Monthly Archives

February 2020

ଦିଲ୍ଲୀ ହିଂସା ପରେ ପ୍ରଶ୍ନ ପଚାରୁଥିବା ଛଳଛଳ ଆଖି : କିଏ ଦେବ ଉତ୍ତର ?

୪ ଦିନର ତାଣ୍ଡବ ପରେ ଥମିଛି ଦିଲ୍ଲୀ ହିଂସା । କିନ୍ତୁ କମିନି ହିଂସାର ଯନ୍ତ୍ରଣା । କିଏ ମା’ବାପାଙ୍କୁ ହରାଇ କାନ୍ଦୁଛି ତ ଆଉ କିଏ ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି । ଆଖିର ଲୁହ ହୋଇ ଯନ୍ତ୍ରଣା ବାହାରକୁ ବାହାରି ଆସୁଛି ଆଉ ପଚାରୁଛି ଅନେକ ପ୍ରଶ୍ନ .. କିନ୍ତୁ କିଏ ଦେବ ସେ ପ୍ରଶ୍ନର…

ବିଶ୍ୱରୁ ନିଶ୍ଚିହ୍ନ ହୋଇଯିବ ପାକିସ୍ତାନ : ଇମ୍ରାନ ସରକାରଙ୍କୁ ଚେତାବନୀ ଦେଲେ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ,…

କନକ ବ୍ୟୁରୋ : ସାରା ବିଶ୍ୱରୁ ନିଶ୍ଚିହ୍ନ ହୋଇଯିବ ପାକିସ୍ତାନ । ଧମକ ଦେଲେ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ । ସୋସିଆଲ ମିଡ଼ିଆର ଲୋକ୍ରପ୍ରିୟ ପ୍ଲାଟଫର୍ମ ଫେସବୁକ, ଟ୍ୱିଟର ସମେତ ଅନେକ କମ୍ପାନୀ ପାକିସ୍ତାନ ବିରୋଧରେ ସ୍ୱର ଉଠାଇବା ଆରମ୍ଭ କରିଦେଇଛନ୍ତି । ଆତଙ୍କବାଦର ପେଣ୍ଠସ୍ଥଳ…

କୋଲାବ ଜଳଭଣ୍ଡାରରେ ୩ ଛାତ୍ରଙ୍କ ସଲୀଳ ସମାଧି । ଗାଧୋଇବା ବେଳେ ଗୋଡ ଖସିଯାଇ ବୁଡିଗଲେ ଛାତ୍ର । ଜନ୍ମଦିନ ଅବସରରେ ଭୋଜି…

କନକ ବ୍ୟୁରୋ: କୋରାପୁଟ କୋଲାବ ଡ୍ୟାମରେ ବଡ ଅଘଟଣ । ଜଳଭଣ୍ଡାରରେ ବୁଡି ୩ ଛାତ୍ରଙ୍କ ସଲୀଳ ସମାଧି । ଗାଧୋଇବା ବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ୩ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା । ତେବେ ମୃତ୍ୟୁ ଘଟିଥିବା ସମସ୍ତ ପିଲା କୋରାପୁଟ ସରକାରୀ କଲେଜ କମ୍ପ୍ୟୁଟର ସାଇନ୍ସ ବିଭାଗର…

ଚମଡ଼ା ପାଇଁ ଏବେ ବଳି ପଡିବେନି ପଶୁ : ସପ୍ତଫେଣୀ ଗଛରୁ ଚମଡ଼ା ପ୍ରସ୍ତୁତ କରି ଚର୍ଚ୍ଚାରେ ୨ ମ୍ୟାକ୍ସିକୋ ଶିଳ୍ପପତି

ନିତିଦିନିଆ ଜୀବନରେ ଆମେ ବ୍ୟବହାର କରୁଥିବା ବ୍ୟାଗ, ବେଲ୍ଟ ଓ ଜୋତା ପାଇଁ ଚମଡା ବ୍ୟବହାର ହୋଇଥାଏ । ଏହି ଚମଡା ପାଇଁ ବହୁ ସଂଖ୍ୟାରେ ଜୀବ-ଜନ୍ତୁଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ । ସେମାନଙ୍କ ଚମଡ଼ାରେ ସୌଖିନ ଜିନିଷ ପ୍ରସ୍ତୁତ କରାଯାଉଥିବାବେଳେ ବହୁ ମାତ୍ରାରେ ରାସାୟନିକ ସାମଗ୍ରୀ ମଧ୍ୟ…

ଶାହାଙ୍କ ଓଡିଶା ଗସ୍ତ ଓ ନବୀନ ନିବାସରେ ଆତିଥ୍ୟକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । କହିଲା, ବିଜେଡି ସରକାରକୁ ପୋଡା…

କନକ ବ୍ୟୁରୋ: ଅମିତ ଶାହାଙ୍କ ଓଡିଶା ଗସ୍ତ ଓ ନବୀନ ନିବାସରେ ଆତିଥ୍ୟକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ପୂର୍ବରୁ ଅନେକ ଥର ବିଜେଡି ବିଜେପି ସଲାସୁତୁରା ନେଇ କଂଗ୍ରେସ ଅଭିଯୋଗ କରି ଆସୁଛି । ଆଉ ଏବେ ପୂର୍ବାଂଚ ଜୋନାଲ ପରିଷଦ ବୈଠକରୁ ଆରମ୍ଭ କରି ନବୀନ ନିବାସରେ ଆତିଥ୍ୟ ଯାଏ ଗୋଟିଏ…

ଜାତିସଂଘ ବାହାରେ ପାକିସ୍ତାନୀ ଲଗାଇଲେ ପାକିସ୍ତାନ ବିରୋଧରେ ପୋଷ୍ଟର : ବଡ ବଡ ଅକ୍ଷରରେ ଲେଖିଲେ, ଅନ୍ତର୍ଜାତୀୟ…

କନକ ବ୍ୟୁରୋ : ଜାତିସଂଘ ବାହାରେ ପାକିସ୍ତାନୀ ଲଗାଇଲେ ପାକିସ୍ତାନ ବିରୋଧୀ ପୋଷ୍ଟର । ବଡ ବଡ ଅକ୍ଷରରେ ଲେଖିଲେ ଅନ୍ତର୍ଜାତୀୟ ଆତଙ୍କବାଦର ପେଣ୍ଠସ୍ଥଳୀ ପାକିସ୍ତାନ ସେନା । ଜେନେଭାରେ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନ ଚାଲିଥିବାବେଳେ ପାକିସ୍ତାନୀ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ…