Daily Archives

December 9, 2019

ଶୁଖିଗଲା ବିଶ୍ୱର ସବୁଠାରୁ ଚଉଡା ଜଳପ୍ରପାତ ‘ଭିକ୍ଟୋରିଆ’ । କମୁଛି ପାଣି, ବଢୁଛି ଚିନ୍ତା ।

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ବିଭିନ୍ନ ସଂଗଠନ ଏହାକୁ ନେଇ ସ୍ୱର ଉତ୍ତୋଳନ କରୁଥିବାବେଳେ ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ପରିବେଶବିତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ବିଶ୍ୱର ସବୁଠାରୁ ବଡ ଓସାରିଆ ଜଳପ୍ରପାତ ୫୦…

ପୋଲିସ ମୁଖିଆ ଭାବେ ଦାୟିତ୍ୱ ନେଲେ ଅଭୟ । ପ୍ରଥମ ପ୍ରତିକ୍ରିୟାରେ କହିଲେ, ମୋ ସରକାର କାର୍ଯ୍ୟକ୍ରମକୁ ଦିଆଯିବ…

କନକ ବ୍ୟୁରୋ : ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଆଇପିଏସ ଅଫିସର ଅଭୟ । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱଗ୍ରହଣ ପରେ ଆଗାମୀ ଦିନରେ ଓଡିଶା ପୋଲିସର ରୋଡମ୍ୟାପ୍…

ଫାଶୀରେ ଝୁଲିପାରନ୍ତି ‘ନିର୍ଭୟା’ ଦୋଷୀ ! ଦଉଡି ପ୍ରସ୍ତୁତ ରଖିବାକୁ ମିଳିଲା ନିର୍ଦ୍ଦେଶ ।

କନକ ବ୍ୟୁରୋ : ଡିସେମ୍ବର ୧୪ ସୁଦ୍ଧା ପ୍ରସ୍ତୁତ ରଖ ୧୦ଟି ଫାଶୀ ଦଉଡି, କିଛି ଏଭଳି ନିର୍ଦ୍ଦେଶ ଏବେ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ଏହି ଫାଶୀ ଦଉଡି…

ସଫଳ ଚାଷୀ ସୁଶାନ୍ତ : ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ଚାକିରି ପଛରେ ନଧାଇଁ କରୁଛନ୍ତି ଚାଷ,ନିଜ ସହ ୧୦…

କନକ ବ୍ୟୁରୋ : ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ବି ମିଳିଲାନି ଚାକିରି । ସେଥିପାଇଁ ଚାଷକୁ ବୃତ୍ତି କଲେ ଯୁବକ । ନିଜେ ସ୍ୱାବଲମ୍ବୀ ହେବା ସହ ୧୦ ଜଣଙ୍କୁ ଚାକିରୀ ଦେଇ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଝାରସୁଗୁଡା ଜିଲ୍ଲାର ସୁଶାନ୍ତ ପ୍ରାଧନ । ପରିବା ଚାଷରେ ଭରପୁର ବିଲ । ଭଳି…

ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଫିସର ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ଅଭୟଙ୍କୁ ଦିଆଗଲା ଅଭିବାଦନ ।

କନକ ବ୍ୟୁରୋ : ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଫିସର ଅଭୟ । ୧୯୮୬ ବ୍ୟାଚର ଆଇପିଏସ କ୍ୟାଡର ହେଉଛନ୍ତି ଅଭୟ । ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଡେପୁଟେସନରୁ…

କନ୍ଧମାଳର ଗର୍ବ ‘ଝୁଲିମା’ : ସମାଜରୁ କୁପ୍ରଥା ଶେଷ କରିବା ଦିଗରେ ଅଦିବାସୀ ଝିଅର ଅଦମ୍ୟ ଚେଷ୍ଟାକୁ ସମ୍ମାନ, ବାଲ୍ୟ…

କନକ ବ୍ୟୁରୋ : ବାଲ୍ୟ ବିବାହ ପ୍ରଥାକୁ ସମାଜରୁ ଶେଷ କରିବା ଦିଗରେ ଅଦିବାସୀ ଝିଅଙ୍କ ଅଦମ୍ୟ ଚେଷ୍ଟା । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାରେ ୧୨ଟି ବାଲ୍ୟ ବିବାହ ରୋକି ଦିଲ୍ଲୀ ୟୁଏନ କକ୍ଷରେ ସମ୍ମାନୀତ ହୋଇଛନ୍ତି ଆଦିବାସୀ ଝିଅ ଝୁଲିମା ମଲିକ । କନ୍ଧମାଳ…