Daily Archives

December 11, 2019

ସ୍ୱାଭିମାନ ଅଂଚଳ ଉପରେ ଆନ୍ଧ୍ରର ନଜର । ରିଲିଫ ବାଂଟି ଲୋଭ ଦେଖାଉଛି ପଡୋଶୀ ରାଜ୍ୟ, ପ୍ରଜାମେଳିରେ ଆନ୍ଧ୍ରରେ ମିଶିବାକୁ…

କନକ ବ୍ୟୁରୋ : ଓଡିଶା ସୀମାରେ ଆନ୍ଧ୍ରପ୍ରଦେଶର ମାମଲାତି । ସ୍ୱାଭିମାନ ଅଂଚଳରେ ପ୍ରଜାମେଳି କରି ବୁଡି ଅଂଚଳବାସୀଙ୍କୁ ଧାନ ମାଣ୍ଡିଆ ଆଦି ବାଂଟିଲେ ଆନ୍ଧ୍ର ଜନ ପ୍ରତିନିଧୀ । କେବଳ ରିଲିଫ ନୁହଁ ବରଂ ସ୍ୱାଭିମାନ ଅଂଚଳବାସୀଙ୍କ ପ୍ରତି ଅବହେଳାର ଆଳ ଦେଖାଇ ୫ଟି ପଂଚାୟତର ଲୋକଙ୍କୁ ଆନ୍ଧ୍ର ସହ…

ରଣଜୀ ଟ୍ରଫି : ଛତିଶଗଡ଼ ବିପକ୍ଷରେ ଓଡିଶାର ରୋମାଞ୍ଚକର ବିଜୟ । ବ୍ୟାନ୍ ପରେ ରାଜେଶଙ୍କ ଦମଦାର ବୋଲିଂ, ଏକାକି ନେଲେ…

କନକ ବ୍ୟୁରୋ : ଛତିଶଗଡ ବିପକ୍ଷରେ ଟିମ୍ ଓଡିଶାର ଦମଦାର ବିଜୟ । ବିଜୟରୁ ରଣଜୀ ଅଭିଯାନ ଆରମ୍ଭ କଲା ଓଡିଶା । ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଛତିଶଗଡ ଏବଂ ଓଡିଶା ରଣଜୀ ମୁକାବିଲାରେ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱଧୀନ ଟିମ୍ ଓଡିଶା ଗୋଟିଏ…

ଭଙ୍ଗା ଚାଲିଛି ଏମଏଲଏ କ୍ୱାର୍ଟର୍ସ: ପୁରୁଣା କୋଠା ଭଙ୍ଗାଯାଇ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା । ଦିଲ୍ଲୀରେ…

କନକ ବୁରୋ: ବିଧାନସଭାର ପୁରୁଣା ଏମଏଲଏ କ୍ୱାର୍ଟର୍ସ ଉପରେ ଚାଲିଲା ବୁଲଡୋଜର । ୪୨ଟି ଏଫ୍ ଓ ଆର୍ ଟାଇପ୍ ପୁରୁଣା ଏମଏଲଏ କ୍ୱାର୍ଟର୍ସ ଭଙ୍ଗାଯିବାକୁ ଚାଲିଲା ପ୍ରସ୍ତୁତି । ଏସବୁ ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯାଇ ନୂଆ କୋଠା ତିଆରି ହେବ । ଖୁବ୍ ଶୀଘ୍ର ୧୫୦ ଜଣ ବିଧାୟକଙ୍କ ରହିବା ପାଇଁ ବହୁତଳ…

କଡ ଲେଉଟାଇବ କି ଇତିହାସ ? ଯାଜପୁର ଲାଙ୍ଗୁଡି ବୌଦ୍ଧ ବିହାରରୁ ସାମ୍ନାକୁ ଆସିବ ନୂଆ ତଥ୍ୟ, ୧୭ ବର୍ଷ ପରେ ପୁଣି ଉତଖନନ…

କନକ ବ୍ୟୁରୋ : କଡ ଲେଉଟାଇବ କି ଇତିହାସ ? ପୁନଃଖନନ ପରେ ସାମ୍ନାକୁ ଆସିବକି କିଛି ନୂଆ ତଥ୍ୟ ? ଆମେ କହୁଛୁ ଯାଜପୁର ଜିଲ୍ଳା ଲାଙ୍ଗୁଡି ବୌଦ୍ଧ ବିହାର କଥା । ୧୭ ବର୍ଷ ପରେ ପୁଣି ଉତଖନନ ପାଇଁ ଡେରା ପକାଇଛନ୍ତି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ଏଏସଆଇର ପ୍ରତିନିଧି ଦଳ ।…

ହଟ୍ଟଗୋଳ ପାଇଁ ପ୍ରସାରଣ ବନ୍ଦ: ନାଗରିକତା ସଂଶୋଧନ ବିଲ ନେଇ ରାଜ୍ୟସଭାରେ ହଙ୍ଗାମା । ରାଜ୍ୟସଭା ଟିଭିର ପ୍ରସାରଣକୁ…

କନକ ନ୍ୟୁଜ: ରାଜ୍ୟସଭାରେ ଆଜି ନାଗରିକତା ସଂଶୋଧନ ବିଲ୍ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ବିଲ୍ ଉପରେ ବେଶ ଗରମାଗରମ ଆଲୋଚନା ଚାଲିଛି । ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଘେରିଛନ୍ତି । ତେବେ ଆଜି ପରିସ୍ଥିତି ଏତେ ସରଗରମ ହୋଇଥିଲା ଯେ ବାଧ୍ୟ ହୋଇ…

ଅନୁଗୁଳ ଓ ତାଳଚେରକୁ ମାଡି ଆସୁଛି ବିପଦ! ଖାଲି ହେଉଛି ମାଟି ତଳ, ଗାତ ଭରୁ ନାହାନ୍ତି କୋଇଲା ଖଣି କର୍ତ୍ତୃପକ୍ଷ ।…

କନକ ବ୍ୟୁରୋ : ଅନୁଗୁଳ ଓ ତାଳଚେରକୁ ମାଡି ଆସୁଛି ବିପଦ ! ଖାଲି ହେଉଛି ମାଟି ତଳ । ଗାତ ଭରୁ ନାହାନ୍ତି କୋଇଲା ଖଣି କର୍ତ୍ତୃପକ୍ଷ, ବିପଦରେ ଜନଜୀବନ । ଅନୁଗୁଳ ଓ ତାଳଚେରରେ ୧୧ରୁ ଅଧିକ କୋଇଲା ଖଣି ଓ ନାଲକୋ, ଏନଟିପିସି, ଟିଟିପିଏସ୍ ଭଳି ରାଷ୍ଟ୍ରାୟତ ଉଦ୍ୟେଗ ରହିଛି । ମାଟି ତଳୁ ଟନ୍ ଟନ୍…