Daily Archives

February 15, 2020

ନିଯୁକ୍ତି ପ୍ରତିଶୃତି ଦେଇ ହାତେଇ ନେଲେ ଜମି ! ବାପ ଅଜା ଅମଳର ଭିଟାମାଟି ହରାଇ ମାସ ମାସ ଧରି କମ୍ପାନୀ ଆଗରେ ଧାରଣାରେ…

କନକ ବ୍ୟୁରୋ: କମ୍ପାନୀ ପ୍ରତିଷ୍ଠା ବେଳେ ନିଯୁକ୍ତି ପ୍ରତିଶୃତି ଦେଇ ହାତେଇ ନେଲେ ଜମି । ହେଲେ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ବାପ ଅଜା ଅମଳର ଭିଟାମାଟି ହରାଇଲେ,ହେଲେ ନିଯୁକ୍ତି ମିଳିଲାନି । ମାସ ମାସ ଧରି କମ୍ପାନୀ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ଗ୍ରାମବାସୀ । କିନ୍ତୁ କେହି…

ଅଚଳ ହୋଇଯିବ ୧୭ କୋଟିରୁ ଅଧିକ ପାନକାର୍ଡ । ମାର୍ଚ୍ଚ ୩୧ ତାରିଖ ଯାଏଁ ସରକାର ଦେଲେ ଡେଡଲାଇନ୍ ।

କନକ ବ୍ୟୁରୋ : ରଦ୍ଦ ହୋଇପାରେ ଆପଣଙ୍କ ପାନ୍ କାର୍ଡ ! ଆଧାର ନମ୍ବର ସହିତ ପାନ୍ କାର୍ଡକୁ ଲିଙ୍କ୍‌ କରାଇବାର ସମୟ ସୀମାକୁ ଆଠ ଥର ବୃଦ୍ଧି କରାଗଲାଣି । ଏହା ସତ୍ତ୍ବେ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଯାଇନାହିଁ । ସଂସଦ‌ରେ ଅର୍ଥରାଷ୍ଟ୍ର ମନ୍ତ୍ରୀ…

ନବରଙ୍ଗପୁରରେ ଓଲଟିଲା ବସ୍: ୨ ମୃତ, ୨୦ରୁ ଅଧିକ ଗୁରୁତର । ସାମ୍ନାରୁ ଗାଈ ପଳାଇ ଆସିବାରୁ ରାସ୍ତା ମଝିରେ ବଡ ଦୁର୍ଘଟଣା

କନକ ବ୍ୟୁରୋ: ନବରଙ୍ଗପୁରରୁ ଆସିଲା ବଡ ଖବର । ନବରଙ୍ଗପୁର ପାପଡାହାଣ୍ଡି ନିକଟରେ ଓଲଟିଲା ବସ । ମଝି ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଘଟିଲା ବଡ ବସ ଦୁର୍ଘଟଣା । ବସ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆଗରୁ ଗାଈ ପଳାଇ ଆସିବାରୁ ଭାରସାମ୍ୟ ହରାଇ ଓଲଟିପଡିଲା…

ବଦଳିବ ମାଓ ଦମନର ରୂପ ରେଖ । ସ୍ୱାଭିମାନ ଅଂଚଳରେ ମାଓ ଗତବିଧିର ସ୍ଥିତି ଅନୁଧ୍ୟାନ କଲେ ଅପରେସନ ବୀରାପ୍ପନ ମୁଖ୍ୟ…

କନକ ବ୍ୟୁରୋ: ବଦଳିବ ମାଓ ଦମନର ରୁପ ରେଖ । ମାଓ ଦମନର ମଙ୍ଗ ଧରିବେ ଅପରେସନ ବିରାପ୍ପନର ମୁଖ୍ୟ ତଥା ବରିଷ୍ଠ ଆଇ.ପି.ଏସ ଅଧିକାରୀ କେ. ବିଜୟ କୁମାର । ୨୦୦୪ ଅପରେସନ କୁକୁନକୁ ସଫଳ କରିବା ପରେ ଏବେ ଲାଲବାହିନୀଙ୍କ ଶିକାରର ମଙ୍ଗ ଧରିବେ ଏହି ଅବସରପ୍ରାପ୍ତ ପୁଲିସ ଅଧିକାରୀ । ଆଜି ମାଲକାନଗିରି…

ସ୍କୁଲ ଭ୍ୟାନକୁ ୧୭ହାଜର ୫ଶହ ଟଙ୍କାର ଜରିମାନା । ବିନା କାଗଜ ପତ୍ରରେ ଗାଡି ଚାଲୁଥିବାରୁ ଫାଇନ୍ କଲା ଭଦ୍ରକ ପରିବହନ…

କନକ ବ୍ୟୁରୋ: ଜରିମାନା ଗଣିଲା ସ୍କୁଲ ଭ୍ୟାନ । ୧୭ ହଜାର ୫୦୦ଟଙ୍କାର ତଣ୍ଡ ଗଣିଛି ସ୍କୁଲ ଭ୍ୟାନ । ବିନା କାଗଜ ପତ୍ରରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି । ଭଦ୍ରକ ଗ୍ରାମାଂଚଳ ଥାନା ନିକଟରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଂଚ ବେଳେ ଧରାପଡ଼ିଥିଲା ଏହି ସ୍କୁଲ ଭ୍ୟାନ । ସୂଚନା ଅନୁଯାୟୀ…

‘ପାର୍ବତୀ’ଙ୍କ ମୁଣ୍ଡରେ ଦୁଃଖର ପାହାଡ଼: ବାପା-ମାଆଙ୍କ ମୃତ୍ୟୁ ପରେ ପଡୋଶୀଙ୍କ ଘରେ ମୁଣ୍ଡ ଗୁଂଜିଛନ୍ତି ୨୫ ବର୍ଷର…

କନକ ବ୍ୟୁରୋ: ବାପା ମା ଆର ପାରିରେ। ଆର୍ଥିକ ଅନାଟନ ଯୋଗୁଁ ପାଠ ପଢାରେ ଲାଗିଲା ଡୋରି। ପୈତୃକ ସମ୍ପତି ବାବଦକୁ ଥିବା ଘର ବି ଜରାଜିର୍ଣ୍ଣ ଅବସ୍ଥାରେ । ଅର୍ଥ ଅଭାବରୁ ଅସଜଡା ଘରକୁ ସଜାଡି ପାରୁନାହାନ୍ତି । ତେଣୁ ପର ଘରେ ବିତୁଛି ଜୀବନ । ପେଟକୁ ଦୁଇ ମୁଠା ଆହାର ଯୋଗାଇବା ପାଇଁ ସକାଳେ ଖବର…