Daily Archives

December 7, 2019

ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିବା ପୋଲିସକର୍ମୀଙ୍କ ବିରୋଧରେ ଏତଲା । ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ : ହାଇଦ୍ରାବାଦ ଗଣଦୁଷ୍କର୍ମରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । କେତେକ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଶନିବାର ଏହି ଏନକାଉଣ୍ଟରେ ସାମିଲ ଥିବା ପୁଲିସକର୍ମୀଙ୍କ…

କାଲି ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର…

କନକ ବ୍ୟୁରୋ : ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ । ଆସନ୍ତାକାଲି ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…

ବିଜେଡି ପାଇଁ ବାଟ ଛାଡିଲା ବିଜେପି । ଏମସ ପରିଚାଳନା କମିଟି ନିର୍ବାଚନରେ ବାଜି ମାରିନେଲେ ଅମର ପଟ୍ଟନାୟକ ।

କନକ ବ୍ୟୁରୋ : ଭୁବନେଶ୍ୱର ଏମସ ପରିଚାଳନା କମିଟି ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି । ଫଳରେ ରୋଚକ ମୋଡ ନେଇଥିଲେ ରାଜନୀତି । ରାଜ୍ୟସଭା କୋଟାରୁ କମିଟି ସଦସ୍ୟ ପାଇଁ ମଇଦାନରେ ଥିଲେ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ଦୁଇ ସାଂସଦ । ବିଜେଡିର ଅମର ପଟ୍ଟନାୟକ ଓ…

ସେ ‘ଓଁ’ ବି ଉଚ୍ଚାରଣ କରୁଛନ୍ତି, ‘ଆଲ୍ଲା’ଙ୍କୁ ବି ଡାକୁଛନ୍ତି । ମୁସଲମାନ ହୋଇ ବି ମହାମୃତ୍ୟୁଞ୍ଜୟ ମନ୍ତ୍ର…

କନକ ବ୍ୟୁରୋ : ବେକରେ ଗୈରିକ ଉତ୍ତରୀୟ । ଆଉ ମୁହଁରେ ଓଁ ଉଚ୍ଚାରଣ ସହ ଗାୟତ୍ରୀ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର । ଯୋଗ ମୁଦ୍ରାରେ ବସି ଅନର୍ଗଳ ମନ୍ତ୍ର ଉଚ୍ଚାରଣ କରିବା ସହ ଯୋଗ ସାଧନା କରୁଥିବା ଏହି ବ୍ୟକ୍ତି ଜଣଙ୍କର ଧର୍ମ ବା ସଂପ୍ରଦାୟ ବିଷୟରେ କେହି ବି ଆଖି ବୁଜି କହିଦେବ ଯେ ସେ ନିଶ୍ଚିତ…

ଛାତରୁ ଡେଇଁ ପଡ଼ିଲା ସ୍କୁଲପିଲା ।  ପିଇଟି ଶିକ୍ଷକଙ୍କ ଟାହିଟାପରାକୁ ସହିନପାରି ଆତ୍ମହତ୍ୟା ଉଦ୍ୟମ କଲେ ଏକାଦଶ ଶ୍ରେଣୀ…

କନକ ବ୍ୟୁରୋ : ଶିକ୍ଷୟିତ୍ରୀଙ୍କ ଟାହିଟାପରାକୁ ସହିପାରି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବାରମ୍ବାର ପିଇଟି ଶିକ୍ଷୟତ୍ରୀଙ୍କ ଭର୍ତ୍ସନା ଛାତ୍ରୀଙ୍କୁ ଏତେ ବାଧିଲା ଯେ, ସ୍କୁଲ ପରିସରରେ ଥିବା ଦୁଇ ମହଲା କୋଠାରୁ ଡେଉଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ । ଏଭଳି…