Daily Archives

February 20, 2020

ଦେଶୀ ଖାଦ୍ୟ ଖାଇବେ ଆମେରିକା ରାଷ୍ଟ୍ରପତି । ଦିଲ୍ଲୀ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତ୍ତି, ପାରମ୍ପରିକ…

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତାଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଯେତିକି, ସେ କେଉଁଠି ରହିବେ ଓ କଣ ଖାଇବେ, ତାକୁ ନେଇ ଚର୍ଚ୍ଚା ଅଧିକ । ଯଦିଓ ଔପଚାରିକ ଭାବେ କିଛି ସୂଚନା ଦିଆଯାଇନାହିଁ କିନ୍ତୁ ଜାତୀୟ ଗଣମାଧ୍ୟମରେ…

ମୁଁ ଯବାନ ହେବି, ସୀମା ଜଗିବି… ସେନାରେ ସାମିଲ ହେବାକୁ ସାଆନ୍ତେଙ୍କୁ ଗୁହାରୀ କଲେ ସୌରଭ । ବାରମ୍ବାର ବିଫଳ…

କନକ ବ୍ୟୁରୋ: ଯବାନ ହେବାକୁ ଜଗାକୁ ଗୁହାରୀ । ଜଗା ବିନା ଯବାନ ହେବା ଅସମ୍ଭବ, ସେନାରେ ଚାକିରି ମିଳିବା କଷ୍ଟକର । ତେଣୁ ତ ବଡଦାଣ୍ଡରେ ବଡ ଠାକୁରଙ୍କ ପାଖରେ ହାତ ଯୋଡି ପ୍ରାର୍ଥନା କରିବାକୁ ଚାଲି ଚାଲି କାଳିଆ ପାଖକୁ ଆସିଛନ୍ତି ଜଣେ ଯୁବକ । ସେନାରେ ସାମିଲ ହେବାକୁ କଳା ସାଆନ୍ତେ ତାଙ୍କୁ…

ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରିବ ଭାରତ । ଅହମ୍ମଦାବାଦ, ଆଗ୍ରା ଓ ଦିଲ୍ଲୀ, ତିନିଟି ପର୍ଯ୍ୟାୟରେ ହେବ ଗସ୍ତ…

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାଙ୍କ ଭାରତ ଗସ୍ତ ନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ଅହମ୍ମଦାବାଦରେ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରାଯିବ । ମୋଂଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ ଲକ୍ଷ ଲକ୍ଷ ଲୋକ । ଏହାପରେ ଆଗ୍ରା ଯାଇ ତାଜମହଲ…

ହ୍ୟାଲୋ… ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କହୁଛି । ଏହାପରେ ଆରମ୍ଭ ହୋଇଗଲା କାର୍ଯ୍ୟାନୁଷ୍ଠାନର ଧାରା ।…

ଲାଂଚ ମାଗି ଚାକିରୀ ଗଲା । ମୋ ସରକାରରେ ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ନୀତି ଗ୍ରହଣ କରୁଥିବା ନବୀନ ସରକାର ପୁଣି ଏକ କଡା ବାର୍ତ୍ତା ଦେଇଛନ୍ତି । ଯେଉଁଥିରେ ଗ୍ରାମୀଣ ଗୃହ ନିର୍ମାଣ ପାଇଁ ଜଣେ ହିତାଧିକାରୀଙ୍କ ଠାରୁୁ ଲାଂଚ ନେଉଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…

୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦର ରୂପ ଦେବାକୁ ଉଦ୍ୟମ କରୁଥିଲା ଲସ୍କର । ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ରାକେଶ…

କନକ ବ୍ୟୁରୋ : ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବହି ଏବେ ଚର୍ଚ୍ଚାରେ । ଲେଟ୍ ମି ସେ ଇଟ୍ ନାଓ ବହିରେ ରାକେଶ ମାରିଆ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ନେଇ କରିଛନ୍ତି ବଡ ଖୁଲାସା । ଯାହା ଏବେ ଏହି ବହିକୁ ଚର୍ଚ୍ଚାର ପରିସରକୁ ଆଣିଛି । ଏହି…

ଏଣିକି ଆଉ ଅଟୋରେ ଯିବେନି ସ୍କୁଲ ପିଲା : ନିର୍ଦ୍ଦେଶ ନମାନିଲେ ବ୍ୟାନ ହେବ ସ୍କୁଲ, ଆଇନ୍ ଉଲ୍ଲଂଘନ କଡ଼ା…

କନକ ବ୍ୟୁରୋ : ଏଣିକି ଆଉ ଅଟୋରେ ଯିବେନି ସ୍କୁଲ ପିଲା । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶନାମା ଦେବେ । ନିର୍ଦ୍ଦେଶ ଅମାନ୍ୟ କରି ସ୍କୁଲ ପିଲାଙ୍କୁ ଅଟୋରେ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଟୋରେ ପିଲାମାନେ ଯିବାଆସିବା କରିବା…