Daily Archives

December 12, 2019

ବଦଳିବ ଲିଙ୍ଗରାଜ ମନ୍ଦିରର ନକ୍ସା: ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ…

କନକ ବ୍ୟୁରୋ: ପୁରୀ ପରେ ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭ ହେବ ୬୬ ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ବିକାଶ ଯୋଜନା । ଏଥିରେ ୯ଟି ପ୍ରକଳ୍ପ…

ଏଫ୍-୧୬ ଲଢୁଆ ବିମାନର ଅପବ୍ୟବହାର କରୁଛି ପାକିସ୍ତାନ । ଅସନ୍ତୋଷ ଜଣାଇଲା ଆମେରିକା ।

କନକ ବ୍ୟୁରୋ : ପାକିସ୍ତାନ ଏଫ୍-୧୬ ଲଢୁଆ ବିମାନର ଅପବ୍ୟବହାର କରୁଛି ବୋଲି ଖୋଦ ଆମେରିକା ସ୍ୱୀକାର କରିଛି । ଗତ ଫେବ୍ରୁଆରୀ ୨୭ରେ ପାକିସ୍ତାନ ବାୟୁସେନା ଭାରତ ଉପରେ ଆକ୍ରମଣ କରିବାକୁ ଏଫ୍-୧୬ ବିମାନ ବ୍ୟବହାର କରିଥିଲା । ଏହା ସବୁ ସର୍ତ୍ତାବଳୀର ଉଲ୍ଲଙ୍ଘନ ବୋଲି କହି ଆମେରିକା ସରକାର ଗତ…

ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ? ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଖବର, ସଂସଦରେ ଉତ୍ତର ରଖିଲେ…

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ଠାରୁ ବନ୍ଦ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍ ? ଏମିତି ହିଁ କିଛି ଖବର ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ଏମିତି ଏକ ଖବର, ଯାହାକୁ ଯିଏବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଭାଇରାଲ ହେଉଥିବା ଖବରରେ…

ଅଜଣା ରୋଗରେ ପୀଡିତ ଦାଦନ ଶ୍ରମିକଙ୍କୁ ଛୁଉଁ ନଥିଲେ ଗ୍ରାମବାସୀ କି ବନ୍ଧୁ ବାନ୍ଧବ । ଚିକିତ୍ସା ନପାଇ ଘରେ ପଡିଥିଲେ,…

କନକ ବ୍ୟୁରୋ : ଆଜି ବି ବଂଚିଛି ଅନ୍ଧ ବିଶ୍ୱାସ । ଆଧୁନିକ ସଭ୍ୟତାରେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରିନି ଉପାନ୍ତ ଅଂଚଳର ମଣିଷ । ଅଜଣା ରୋଗରେ ପୀଡିତ ଦାଦନ ଶ୍ରମିକଙ୍କୁ ଛୁଉଁ ନଥିଲେ ଗ୍ରାମବାସୀ କି ବନ୍ଧୁ ବାନ୍ଧବ । ଫଳରେ ଚିକିତ୍ସା ନପାଇ ଘରେ ପଡି ରହିଥିଲେ ଉମରକୋଟ୍…

ଆଉ ଖୋଲିବନି ରାମ ମନ୍ଦିର ମାମଲା । ସୁପ୍ରିମକୋର୍ଟ ଖାରଜ କଲେ ସମସ୍ତ ପୁନର୍ବିଚାର ଆବେଦନ

କନକ ବ୍ୟୁରୋ: ଅଯୋଧ୍ୟା ରାୟକୁ ନେଇ ଦାଖଲ ପୁନର୍ବିଚାର ଆବଦେନ ଖାରଜ । ସମସ୍ତ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ।ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠ ଆବେଦନ ଖାରଜ କରିଛନ୍ତି ।ଅଯୋଧ୍ୟା ରାୟକୁ ନେଇ ମୋଟ ୧୮ଟି ରିଭ୍ୟୁ ପିଟିସନ ଦାୟର ହୋଇଥିଲା ।ନଭେମ୍ବର ୯ରେ ସୁପ୍ରିମକୋର୍ଟ…

ସ୍ୱାଧୀନତାର ୭୦ ବର୍ଷ ପରେ ବି ବିକାଶ ଦେଖି ନାହିଁ ପାହାଡି ଗାଁ । ଗାଁରେ ପଡିନି ସରକାରୀ ବାବୁଙ୍କ ପାଦ, ମୌଳିକ ସୁବିଧା…

କନକ ବ୍ୟୁରୋ : ମୌଳିକ ଅସୁବିଧାରୁ ମୁକୁଳି ପାରିନାହାନ୍ତି ନିରୀହ ଆଦିବାସୀ । ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଏମିତି ଗାଁ ଅଛି । ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ସୁବିଧା ସାତ ସପନ । ପାହାଡ ଉପରେ ରହୁଥିବା ଆଦିବାସୀମାନେ ସରକାରୀ ସୁବିଧା ସୁଯୋଗରୁ ବଂଚିତ…