ଶୁଭୁଛି ଆଉ କାନ୍ଥରେ ଟଙ୍ଗା ଯାଇଥିବା ଫଟୋ ଉପରେ ଆଖି ପଡିଗଲେ ପୁଅ ସାମ୍ନାରେ ଛିଡା ହୋଇଥିବା ଝାପ୍ସା ଦିଶୁଛି । ଖାଇଲେ, ବସିଲେ, ଶୋଇଲେ…