Daily Archives

December 22, 2019

ନୂଆ ନାଗରିକତା ଆଇନକୁ ନେଇ କେନ୍ଦ୍ରାପଡ଼ାରେ କୋକୁଆ ଭୟ । ନାଗରିକତା ରହିବ ନା ନାହିଁ ? ସନ୍ଦେହରେ ବାଂଲାଦେଶୀ,…

କନକ ବ୍ୟୁରୋ : ଦେଶରେ ନୂଆ ନାଗରିକତା ସଂଶୋଧନ ଆଇନ ଆସିବା ପରଠାରୁ ବଢିଗଲାଣି ଶରଣାର୍ଥୀଙ୍କ ଚିନ୍ତା । ଏହି ଚିନ୍ତା ଅଧିକ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । କାରଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ଆସୁଛନ୍ତି ଅନେକ ବାଂଲାଦେଶୀ ନାଗରିକ । ଏମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ…

ଜୀଅନ୍ତା ଜଳିଗଲେ ଦୁଇ ଶିଶୁ: ମଞ୍ଚାରେ ଥିବା ବେଳେ ନିଆଁ ଆଁରେ ଦୁଇ ଶିଶୁକନ୍ୟା ଜୀବନ୍ତଦଗ୍ଧ । ଅଳ୍ପକେ ବର୍ତ୍ତିଗଲେ…

କନକ ବ୍ୟୁରୋ: ଜୀଅନ୍ତା ଜଳିଗଲେ ଦୁଇ ଶିଶୁ । ନିଆଁ ଆଁରେ ହୁତୁହୁତୁ ହୋଇ ଜଳିଗଲେ ଦୁଇ କଅଁଳ କଢି । ନବରଙ୍ଗପୁର ମଇନାପଦରରୁ ଆସିଲା ଛାତି ଥରାଇ ଦେଲା ଭଳି ଖବର । ନିଆଁରେ ପୋଡି ଘଟଣାସ୍ଥଳରେ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିିଛି…

କଟକରେ କୋହଲିଙ୍କ ‘ବିରାଟ’ ରେକର୍ଡ ଭାଙ୍ଗିଲେ ରୋହିତ । ୩୪ ରନ୍ କରିବା କ୍ଷଣି ତାଳିମାଡରେ ପ୍ରକମ୍ପିତ ହେଲା ପୂରା…

କନକ ବ୍ୟୁରୋ :  ବାରବାଟୀରେ ଭାଙ୍ଗିଲା ବିରାଟଙ୍କ ରେକର୍ଡ । କ୍ୟାପଟେନ୍ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ ଶର୍ମା । ବାରବାଟୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଏକ ବଡ ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । କୋହିଲଙ୍କ ବିରାଟ ରେକର୍ଡ ଭାଙ୍ଗିଛନ୍ତି…

ଧନ୍ୟବାଦ ରାଲିରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଲେ ମୋଦି । କହିଲେ, ବନ୍ଧୁତା ପାଇଁ ହାତ ବଢାଇଥିଲି କିନ୍ତୁ ପଛରୁ ଛୁରୀ…

ନାଗରିକତା ଆଇନକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ଦିଲ୍ଲୀର ରାମଲୀଳା ମୈଦାନରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆଇନ କାହାକୁ ପ୍ରଭାବିତ କରିବ ନାହିଁ ମୋଦି ସ୍ପଷ୍ଟ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟର ଗୋଷ୍ଠୀକୁ ଲକ୍ଷ୍ୟ କରି ଏହି ଆଇନ ପାରିତ…

ଜନ୍ମମାଟିରେ ଜୟ ଜୟକାର: ଗାଁ ପାଇଁ ଗୌରବ ଆଣିଥିବା ଗିରିଶଙ୍କୁ ଦେଖି ଖୁସିରେ ଫାଟିପଡିଲା ବେତନଟୀ, ନାଚିନାଚି ବାଜା…

କନକ ବ୍ୟୁରୋ: ଘଣ୍ଟ ବାଜୁଥିଲା, ନୃତ୍ୟ ଚାଲିଥିଲା । ପାରମ୍ପରିକ ବାଜାରେ ପ୍ରକମ୍ପିତ ହେଉଥିଲା ପୂରା ପରିବେଶ । ଆଉ ୟାରି ଭିତରେ ଫୁଲ ପକାଇ, ନାଚିନାଚି ମାଟିର ପୁଅକୁ ପାଛୋଟି ଆଣୁଥିଲେ ସମସ୍ତେ । କିଏ ଶଙ୍ଖ ଫୁଙ୍କୁଥିଲା, କିଏ ତାଳି ମାରୁଥିଲା ତ ଆଉ କିଏ ବିଶାଳ ଫୁଲହାର ଦେଇ ଗାଁର ଗୌରବକୁ…

ସମ୍ପତ୍ତି ପାଇଁ ଅଟକିଲା ଅନ୍ତିମ ସଂସ୍କାର ! ଶଶ୍ୱରଙ୍କ ମୃତଦେହକୁ ନେଇ ମୁହାଁମୁହିଁ ହେଲେ ଦୁଇ ବୋହୂ, ମେଡିକାଲରେ…

କନକ ବ୍ୟୁରୋ : ସମ୍ପତ୍ତି ପାଇଁ ଶ୍ଵଶୁରଙ୍କ ମୃତଦେହକୁ ନେଇ ଦୁଇ ବୋହୂଙ୍କ ମଧ୍ୟରେ ଝଗଡା । ଅନ୍ତିମ ସଂସ୍କାର କିଏ କରିବ, ତାହାକୁ ନେଇ ମେଡିକାଲ ପରିସରରେ ଝଗଡା ଏତେ ତୀବ୍ର ହୋଇଥିଲା ଯେ ଶେଷରେ ପୁଲିସ ଓ ମାଜିଷ୍ଟ୍ରେଟ ଆସି ବିବାଦର ସମାଧାନ କରିଥିଲେ । ରାଜସ୍ଥାନର ଚିତୋରଗଡ଼ରେ କିଛି ଏଭଳି…