ନକଲି ଜିନିଷ: ଜାଣିବେ କେମିତି?

ଆପଣମାନେ ବିଭିନ୍ନ ସାମଗ୍ରୀର ବିଜ୍ଞାପନ ଦେଖୁଥିବେ । ଲକ୍ଷ୍ୟ କରିଥିବେ ଅନେକ ବିଜ୍ଞାପନରେ ଗ୍ରାହକଙ୍କ ପାଇଁ ସତର୍କବାଣୀଟିଏ  ଥାଏ । ଯେମିତି କି, ନକଲି ପ୍ରତି ସାବଧାନ । ଅସଲି ସାମଗ୍ରୀ କିଣନ୍ତୁ ଇତ୍ୟାଦି । କଥା ହେଉଛି- ନକଲି ଅଛି ବୋଲି ଅସଲିକୁ ପ୍ରମାଣ ଦେବାକୁ ପଡୁଛି । ନକଲିର…

ଓଡ଼ିଶାରେ ଦ୍ୱିତୀୟ ରାଜଧାନୀର ଆବଶ୍ୟକତା ଅଛି କି? ଭକ୍ତ ଦାସଙ୍କ ଦାବି ଆଜିର ଦିନରେ କେତେ ପ୍ରାସଙ୍ଗିକ? ସତରେ କ’ଣ ଏହା…

କନକ ବ୍ୟୁରୋ :  ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ଦାବିର ପ୍ରାସଙ୍ଗିକତା କ’ଣ? ବାସ୍ତବତା ସହ ଏହି ଦାବିର କୌଣସି ସଂଯୋଗ ଅଛି କି? ଏ ସଂପର୍କରେ ବିସ୍ତୁତ ଆଲୋଚନା କରିବା ପୂର୍ବରୁ ଆମ ସାମ୍ନାରେ ଥିବା କିଛି ତଥ୍ୟ ଉପରେ ବିଚାର କରାଯାଉ । ଦୁଇ ଦିନ ତଳେ ଭାରତର ତୃତୀୟ ରାଜ୍ୟ ଭାବେ…

ଚୀନରେ କାୟା ମେଳାଇବା ପରେ ବିଶ୍ୱର ୯୧ ଦେଶକୁ ବ୍ୟାପିଲାଣି କରୋନା ଭାଇରସ । ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା ।

କନକ ବ୍ୟୁରୋ : ଚୀନରେ କରୋନା ଭାଇରସର ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ସାରା ବିଶ୍ୱରେ ତାହା ଦ୍ରୁତ ଗତିରେ ବଢିଚାଲିଛି । ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଶୁକ୍ରବାର ଦିନ ୧ ଲକ୍ଷ ଟପିଯାଇଛି । ମୃତ୍ୟୁ ସଂଖ୍ୟା ୩୩ ଶହ ଟପିଯାଇଛି । ଏବେ କରୋନା ସଂକ୍ରମଣ ୯୧ଟି ଦେଶରେ…

ଆମ ବ୍ୟବସ୍ଥାରେ ନେତା ଓ ଜନତାର ସମ୍ପର୍କ । କାହିଁକି ନେତାଙ୍କୁ ଖୋଜନ୍ତି ଜନତା ।

ଓଡ଼ିଶାରେ ନିର୍ବାଚନ ସରିଛି । ଆଗକୁ ବଡ଼ଧରଣର ନିର୍ବାଚନ ହେବାକୁ ନାହିଁ । ନେତାଙ୍କ ସଂପର୍କରେ ଲେଖିବା ପାଇଁ ବୋଧହୁଏ, ଏହା ଉପଯୁକ୍ତ ସମୟ । ନିର୍ବାଚନ ବେଳାରେ ଲେଖିଲେ ଅଙ୍ଗୁଳି ଉଠିବାର ଆଶଙ୍କା ଥାଏ । ସେ ଦୃଷ୍ଟିକୋଣରୁ ହୁଏତ, ସମୟଟା ନିରାପଦ! ଦଳଗତ ବିଭେଦତା ଭିତରେ ନିର୍ଦ୍ଧିଷ୍ଟ ନେତା…

ବାସ୍ତବତା ବାହାରର ଏକ ନୂଆ ଦୁନିଆ । କଳ୍ପନାର ପରିଧି ଭିତରେ ବିଜ୍ଞାନ ବନାମ ଅନ୍ଧବିଶ୍ୱାସ ।

ସତ ଓ ମିଛ ପରସ୍ପର ପରିପନ୍ଥୀ । ସତ ସବୁବେଳେ ସତ । କିନ୍ତୁ ବେଳେ ବେଳେ ମିଛ ଉପରେ ସତର ଏମିତି ଏକ ଆସ୍ତରଣ ଛିଡ଼ା କରିଦିଆଯାଏ ଯେ, ତାହା ଅବିକଳ ସତ ଭଳି ଲାଗେ । ଆଉ ପରିକଳ୍ପନାର ଏହି ପ୍ରାଚୀର ସତକୁ ଘୋଡ଼େଇ ରଖିବାର ସାମର୍ଥ୍ୟ ରଖିପାରେ । ମଣିଷର ବୁଦ୍ଧି ଏବଂ ବୈଷୟିକ ଜ୍ଞାନ କୌଶଳ ଏବେ ଏହି…

ଟିଆରପି ଚିନ୍ତା କାହାର ଏବଂ କରୁଛି କିଏ ? ‘ଟିଆରପି’ର ଗୋଲକଧନ୍ଦା ଭିତରେ ସାମ୍ବାଦିକର କାହାଣୀ…

କନକ ବ୍ୟୁରୋ: ଆମ ଦେଶରେ ବିଶାରଦଙ୍କ ଉଣା ନାହିଁ । ଆପଣ ପ୍ରତି ଘରେ ଜଣେ ଜଣେ ବିଶାରଦଙ୍କୁ ପାଇବେ । କିଏ କ୍ରିକେଟରେ ପାରଙ୍ଗମ ତ’ ଆଉ କିଏ ଚିକିତ୍ସା ବିଜ୍ଞାନରେ । ବିରାଟ୍ କୋହଲି, ଏମିତି ସଟ୍ ମାରିବାର ନଥିଲା । ଟସ୍ ଜିତି ବ୍ୟାଟିଂ କାହିଁ ନେଉଥିଲା । ଏମିତି କିଏ କେଉଁ ଡାଉନ୍ରେ ଖେଳିବା…