Daily Archives

December 12, 2019

ସୁପ୍ରିମକୋର୍ଟଙ୍କ ଚରମ ନିଷ୍ପତି: ଏଣିକି ଚାକିରି ମଝିରେ ଇସ୍ତଫା ଦେଲେ କର୍ମଚାରୀ ପାଇବେନି ପେନସନ

କନକ ବ୍ୟୁରୋ: ଏଣିକି ଚାକିରି ମଝିରୁ ଇସ୍ତଫା ଦେଲେ ମିଳିବ ନାହିଁ ପେନସନ । ଏକ ମାମଲାର ଶୁଣାଣି କରିବାକୁ ଯାଇ ଏଭଳି ଏକ ଚରମ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସୁପ୍ରମିକୋର୍ଟଙ୍କ ନିଷ୍ପତି ଅନୁଯାୟୀ, ଯଦି କୌଣସି ସରକାରୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ ତଥା ଚାକିରି…

ଜନ୍ମ ଦିନରେ ଗଲା ଜୀବନ । ସ୍କୁଟି ଉପରେ ଚଢିଗଲା ଟ୍ରକ, ଅଧା ରାସ୍ତାରେ ଆଖି ବୁଜିଲେ ମାଆ-ପୁଅ ।

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ସ୍କୁଟି ଉପରେ ମାଡିଗଲା ଟ୍ରକ । ଜନ୍ମ ଦିନରେ ଜୀବନ ଗଲା । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଅନୁଗୁଳ ବାଲିପଟା ଗାଁର ସରିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁଙ୍କ ଜୀବନ । ଶୁଭମଙ୍କ ଜନ୍ମଦିନ ଥିବାରୁ ଅନୁଗୁଳ ବୁଢୀ…

ବାଙ୍କୀରେ ଶୁଖିଲା ପଡିଛି ମହାନଦୀ । ପରିବା ଚାଷୀ ପ୍ରଭାବିତ, ପାଣି ଅଭାବରୁ ଟାଙ୍ଗରା ଭୂଇଁ ପଡିଛି ନଈପଠା । ଜୀବିକା…

କନକ ବ୍ୟୁରୋ : ବାଙ୍କୀର ଜୀବନ ରେଖା କୁହାଯାଉଥିବା ମହାନଦୀ ଶୁଖିଲା ପଡିଛି । ମହାନଦୀରେ ପାଣି ଅଭାବ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଚାଷୀ । ବାଙ୍କୀ ନିକଟସ୍ଥ ରେଣୁକା ଘାଟ ପଠାର ଏକର ଏକର ଜମିରେ ପରିବାର ଚାଷ ହେଉଥିଲା । ହେଲେ ଏବେ ପାଣି ଅଭାବ ହେବାରୁ ପରିବା ଚାଷରୁ ବହୁ ଚାଷୀ ମୁହଁ ଫେରାଇ…

ସିଏବିକୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗ । ବିଜେପି ନେତା କହିଲେ, ବ୍ଲାକମେଲ କରୁଛି ବିଜେଡି, ସମର୍ଥନ କରି ହାସଲ…

କନକ ବ୍ୟୁରୋ: ନାଗରିକତା ସଂଶୋଧନ ବିଲକୁ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବା ପ୍ରସଙ୍ଗ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ସଂସଦରେ ବିଜେଡି ନାଗରିକତା ବିଲକୁ ସମର୍ଥନ ଦେଇ ବ୍ଲାକମେଲ୍ କରୁଛି । ଏହାର ପ୍ରତିବଦଳରେ…

ଚୋରି ରୋକିବ ‘ଟ୍ରାକିଂ ଇଣ୍ଡିଆ’ : ଚୋର ପଶିଲେ ମୋବାଇଲକୁ କଲ୍ ଆସିବା ସହ ଘର ସିକ୍ୟରିଟି ଲକ୍ ହୋଇଯିବ, ସ୍ୱତନ୍ତ୍ର…

କନକ ବ୍ୟୁରୋ : ଆଉ ରହିବନି ଚୋରି ଭୟ । ଅଚିନ୍ତା ନିଦରେ ଶୋଇପାରିବେ ଆପଣ । ରାତି ଶୋଇଥିବା ବେଳେ ଘରେ କିମ୍ବା ଦୋକାନକୁ ନେଇ ଚୋରି ଭୟ ଘାରିବନି । ଚୋରଙ୍କ ନିଦ ହଜାଇବ ‘ଟ୍ରାକିଂ ଇଣ୍ଡିଆ’ । ଏହି ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ କରିଛନ୍ତି ଜଣେ ଚାଷୀ ପୁଅ । ଏହି ଯୁବ ପ୍ରତିଭା ଜଣକ ହେଉଛନ୍ତି…

କରଞ୍ଜିଆରେ ହାତୀ ଉପଦ୍ରବ : ଲୋକଙ୍କୁ ଗୋଡାଉଛନ୍ତି ହାତୀ ପଲ, ବ୍ୟାପକ ଫସଲ ନଷ୍ଟ କରିବା ସହ କରୁଛନ୍ତି ଆକ୍ରମଣ

କନକ ବ୍ୟୁରୋ : କରଞ୍ଜିଆର ବନଖଣ୍ଡରେ ହାତୀ ଆତଙ୍କ । ଗତ ୧୫ ଦିନ ହେବ ସ୍ଥାନୀୟ ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିବା ହାତୀକୁ ଘଉହାଇବାକୁ ଉଦ୍ୟମ କରାଯାଉଛି । ସ୍ଥାନୀୟ ଲୋକମାନେ ଏକାଠି ହୋଇ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀ ମଧ୍ୟ ଗୋଡାଉଥିବା ଦେଖିବାକୁ ମିଳିଛି ।…