Daily Archives

February 28, 2020

ଦିଲ୍ଲୀ ହିଂସା ପରେ କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ଶକ୍ତ ଝଟକା ! ଆପ୍ କାଉନସିଲର ତାହିର ହୁସେନଙ୍କ ବିରୋଧରେ ଲାଗିଛି…

କନକ ବ୍ୟୁରୋ: କିଛିଦିନ ତଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଚେକ୍ ଦେଇ ଚର୍ଚ୍ଚାରେ ଥିଲା ଆମ ଆଦମୀ ପାର୍ଟି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ମୋଦି ହାୱା ସତ୍ୱେ ଦିଲ୍ଲୀ ନିର୍ବାଚନରେ ଧୁଳି ଚଟାଇ ପ୍ରବଳ ବାହା ବାହା ସାଉଁଟିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହେଲେ…

କଅଁଳ ନିଷ୍ପାପ ଜୀବନ ଉପରେ ଦାଉ ସାଧୁଛି ଦୈବ : ଦିନେ ନୁହେଁ କି ମାସେ ନୁହଁ, ଦୀର୍ଘ ୧୪ ବର୍ଷ ଧରି କ୍ଷୀର ବିସ୍କୁଟ ଖାଇ…

କନକ ବ୍ୟୁରୋ : ଦିନେ ନୁହେଁ କି ମାସେ ନୁହଁ, ଦୀର୍ଘ ୧୪ ବର୍ଷ ଧରି କ୍ଷୀର ବିସ୍କୁଟ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି କୁନି ଝିଅ ବେବିନା । କଅଁଳ ନିଷ୍ପାପ ଝିଅ ଉପରେ ଦାଉ ସାଧୁଛି ଦୈବ । ଜନ୍ମହେବା ଦିନଠାରୁ ରୋଗାଗ୍ରସ୍ତ ହୋଇ ବିଛଣାରେ ପଡ଼ି ପଡ଼ି ଛଟପଟ ହେଉଛି ସରଳ ନିଷ୍ପାପ ଜୀବନ ।…

ଦିଲ୍ଲୀ ହିଂସା ନେଲାଣି ୪୨ ଜଣଙ୍କ ଜୀବନ : ଦଙ୍ଗାରୁ ବାଦ୍ ପଡିନି ଶିକ୍ଷାନୁଷ୍ଠାନ, ନାଗରିକତା ସଂଶୋଧନ ଆଇନକୁ ନେଇ…

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗାରୁ ବାଦ୍ ପଡିନି ଶିକ୍ଷାନୁଷ୍ଠାନ, ଘର ଓ ଦୋକନ ବଜାର । ଦଙ୍ଗାରେ ଜଳିଯାଇଛି ସବୁକିଛି । ଦିଲ୍ଲୀରେ ପରିସ୍ଥିତି ଶାନ୍ତ ପଡିଥିବା ବେଳେ ଏବେ ଉଜୁଡି ଯାଇଥିବା ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଓ ଘରକୁ ଦେଖି ବାହୁନି କାନ୍ଦୁଛନ୍ତି ଲୋକେ । ଦିଲ୍ଲୀ ଦଙ୍ଗାରୁ ବାଦ୍…

ହିଂସା ପରେ ବଦଳିଲେ ଦିଲ୍ଲୀ ପୋଲିସ କମିଶନର । ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦାୟିତ୍ୱ ନେବେ ଏସ୍.ଏନ୍ ଶ୍ରୀବାସ୍ତବ,…

କନକ ବ୍ୟୁରୋ: ବଦଳିଲେ ଦିଲ୍ଲୀ ପେଲିସ କମିଶନର । ସିଏଏ ହିଂସା ଭିତରେ ଦିଲ୍ଲୀ ପୋଲିସ ପୋଲିସ କମିଶନରଙ୍କୁ ପରିବର୍ତନ କରାଯାଇଛି । ଦିଲ୍ଲୀ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳାତକୁ ନେଇ ହାଇକୋର୍ଟଙ୍କ ତାଗିଦ ପରେ ଏହି ପରିବର୍ତନକୁ ଗୁରୁତର ସହ ବିଚାର କରାଯାଉଛି । ୨୯ ତାରିଖରେ…

ନବୀନ ନିବାସରେ ନେତାଙ୍କ ମଧ୍ୟାହ୍ନ ଭୋଜନ : ନବୀନଙ୍କ ସମେତ ଗୋଟିଏ ଟେବୁଲରେ ଏକାଠି ଖାଇଲେ, ଶାହା, ମମତା, ନୀତିଶ ଓ…

କନକ ବ୍ୟୁରୋ : ଗୋଟିଏ ଟେବୁଲରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଆଉ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସୁନା ଆଣିଲେ ସୁନା ପିଲା : ଭାରୋତ୍ତୋଳନରେ ବ୍ରହ୍ମପୁରର ମନୋଜ ସାହୁଙ୍କୁ ସ୍ୱର୍ଣ୍ଣପଦକ, ଖେଲୋ ଇଣ୍ଡିଆ ପ୍ରତିଯୋଗତିରେ…

କନକ ବ୍ୟୁରୋ : ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଓଡିଶାର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ସପ୍ତମ ଦିନ ସୁଦ୍ଧା ଓଡିଶା ଖେଳାଳି ବିିଭିନ୍ନ କ୍ରୀଡାରେ ୫ଟି ପଦକ ହାସଲ କରିଥିବା ବେଳେ ଆଗକୁ ପଦକ ସଂଖ୍ୟା ବଢ଼ିବ ବୋଲି ଜଣାପଡିଛି । ତେବେ ସାବିତ୍ରୀବାଇ ଫୁଲେ, ପୁନେ ବିଶ୍ୱବିଦ୍ୟାଳୟ ପଦକ…