Daily Archives

November 27, 2019

ଶୁଣିଲେନି ସରକାର, ହାତରେ କୋଦାଳ, ମୁଣ୍ଡରେ ଝୁଡି ଧରି ଆଗେଇ ଆସିଲେ ଗ୍ରାମବାସୀ । ନିଜସ୍ୱ ଖର୍ଚ୍ଚରେ ନଦୀ ମଝିରେ…

କନକ ବ୍ୟୁରୋ : ଗାଁ ଚାରି ପଟେ ବହିଯାଇଛି ଖରସ୍ରୋତା ଓ କାଣି ନଧୀ । ଗାଁରୁ ବାହାରିବାକୁ ହେଲେ ପାଣି ପାର ହେବାକୁ ପଡେ । ଗୋଟିଏ ଛୋଟିଆ ଡଙ୍ଗାରେ ନଦୀ ପାରି ହେଲେ ମିଳିବ ମୌଳିକ ସୁବିଧା । ଏମିତି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପଦିନପାଳ ପଂଚାୟତ…

କ’ଣ ରହିଛି କେୟାର ହସ୍ପିଟାଲର ସତ? ହସ୍ପିଟାଲ ମାଲିକଙ୍କ ପାକିସ୍ତାନୀ ଲିଙ୍କ୍ ଥିବା ଅଭିଯୋଗ ଆଣିଲେ ବିରୋଧୀ, ତଦନ୍ତ…

କନକ ବ୍ୟୁରୋ: ବିବାଦରେ କେୟାର ହସ୍ପିଟାଲ! ଭୁବନେଶ୍ୱର କେୟାର ହସ୍ପିଟାଲ ନାଁରେ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ, ‘ବିରୋଧୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ…

ଡାକ୍ତରଖାନାରେ ପଡିଛି ତାଲା, କ୍ୱାକ୍ ଭରସାରେ ରୋଗୀ । ସାପ୍ତାହିକ ହାଟ ଓ ଗାଁ ଗାଁ ବୁଲି ରୋଗୀଙ୍କ ଚିକିତ୍ସା କରୁଛନ୍ତି…

କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି କ୍ୱାକ୍ ବା ନକଲି ଡାକ୍ତରଙ୍କ ସଂଖ୍ୟା । ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବର ଫାଇଦା ଉଠାଇ ଆଦୀବାସୀଙ୍କୁ ଶୋଷଣ କରୁଛନ୍ତି ନକଲି ଡାକ୍ତର । ଏ ସର୍ମ୍ପକରେ ସ୍ୱାସ୍ଥ୍ୟ ବିଭାଗ ଜାଣି ଅଜଣା ବୋଲି କୁହନ୍ତି ଗଜପତି ଜିଲ୍ଲାର କିଛି ସଚେତନ…

ଦିନ ଦ୍ୱିପ୍ରହରେ ସୋରରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଫାଇନାନ୍ସ କର୍ମଚାରୀ

କନକ ବ୍ୟୁରୋ: ସୋରରେ ଫୁଚିଲା ଗୁଳି । ଦିନ ଦ୍ୱିପ୍ରହରେ ଗୁଳିମାଡ କଲେ ଦୁର୍ବୃ୍ତ୍ଥ । ଦୁଇ ଜଣ ଫାଇନାନ୍ସ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନାୟିକାବନ୍ଧ ନିକଟରେ ଗୁଳିମାଡ । ତେବେ ଭାରତ ଫାଇନାନ୍ସର ୨ କର୍ମଚାରୀ ଋଣ…

ବର୍ତ୍ତିବେନି ମଦୁଆ ଗାଡ଼ି ଚାଳକ । ପୋଲିସ୍ ଡିଜି କହିଲେ, ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ହୁସିଆର ମଦୁଆ ଡ୍ରାଇଭର! ପୋଲିସ୍ ଟାର୍ଗେଟରେ ମଦୁଆ ଚାଳକ । ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ । ଆଉ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ମିଳିବନି ନିସ୍ତାର , ପୋଲିସ୍ ଡିଜିପି କହିଲେ , ଟାର୍ଗେଟରେ ରହିବେ ମଦୁଆ ଚାଳକ । ମଦ ପିଇ ଗାଡି ଚଲାଇ ଧରାପଡିଲେ ଛାଡିବନି…

ଗୃହରେ ଉଠିଲା କେୟାର ହସ୍ପିଟାଲ ପ୍ରସଙ୍ଗ । ପ୍ରଦୀପ୍ତଙ୍କ ଅଭିଯୋଗ, ସଂପୃକ୍ତ ମାଲିକଙ୍କ ପାକିସ୍ତାନ ସହ ଅଛି ଲିଙ୍କ,…

କନକ ବ୍ୟୁରୋ : ରାଜଧାନୀର ଏକ ଘରୋଇ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ଭୁବନେଶ୍ୱରର କେୟାର ହସ୍ପିଟାଲ ନାଁରେ ଅଭିଯୋଗ ଆସିଛି । ଏହି ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ସହ ଲିଙ୍କ ଅଛି ବୋଲି ଆଜି ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି,…