Monthly Archives

November 2019

ଧାନ ଗଦାରେ ନିଆଁଲାଗି ପୋଡିଗଲେ ୩ ଭଉଣୀ । ଖେଳୁଥିବା ବେଳେ ନିଆଁଲାଗି ପୋଡିଗଲା ୨ ଯାଆଁଳା ଭଉଣୀ ଓ ପିଉସୀ ଝିଅଙ୍କ…

କନକ ବ୍ୟୁରୋ: ଧାନ ଖଳାରେ ନିଆଁ ଲାଗି ଜଳିଗଲେ ୩ ଭଉଣୀ । କୋକସରା ବ୍ଲକ ବିଜମରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ହୋଇ ୨ ଭଉଣୀଙ୍କ ସମେତ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି । ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ସେମାନଙ୍କୁ କୋକସରା…

ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବାକୁ ମନା କରିବାରୁ ଯୁବକଙ୍କ ଉନ୍ମତ କାଣ୍ଡ । ପୋଲିସ ହେଡ୍ କନଷ୍ଟେବଳଙ୍କୁ ଛୁରା…

କନକ ବ୍ୟୁରୋ : ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ଏକ ଦଣ୍ଡନୀୟ ଅପରାଧ । ଏହା ଜାଣିବା ପରେ ବି ନିୟମକୁ ବେଖାତିର କରି ଜନଗହଳି ସ୍ଥାନରେ ଧୁମ୍ରପାନ କରୁଛନ୍ତି ଶିକ୍ଷିତ ସମାଜର ଅଶିକ୍ଷିତ ମଣିଷ । ତେବେ ସିଗାରେଟ୍ ଟାଣିବାକୁ ନେଇ କର୍ଣ୍ଣାଟକରୁ ଆସିଛି ଏକ ଅଭାବନୀୟ ଘଟଣା । ଏହା ଏପରି…

ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଉଦ୍ଧବ । କିନ୍ତୁ ମିଳିଳାନି ଭାଇ ରାଜଙ୍କ ଦଳର ବିଧାୟକଙ୍କ ଭୋଟ । 

କନକ ବ୍ୟୁରୋ : ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଉଦ୍ଧବ ଠାକରେ । ବହୁମତ ପରୀକ୍ଷାରେ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବଙ୍କ ସପକ୍ଷରେ ୧୬୯ ଭୋଟ ପଡିଥିବା ବେଳେ ବିପକ୍ଷରେ ଆଦୌ ଭୋଟ ପଡିନଥିଲା । ବିଜେପିର ସମସ୍ତ ସଦସ୍ୟ ଫ୍ଲୋର ଟେଷ୍ଟ ପୂର୍ବରୁ କକ୍ଷତ୍ୟାଗ କରିଥିବା…

ସ୍ୱାବଲମ୍ବୀ କରିଛି ମହୁ ଚାଷ । ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ୨୦ରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି…

କନକ ବ୍ୟୁରୋ : ମହୁ ଚାଷ ବଦଳାଇ ଦେଇଛି ଜୀବନର ମୋଡ଼ । ସ୍ୱଳ୍ପ ଖର୍ଚ୍ଚରେ ଅଧିକା ଉପାର୍ଜନ । ଜିଲ୍ଳାବାସୀଙ୍କୁ ସୁଧ ମହୁ ଯୋଗାଇବା ସହ ବିଭିନ୍ନ ପ୍ରଜାତିର ମହୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଜଣେ ଯୁବଚାଷୀ । ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବା ସହ ୨୦ରୁ ଅଧିକ ଶ୍ରମିକଙ୍କୁ…

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ,…

କନକ ବ୍ୟୁରୋ : କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏଣିକି କ୍ଲାସ ନ କରି ଖଟି କଲେଜରେ ଖଟି ମାରିବା ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡିବ । କାରଣ ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ…

କେମିତି ହୁଏ ପରିବା ବ୍ୟବସାୟ? କେତେ ଲାଭ ପାଏ ଚାଷୀ, ଆଉ କେତେ କମାଏ ଖୁଚୁରା ଦୋକାନୀ? ଜାଣିବା ପାଇଁ ପଢନ୍ତୁ ଏହି…

କନକ ବ୍ୟୁରୋ: ଆପଣ ଜାଣିଛନ୍ତି କି କେମିତି ହୁଏ ପରିବା ବ୍ୟବସାୟ? କେତେ ଲାଭ ପାଏ ଚାଷୀ , ଆଉ କେତେ କମାଏ ଖୁଚୁରା ଦୋକାନୀ? ଯଦି ନାଁ , ତେବେ ପଢନ୍ତୁ ଏହି ରିପୋର୍ଟ । ଏହି ରିପୋର୍ଟରେ ଆମେ ଜଣାଇବୁ କି କେମିତି ବେପାରୀଙ୍କ ଚକ୍ରବ୍ୟୁହରେ ଫସି ଯାଉଛି ଅସହାୟ ଚାଷୀ । ଆଉ ଚାଷୀକୁ ଲୁଟି କେମିତି…