Daily Archives

February 29, 2020

କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଦେଢ ବର୍ଷର ଶିଶୁ ହାତରେ ପ୍ଲାଷ୍ଟିକ ସର୍ଜରୀ, ବିଶି ଆଙ୍ଗୁଠି କାଟି ବୁଢା…

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆଜି ଏହି ବିରଳ ଅସ୍ତ୍ରୋପଚାର ପଲିସାଇଜେସନ୍ କରିଛନ୍ତି ଡାକ୍ତର । ଜଣେ ଦେଢ ବର୍ଷର ଶିଶୁର ଡାହାଣ ହାତରେ ଜନ୍ମରୁ ବୁଢା ଆଙ୍ଗୁଠି ନଥିଲା । ତେବେ ବୁଢା ଆଙ୍ଗୁଠି ନଥିଲେ ଶିଶୁଟି ବଡ ହେଲେ…

ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନେତା ନଂ-୨ । ବିବାଦ ଭିତରୁ ରାଜନୈତିକ ଦୁନିଆରେ ଚାଣକ୍ୟ ବୋଲାଉଥିବା ଶାହା, ସାଂସଦରୁ…

କନକ ବ୍ୟୁରୋ : କେମିତି ବିଜେପିର ନେତୃତ୍ୱ ନେଲେ ଅମିତ ଶାହା ? କେଉଁ ପରିସ୍ଥିତିରେ ମୋଦିଙ୍କ ଅତି ନିକଟତର ହେଲେ ଶାହା । ଏହାକୁ ନେଇ ଯେତେ କାହାଣୀ, ସେତେ ସଂଘର୍ଷ । ଗୁଜୁରାଟରୁ ଦିଲ୍ଲୀ ପହଂଚିବା ଭିତରେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ଆଜି ଦିନର ଗୃହମନ୍ତ୍ରୀ । ଦିନ ଏମିତି ବି…

ଗାନ୍ଧୀନଗରରୁ ଭୁବନେଶ୍ୱର ଭାୟା ଦିଲ୍ଲୀ । ବିଜେପିର ନେତା ନମ୍ବର-ଟୁ ।

କନକ ବ୍ୟୁରୋ : ଗାନ୍ଧୀନଗରରୁ ଭୁବନେଶ୍ୱର ଭାୟା ଦିଲ୍ଲୀ । ବିଜେପିର ନେତା ନମ୍ବର-ଟୁ । ଅମିତ ଶାହା...କିଏ ରାଜନୀତିର ଚାଣକ୍ୟ କହୁଛି, ତ ଆଉ କିଏ ବିଜେପିର ମାଷ୍ଟର ମାଇଣ୍ଡ । ମୋଦି ସରକାରଙ୍କ ନମ୍ବର-ଟୁ ନେତା ଗୃହମନ୍ତ୍ରୀ ଅମିତ ଶାହା, ବର୍ତମାନ ସମୟରେ ଦେଶର ରାଜନୀତିରେ ଏବେ ସବଠୁ…

ଏମିତି ଦୁଃଖ କାହାକୁ ନ ମିଳୁ । ଚାଷୀ ଆତ୍ମହତ୍ୟାକୁ ନେଇ ସ୍କୁଲରେ କବିତା ଶୁଣାଉଥିଲେ ପୁଅ । ଘରେ ପହଞ୍ଚିବା ବେଳକୁ…

ମହାରାଷ୍ଟ୍ରରେ ଫେବ୍ରୁଆରି ୨୭ରେ ମରାଠୀ ରାଜଭାଷା ଦିବସ ଥିଲା। ଏହି ଅବସରରେ ଅହମ୍ମଦନଗର ଜିଲ୍ଲାର ଭାରଜଓ୍ଵାଡ଼ି ଗ୍ରାମର ,କ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ଆଠବର୍ଷର ଛାତ୍ର ପ୍ରଶାନ୍ତ ସ୍ୱରଚିତ କବିତା ପାଠ…

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ । ପୂର୍ବରୁ ୧୨ଟି ବିଭାଗ ହୋଇ ସାରିଛି ସାମିଲ ।

କନକ ବ୍ୟୁରୋ : ଆଜି ‘ମୋ ସରକାର’ ଅଧିନକୁ ଆସିଛି ଆଉ ୫ଟି ବିଭାଗ। ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ ହୋଇଛି । ଏହା ଦ୍ୱାରା ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇ…