Daily Archives

October 27, 2019

ପାକିସ୍ତାନ ମନ୍ଦିରରେ ଗୁଞ୍ଜରିତ ହେଲା ଶଙ୍ଖଧ୍ୱନି ! ୭୨ ବର୍ଷ ପରେ ଖୋଲିଲା ଏହି ପୁରାତନ ମନ୍ଦିର, ଲୋକେ କଲେ…

କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । ଉତ୍ସବମୁଖର ହୋଇପଡିଛି ପୂରପଲ୍ଲୀ । ଆଉ ଏତିକିବେଳେ ପାକିସ୍ତାନ ପଟୁ ଆସିଛି ବଡ ଖବର । ଭାରତ ପାକିସ୍ତାନ ବିଭାଜନ ସମୟରୁ ପାକିସ୍ତାନର ସିଆଲକୋଟରେ ଥିବା ୧ ହଜାର ବର୍ଷ ପୁରୁଣା ଶିବାଲା ତେଜା ସିଂହ ମନ୍ଦିର ବନ୍ଦ ହୋଇପଡିଥିଲା । କିନ୍ତୁ…

ସୁଧୁରୁନି ପାକିସ୍ତାନ୍! ଦୀପାବଳିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା କଲେ ପାକ୍ ସେନା । ଜବାବ୍ ଦେଲା ଭାରତ ।

କନକ ବ୍ୟୁରୋ: ସୁଧୁରିବନି ପାକିସ୍ତାନ । ଜମ୍ମୁ-କାଶ୍ମୀରର ରାଜୌରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳି ପାଳନ ପୂର୍ବରୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି  । ପାକିସ୍ତାନ ସେନା ପକ୍ଷରୁ ଭାରତର ସୀମାରେ ଥିବା ପୋଷ୍ଟଗୁଡିକୁ ଟାର୍ଗେଟ କରାଯାଇଛି  ।…

ଆଇଏସଆଇଏସର ମୁଖିଆ ବାଗଦାଦି ନିହତ! ସିରିଆରେ ଆମେରିକା ସେନାଙ୍କ ଅପରେସନରେ ନିହତ ହୋଇଥିବା ଚର୍ଚ୍ଚା

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ମୁଖିଆ ଅବୁ ବକର ଅଲ ବାଗଦାଦି ନିହତ ହୋଇଥିବା ସୂଚନା ରହିଛି। ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସୁଛି। ସିରିୟାର ଇବିବରେ ଆମେରିକା ସେନା…

ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ ଖଟ୍ଟର : ଜେଜେପି ସହ ମେଂଟ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ…

କନକ ବ୍ୟୁରୋ : ହରିୟାଣାରେ ଦ୍ୱିତୀୟ ଇଂନିସ୍ ଖେଳିଲେ ଖଟ୍ଟର । ଦ୍ୱିତୀୟ ଥର ପାଇଁ ଆଜି ହରିୟାଣାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ମନୋହରଲାଲ ଖଟ୍ଟର । ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହାସହ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା…

ଅନାଥାଶ୍ରମରେ ନବୀନ, ସୀମାରେ ମୋଦି: ସୀମାରେ ଯବାନଙ୍କ ସହିତ ଦୀପାବଳି ପାଳିବାକୁ ରାଜୌରୀ ଗଲେ ପ୍ରଧାନମନ୍ତ୍ରୀ; ଏପଟେ…

କନକ ବ୍ୟୁରୋ: ଏଥର ସୀମାରେ ଯବାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରର ରାଜୌରୀ ଗସ୍ତ କରିଛନ୍ତି । ଘର ଠାରୁ ବାହାରେ ରହୁଥିବା ଯବାନ ବର୍ଷ ତମାମ ଦେଶର ସୁରକ୍ଷାରେ ନିୟୋଜିତ ରହିଥାନ୍ତି । ନିଜ ଜୀବନକୁ ବାଜି…

ଆଲୋକର ପର୍ବରେ ପିଲାଙ୍କ ମୁହଁରେ ହସ ଫୁଟାଇବେ ମୁଖ୍ୟମନ୍ତ୍ରୀ : ଏଥର ଅନାଥ ପିଲାଙ୍କ ସହ ଦୀପାବଳି ପାଳିବେ ନବୀନ

କନକ ବ୍ୟୁରୋ : ଦୀପାବଳିରେ ଉତ୍ସବମୁଖର ହୋଇଛି ସାରା ରାଜ୍ୟ । ଅନାଥ ଆଶ୍ରମରେ ପିଲାଙ୍କ ଗହଣରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଏସଓଏସ ଭିଲେଜରେ ଶହ ଶହ ପିଲାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ପାଳିବେ ଆଲୋକର ପର୍ବ । ଭୁବନେଶ୍ୱରରେ ଏହି ଏସଓଏସ ଭିଲେଜରେ ଶହ ଶହ…