Daily Archives

October 27, 2019

ଆରପାରିରେ ବିଜେପିର ବରିଷ୍ଠ ନେତା । ଦୁଇଘଣ୍ଟା ପୂର୍ବରୁ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଦେଇ ଆରପାରିକୁ ଚାଲିଗଲେ…

ପଞ୍ଜାବର ପୂର୍ବତନ ବିଜେପି ମୁଖ୍ୟ ଏବଂ ଦଳର ବରିଷ୍ଠ ନେତା କମଳ ଶର୍ମାଙ୍କର ଫିରୋଜପୁର ଜିଲ୍ଲାରେ ରବିବାର ସକାଳେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଛି। ୪୮ ବର୍ଷିୟ ଶର୍ମା ସକାଳେ ବୁଲିବାକୁ ଯାଇଥିବା ବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିବା କଥା ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି। ତାଙ୍କୁ…

ନିର୍ଜୀବ ଚକଖଡ଼ିକୁ ଜୀବନ୍ୟାସ ଦେଉଛନ୍ତି ଭଦ୍ରକର ରାଧାକାନ୍ତ : ହାତରେ ଅଛି ଯାଦୁଗରୀ, ଗଢ଼ୁଛନ୍ତି ସୁନ୍ଦର ସୁନ୍ଦର…

କନକ ବ୍ୟୁରୋ : ଚକଖଡ଼ିରେ ସୂକ୍ଷ୍ମ କାରିଗରୀ । ଚାନ୍ଦବାଲିର ବିରଳ ପ୍ରତିଭା ରାଧାକାନ୍ତଙ୍କ ହାତରେ ଜୀବନ୍ତ ରୂପ ପାଉଛି ନିର୍ଜୀବ ଚକ୍ ଖଡ଼ି । ହାତରେ ଯେପରି ଯାଦୁ ଅଛ କେତେବଳେ ଦାରୁବ୍ରହ୍ମ ତ ଆଉ କେତେବେଳେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୃତି  ତିଆରି ପୁଣି  କେତେବେଳେ ଶିବଲିଙ୍ଗ,…

କୋକସରାରେ ପଥର ଖାଦାନରେ ବିସ୍ଫୋରଣକୁ ନେଇ ଅସନ୍ତୋଷ : ପଥର ମାଫିଆଙ୍କୁ ଗିରଫ ଦାବିରେ ତହସିଲଦାରଙ୍କୁ ଅଟକ ରଖିଲେ…

କନକ ବ୍ୟୁରୋ : ପଥର ଖାଦାନରେ ବେଆଇନ ଭାବେ ବିସ୍ଫୋରଣକୁ ଉତ୍ତେଜନା । କଳାହାଣ୍ଡି ଜିଲ୍ଲା ଭୁସିଗୁଡା ଗାଁର ଲତାଡଙ୍ଗରରେ ପଥର ବିସ୍ଫୋରଣକୁୁ ନେଇ ଉତ୍ତେଜନା ଦେଖାଦେଇଛି । ପଥର ମାଫିଆକୁ ଗିରଫ କରିବା ଦାବିରେ କୋକସରା ତହସିଲଦାରଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଗତକାଲି ରାତିରେ ଲତା…

ଚାଲିଛି ପାର୍ବଣ ଋତୁ…ସତର୍କ ରୁହନ୍ତୁ, ନଚେତ ଆପଣ ବି ହୋଇପାରନ୍ତି ଏଭଳି ଏଟିଏମ୍ ଠକେଇର ଶିକାର

କନକ ବ୍ୟୁରୋ: ଏବେ ଚାଲିଛି ପାର୍ବଣ ଋତୁ । ସତର୍କ ନରହିଲେ ଆପଣ ହୋଇପାରନ୍ତି ଠକେଇର ଶିକାର । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାର ବାଗଡିଆ ଅଂଚଳରେ । ଏଟିଏମରେ ଦୁର୍ବୃତ୍ତ ଲଗାଇଥିଲା ସ୍ୱତନ୍ତ୍ର ଯନ୍ତ୍ର । ଯେପରିକି କୌଣସି ଲୋକ ଏଟିଏମରୁ ଟଙ୍କା ଉଠାଇବାକୁ ଆସିଲେ ତାହାର ଲୁଟର…

ମରଣ ମୁହଁରୁ ବଂଚାଇ ଆଣିଲେ ଆରପିଏଫ୍ ଯବାନ : ଚଳନ୍ତା ଟ୍ରେନରୁ ପଡିଯାଉଥିବା ବ୍ୟକ୍ତିଙ୍କୁ ବଂଚାଇଦେଲେ ଯବାନ , ଭାଇରାଲ୍…

କୋଏମବଟୁର୍ ରେଳ ଷ୍ଟେସନର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ସମାଚାର ଏଜେନ୍ସୀ ଏଏନଆଇ ଏହି ଭିଡିଓଟିକୁ ଜାରି କରିଛି । ଭିଡିଓରେ ଜଣେ ଆରପିଏଫ୍ ଯବାନ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍ ରୁ ପଡିଯାଉଥିବା ବେଳେ ବଂଚାଇ ଥିବାର ନଜର ଆସିଛନ୍ତି । ସୋସିଆଲ୍ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ପରେ…

ଓମାନ୍ ଆଡକୁ ମୁହାଁଉଛି ଆରବସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା କ୍ୟାର୍ : ଆସନ୍ତା ୨୪ ଘଂଟାରେ ନେବ ଉଗ୍ରରୂପ, ଓଡିଶା…

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବାତ୍ୟା ‘କ୍ୟାର’ ଆଗାମୀ ୨୪ ଘଂଟା ମଧ୍ୟରେ ଉଗ୍ରରୂପ ଧାରଣା କରିବ ବୋଲି  ଅନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ । ଓମାନ୍ ଆଡକୁ ମୁହାଁଉଛି ଆରବସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା କ୍ୟାର୍  ପ୍ରବଳ ଘୂର୍ଣ୍ଣିଝଡର…