Daily Archives

February 15, 2020

ଓଡ଼ିଶାରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂପର୍କରେ ବିଧାନସଭାରେ ତଥ୍ୟ ରଖିଲେ ବିଭାଗୀୟ ମନ୍ତ୍ରୀ: ରାଜ୍ୟରେ ଅଛନ୍ତି…

କନକ ବ୍ୟୁରୋ: ଓଡ଼ିଶାରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂପର୍କରେ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ୨୦୧୯ ଅକ୍ଟୋବର ସୁଦ୍ଧା ରାଜ୍ୟରେ ଅତିଶୟ କମ୍ ଓଜନର…

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା । ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର କରି ହାସଲ କଲା କ୍ୱାର୍ଟର ଫାଇନାଲ୍…

କନକ ବ୍ୟୁରୋ : ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା । ଝାଡ଼ଖଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର କରି କ୍ୱାର୍ଟର ଫାଇନାଲ୍ ଟିକେଟ୍ ହାସଲ କରିଛି ଓଡ଼ିଶା । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଚଳିତ ସିଜିନରେ ଦଳ ମୋଟ୍ ୯ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି…

ମନ୍ତ୍ରୀଙ୍କ ଅଙ୍ଗନୱାଡି ତାଲିକା: ରାଜ୍ୟରେ ରହିଛି ମୋଟ୍ ୭୨ ହଜାର ୫୮୭ଟି କେନ୍ଦ୍ର; ତନ୍ମଧ୍ୟରୁ ୪୪୬୭୧ର ନିଜସ୍ୱ ଗୃହ…

କନକ ବ୍ୟୁରୋ: ରାଜ୍ୟରେ ରହିଛି ମୋଟ୍ ୭୨ ହଜାର ୫୮୭ଟି ଅଙ୍ଗନୱାଡି କେନ୍ଦ୍ର । ଯେଉଁଥିରେ ୨୭ ହଜାର ୯୧୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ୧୦ ହଜାର ୪୪୫ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣଧିନ ଅବସ୍ଥାରେ ରହିଛି । ସେହିଭଳି ୪୪ ହଜାର ୬୭୧ ଅଙ୍ଗନୱାଡିର ନିଜସ୍ୱ ଘର ରହିଛି ।…

ଇଞ୍ଜିନିୟରିଂ ଶିକ୍ଷା ପ୍ରତି ବିମୁଖ ଛାତ୍ରଛାତ୍ରୀ : ରାଜ୍ୟରେ ଖାଲି ପଡ଼ିଛି ୬୦%ରୁ ଅଧିକ ଇଞ୍ଜିନିୟରିଂ ସିଟ୍ 

କନକ ବ୍ୟୁରୋ : ସଙ୍କଟରେ ଇଞ୍ଜିନିୟରିଂ କଲେଜ । ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି । ଫଳରେ ରାଜ୍ୟରେ ଖାଲି ପଡ଼ିଛି ୬୦%ରୁ ଅଧିକ ଇଂଜିନିୟରିଂ ସିଟ୍  । ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ କେଉଁଠି ୨୦ ପ୍ରତିଶତ, କେଉଁଠି ୩୦ ପ୍ରତିଶତ ପିଲା ପାଠ…

ଭିକାରୀଙ୍କ ସରକାରୀ ତାଲିକା…ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଓଡିଶାରେ ଅଛନ୍ତି ମୋଟ ୫ ହଜାର ୯୫୦ ଭିକାରୀ;…

କନକ ବ୍ୟୁରୋ: କଟକ ସହରରେ ଅଛନ୍ତି ରାଜ୍ୟର ସବୁଠାରୁ ଅଧିକ ଭିକାରୀ । ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ଓଡିଶାରେ ମୋଟ ୫ ହଜାର ୯୫୦ ଭିକାରୀ ଥିବା ବେଳେ କେବଳ କଟକରେ ହଜାରେ ୬୦ ଜଣ ଭିକାରୀ ଥିବା ଚିହ୍ନଟ କରାଯାଇଛି । ସେହିପରି ଗଂଜାମରେ ୫୪୫ ଜଣ ଓ…

ମୁଣ୍ଡ ଉପରୁ ହଟିଲା କଏଦୀର କଳଙ୍କ, ଦୃଢ ଇଚ୍ଛା ଶକ୍ତି ଦେଲା ଡାକ୍ତରଙ୍କ ପରିଚୟ । ୧୪ ବର୍ଷ ପରେ ଜେଲ୍ ରୁ ବାହାରି…

ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ଜଣେ ବ୍ୟକ୍ତି ଯିଏ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୪ ବର୍ଷ କାଳ ଜେଲରେ କଏଦୀ ଜୀବନ କାଟିଥିଲେ । ସବୁ ବାଧା ବିଘ୍ନକୁ ଏଡାଇ ସେ ଆଜି ଡାକ୍ତର ହୋଇପାରିଛନ୍ତି । ନିଜର ସ୍ୱପ୍ନକୁ ସାକାର କରିପାରିଛନ୍ତି । ଏହାକୁ ପ୍ରମାଣ କରିଦେଖାଇଛନ୍ତି…