Daily Archives

November 27, 2019

ଘର ବାହୁଡ଼ିବାକୁ ଦାମଙ୍କ ଇଚ୍ଛା: କହିଲେ, ମୋ ହୃଦୟରେ କେବଳ ବିଜୁବାବୁ ଅଛନ୍ତି । ଯଦି ବହିଷ୍କାର ଉଠାଯାଏ, ପୁଣି ଦଳକୁ…

କନକ ବ୍ୟୁରୋ: ବିଜେଡି ଫେରିବାକୁ ଦାମଙ୍କ ମନ । ଗତକିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା ଦାମ ରାଉତଙ୍କ ବଡ଼ ବୟାନ । ବୁଲେଇ ବଙ୍କେଇ ବିଜେଡି ଫରିବାକୁ ଇଚ୍ଛା ପ୍ରକାଶ କଲେ ଦାମ ରାଉତ । ପଚାରୁ ପଚାରୁ କହିଲେ, ବିଜେଡି ମୋତେ ବହିଷ୍କାର କଲା ପରେ ବିଜେପି ମୋତେ ପ୍ରଲୋଭିତ କଲେ ଓ ଦଳରେ…

ଏବେ ବି ବିଞ୍ଚିଛି ମାନବିକତା । ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ବାପାଙ୍କ ଗଙ୍ଗାଭୋଜିକୁ ବନ୍ଦ କରିଦେଲେ ଯୁବକ

କନକ ବ୍ୟୁରୋ : ଏବେ ବି ବଞ୍ଚିଛି ମଣିଷ ପଣିଆ ଓ ମାନବିକତା । ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅନେକଙ୍କ ମନରେ ରହିଛି ଆଗ୍ରହ । ସାମାଜିକ ନିତିନିୟମରୁ ଉର୍ଧ୍ୱକୁ ଯାଇ ଯୁବକ ଏମିତି କିଛି କରିଛନ୍ତି ଯାହାକୁ ନେଇ ସାରା ସହରରେ ତାଙ୍କର କରାଯାଉଛି ପ୍ରଶଂସା । ଅନ୍ୟକୁ ସାହାଯ୍ୟ କରିବା ଲାଗି…

ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସରକାରୀ ଅର୍ଥରେ ୨ ମହିଳାଙ୍କୁ ହାଇଦ୍ରାବାଦ ନେଇ ଯାଇଥିବା ଅଭିଯୋଗ…

କନକ ବ୍ୟୁରୋ : ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ । ଅଭିଯୋଗ ଅନୁସାରେ ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ ସୋ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ୨ ଜଣ ମହିଳାଙ୍କୁ ସାଙ୍ଗରେ…

ରାଜ୍ୟରେ କମୁଛି ଚିନି ଚାହିଦା ! ଗୃହରେ ମନ୍ତ୍ରୀ କହିଲେ, ଚାହିଦା ମେଣ୍ଟାଇ ପାରୁନଥିବାରୁ ବାହାରୁ ଆସୁଛି ଚିନି ।

କନକ ବ୍ୟୁରୋ: ବିଧାନସଭାରେ ବଢ଼ିଲା ଚିନି ଚିନ୍ତା! କେନ୍ଦୁଝର ବିଧାୟକ ମୋହନ ମାଝୀ ଓ ସମବାୟ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ମଧ୍ୟରେ କଥା କଟାକଟି । ମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ପ୍ରଶ୍ନ ଚିନି ଉତ୍ପାଦନ ଶିଳ୍ପ ପ୍ରକୃତରେ କେଉଁ ବିଭାଗର, ଶିଳ୍ପ ନା ସମବାୟ? ଯଦି ଏହା ସମବାୟ ବିଭାଗର ପରିସରଭୁକ୍ତ…

ଟୋକନକୁ ନେଇ କମ୍ପିଲା ବିଧାନସଭା । ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ । ମନ୍ତ୍ରୀ କହିଲେ ଧାନ କିଣାରେ…

କନକ ବ୍ୟୁରୋ : ଧାନ କିଣାକୁ ନେଇ କମ୍ପିଲା ବିଧାନସଭା । ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ସଦସ୍ୟ । ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ । କିଛି ସମୟ ପାଇଁ ବିଧାନସଭାରେ ତାତି ଦେଖିବାକୁ ମିଳିଥିଲା । ଯେଉଁ ସ୍ଥାନରେ ନେଟ ନାହିଁ ସେଠି କିଭଳି ଟୋକନ ଦିଆଯିବ ତାକୁ ନେଇ…

ଗୃହରେ ଉଠିଲା କପା ଚାଷୀଙ୍କ କଥା । ଦଲାଲ୍ ରାଜ୍ ଶେଷ କରି କପା ଚାଷୀଙ୍କୁ ମିଳୁ ଉଚିତ୍ ମୂଲ୍ୟ, ବିଧାନସଭାରେ ଉଦବେଗ…

କନକ ବ୍ୟୁରୋ: ବିଧାନସଭାରେ ଉଠିଲା କପା ଚାଷୀଙ୍କ କଥା । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇ ଉଦବେଗ ପ୍ରକାଶ କଲେ । ଆଉ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ସୌମ୍ୟ କହିଛନ୍ତି କି, ଧାନ କିଣା ଓ ଟୋକନ୍ ବ୍ୟବସ୍ଥାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରୁଛନ୍ତି । ଧାନ ଛଡ଼ା ଅନ୍ୟ…