Daily Archives

February 14, 2020

ଉମେଶ ଗୋପୀନାଥ ଯାଦବ । ପୁଲୱମା ସହିଦ ଯବାନଙ୍କ ପାଇଁ ଏଭଳି କିଛି କରିଗଲେ, ଯେଉଁଥିପାଇଁ ପୂରା ଦେଶବାସୀ ତାଙ୍କୁ…

କନକ ବ୍ୟୁରୋ : ଫେବ୍ରୁଆରୀ ୧୪, ୨୦୧୯ । ଗୁରୁବାର ଅପରାହ୍ନ ସମୟ । ପୁଲୱାମାରୁ ଏମିତି ଏକ ଖବର ଆସିଥିଲା ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । କାରଣ ଭାରତୀୟ ଯବାନଙ୍କ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୪୦ ଯବାନ ସହିଦ ହୋଇଯାଇଥିଲେ । ଆଉ ସହିଦ ଯବାନଙ୍କ ପାଇଁ କାନ୍ଦିଥିଲା…

ଭାରତରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଖର୍ଚ୍ଚ ହୋଇଛି ୭୦୦ କୋଟି, ଏମିତି ନିର୍ମାଣ ହୋଇଛି ଯେ, ବର୍ଷା ଯୋଗୁଁ ମଧ୍ୟ…

କନକ ବ୍ୟୁରୋ : ଭାରତରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଗୁଜୁରାଟ ଅହମ୍ମଦାବାଦର ମୋଟେରାରେ ନିର୍ମିତ ହେଉଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ । ଖୁବଶୀଘ୍ର ଏହି ଷ୍ଟାଡିୟମର ଉଦଘାଟନ ହେବାକୁ ଯାଉଛି । ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବାକୁ…

ନାଗରିକତା ଆଇନକୁ ବିରୋଧ କରିବା କହ୍ନେୟାଙ୍କୁ ପଡିଲା ମହଙ୍ଗା । ରାଲି ଅଧାରେ ହେଲା ପଥରମାଡ, ପ୍ରାଣ ବିକଳରେ ପଳାଇଲେ…

କନକ ବ୍ୟୁରୋ : ସିପିଆଇ ନେତା ତଥା ଜେଏନୟୁ ଛାତ୍ରସଂଘର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ଉପରେ ଆଜି ଆଉ ଥରେ ମାଡ଼ ହୋଇଛି । ସେ ଆଜି ବିହାରର ବକ୍ସରରୁ ଆରାକୁ ଯାଉଥିବାବେଳେ ତାଙ୍କ ଉପରକୁ ଉତ୍ତ୍ୟକ୍ତ ଜନତା ପଥରମାଡ଼ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ କହ୍ନୈୟା ପ୍ରାଣ ବିକଳରେ…

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି : ବର୍ଷପୂର୍ତ୍ତି ଅବସରରେ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧି, ପଚାରିଲେ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବର୍ଷେ ପୁରିଛି । ସାରା ଦେଶରେ ସହୀଦଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି । ଏହାରି ଭିତରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଜୋର ଧରିଛି ରାଜନୀତି । ବର୍ଷପୂର୍ତ୍ତି ଅବସରରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।…

ଫୋନି ସହାୟତାକୁ ନେଇ ବଢୁଛି ବିବାଦ : ପୁରୀ କଣାସ ବ୍ଲକ ପରିସରରେ ବିଡିଓଙ୍କୁ ଘେରିଲେ ଫନି ସହାୟତାରୁ ବାଦ ପଡିଥିବା…

କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସ ବ୍ଲକ ପରିସରରେ ତୀବ୍ର ଉତ୍ତେଜନା । ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ବିଡିଓଙ୍କୁ ଘେରିଛନ୍ତି ଫନି ସହାୟତାରୁ ବାଦ ପଡିଥିବା ଶତାଧିକ ହିତାଧିକାରୀ । ଫଳରେ ବ୍ଲକ କାର୍ଯ୍ୟାଳୟରେ ପ୍ରବଳ ଉତେଜନା ସୃଷ୍ଟି ହୋଇଥିଲା ।  ଫନି ସହାୟତାରୁ…

ବାଚସ୍ପତିଙ୍କ ରୁଲିଂକୁ ନେଇ ହଙ୍ଗାମା: ବିଧାନସଭାର ମଧ୍ୟକୁ ଆସିଲେ ଖବର ପ୍ରସାରଣ ଉପରେ ରୋକ; ବିଧାୟକଙ୍କ ବିରୋଧକୁ…

କନକ ବ୍ୟୁରୋ: ବିଧାନସଭାର ମଧ୍ୟଭାଗକୁ ବିରୋଧୀ ଆସିଲେ ଖବର ପ୍ରସାରଣ କରିପାରିବନି ଗଣମାଧ୍ୟମ । ବିଧାୟକଙ୍କ ବିରୋଧକୁ ଗଣମାଧ୍ୟମ ଦେଖାଇପାରିବନି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ତେବେ ବାଚସ୍ପତିଙ୍କ ଏହି ରୁଲିଂକୁ ଅସାମ୍ବିଧାନିକ କହିଛନ୍ତି ବିରୋଧୀ । ଏବଂ ଏହି…