Daily Archives

December 9, 2019

୧୯ରୁ ମିଳିବ ବାରବାଟୀ ଟିକେଟ୍ । ପରିଚୟପତ୍ର ଦେଖାଇଲେ ଜଣକା ମିଳିବ ୨ଟି ଟିକେଟ୍, ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ…

କନକ ବ୍ୟୁରୋ : ବାରବାଟୀ ଟିକେଟ୍ ପାଇଁ ୧୨ଟି କାଉଣ୍ଟରର ବ୍ୟବସ୍ଥା । ପ୍ରତିବର୍ଷ ୪ଟି କାଉଣ୍ଟରରେ ଟିକେଟ୍ ମିଳୁଥିବା ବେଳେ ଚଳିତ ବର୍ଷ ଦର୍ଶକଙ୍କ ପାଇଁ ୧୨ଟି କାଉଣ୍ଟରରେ ମିଳିବ ଟିକେଟ୍ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ…

ଦୃଷ୍ଟି ଆଢ଼ୁଆଳରେ କୋରଡ଼କୋଟ୍ ଜଳପ୍ରପାତ : ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି, ହେଲେ ବିକାଶ ନେଇ ପ୍ରଶାସନର…

କନକ ବ୍ୟୁରୋ : ପ୍ରକୃତିର ଅନନ୍ୟ ଉପହାର କୋରଡ଼କୋଟ୍ ଜଳପ୍ରପାତ । ସୁରମ୍ୟ ଶୋଭାରାଜିରେ ଭରପୁର ସମ୍ଭାର ଏହି ଜଳପ୍ରପାତ । କେଉଁଠି ଡିକେ ସାଉଣ୍ଡ ତ ଅନ୍ୟ କେଉଁଠି ଭୋଜିଭାତର ପରସା । କେବଳ ଏତିକି ନୁହେଁ ଜଳପ୍ରପାତରେ ସେଲଫୀର ମଜା ବି ଖୁବ୍ ଉଠାଉଛନ୍ତି ପର୍ଯ୍ୟଟକ । ଦେବଗଡ ଜିଲ୍ଲାର ଗୌରବ ବହନ…

ଅଣନିଶ୍ୱାସୀ ଯୋଡ଼ା ! ଖଣି ଓ କଳକାରଖାନା ଯୋଗୁଁ ବିଷ ପାଲଟିଲାଣି ପାଣି-ପବନ, ଜୀବନକୁ ଅସ୍ତବ୍ୟସ୍ତ କରୁଛି ଶବ୍ଦ ପ୍ରଦୂଷଣ…

କନକ ବ୍ୟୁରୋ : ଅଣନିଶ୍ୱାସୀ ଯୋଡ଼ା । ଧୂଳି ଧୁଆଁ ଓ ପ୍ରଦୂଷଣ ଭିତରେ ଧନ୍ଦି ହେଉଛନ୍ତି ଲୋକେ । ବଦଳି ଯାଇଛି ପ୍ରକୃିତର ଚିତ୍ର ଓ ଚରିତ୍ର । ଯୋଡ଼ାର ଦୃଶ୍ୟ ଦେଖିଲେ ଚିନ୍ତା କରି ହେଉନି, ଏହା ସବୁଜ ପତ୍ରରେ ଭରା ଗଛ ନାଁ ପାଉଁଶ ଗଦା । ପ୍ରକୃତରେ ଧୂଳିର ଚାଦରରେ ଢାଙ୍କି ହୋଇଯାଇଛି ଗଛ । ଆଉ ଏ…

ଏମିତି ପୋଲିସ ଅଫିସରଙ୍କୁ ଶହେ ସାଲ୍ୟୁଟ୍ ! ଯୁବତୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ, ନଦୀକୁ ଡ଼େଇଁ…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କରିଥିବା କାମ ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡ଼େଇଁବା ସହ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ରବିବାର ଘଟିଥିବା…

ବାରବାଟୀ ଟିକେଟ୍ ପାଇଁ ୧୨ଟି କାଉଣ୍ଟରର ବ୍ୟବସ୍ଥା । ପରିଚୟ ପତ୍ର ଦେଖାଇ ଟିକେଟ୍ ନେଇପାରିବେ ଦର୍ଶକ ।

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକି…

ଓଡ଼ିଆରେ ଫଳକ ଲେଖା ପ୍ରହସନ : ନିର୍ଦ୍ଦେଶନାମା ମାନୁନାହାନ୍ତି ସରକାରୀ ସଂସ୍ଥା

କନକ ବ୍ୟୁରୋ :  ଓଡ଼ିଆରେ ନାମ ଫଳକ ପ୍ରହସନ । ଏବେ ବି ସରକାରୀ ସଂସ୍ଥା ମାନୁନାହାନ୍ତି ନିର୍ଦ୍ଦେଶନାମା । ୨୦୧୮ ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସମସ୍ତ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖା ହେବ । ସେପ୍ଟେମ୍ବର, ୨୦୧୮ରେ ତତ୍କାଳୀନ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ ଏପରି…