Daily Archives

October 3, 2019

ଏକ ବିଂଶ ଶତାଦ୍ଧିରେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରିନି ମଣିଷ । ସାପ କାମୁଡା ରୋଗୀଙ୍କୁ ଡାକ୍ତରଖାନାକୁ…

କନକ ବ୍ୟୁରୋ : ଆଜି ବି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବିଷଧର ସାପ କାମୁଡ଼ା ଯନ୍ତ୍ରଣାରେ ଛଟପଟ ହେଉଥିବା  ବ୍ୟକ୍ତିଙ୍କୁ ଡାକ୍ତରଖାନା ନନେଇ ମନ୍ଦିର ବେଢାରେ ପକାଇ ରଖୁଛନ୍ତି ପରିବାର ଲୋକେ । ଏମତିକି ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ମେଡ଼ିକାଲ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସକୁ ବି…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଜୀବନ ହରାଇବେ ୧୨କୋଟିରୁ ଅଧିକ ଲୋକ । ଏଭଳି ଆଶଙ୍କା ପ୍ରକାଶ କଲା ଆମେରିକାର…

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟିରୁ ଅଧିକ ଲୋକଙ୍କ ଜୀବନ ଯିବ । ରିପୋର୍ଟ ଅନୁସାରେ ଜାମ୍ମୁାକଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ଭାରତ ଉପରେ ଜୋରଦାର ଆକ୍ରମଣ କରିପାରନ୍ତି । ଏପରି ଭାରତୀୟ ସଂସଦ ପର୍ଯ୍ୟନ୍ତ ଏହି ଆକ୍ରମଣ ପହଁଚି…

ପାକିସ୍ତାନ ଯିବେ ମନମୋହନ! ଶିଖ୍ ତୀର୍ଥ କ୍ଷେତ୍ର କର୍ତ୍ତାପୁର କରିଡ଼ରର ଉଦଘାଟନୀରେ ଯୋଗଦେଇପାରନ୍ତି ପୂର୍ବତନ…

କନକ ବ୍ୟୁରୋ: କର୍ତ୍ତାରପୁର କରିଡର ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ମନମୋହନ ସିଂ । ତେବେ ବହୁ କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିଖମାନଙ୍କର ତୀର୍ଥ କ୍ଷେତ୍ର କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଯିବାକୁ ରାଜି ହୋଇଛନ୍ତି…

ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଦାମ୍ବରମ । ଦଶହରା ଛୁଟି ପୂର୍ବରୁ ଜାମିନ ଦେବାକୁ କଲେ ଆବେଦନ : …

କନକ ବ୍ୟୁରୋ : ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୪ସପ୍ତାହରୁ ଅଧିକ ସମୟ ଧରି ଜେଲରେ ଥିବା ଚିଦାମ୍ବରମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏହାସହ ଜାମିନ ମାମଲାର ଶୀଘ୍ର ଶୁଶାଣି କରିବା…

୨୦ କୋଟି ଟଙ୍କାରେ ନିର୍ମିତ ହୋଇଛି ମା’ ଦୂର୍ଗାଙ୍କ ସ୍ୱର୍ଣ୍ଣମୂର୍ତ୍ତୀ ! ଖଞ୍ଜା ଯାଇଛି ୫୦ କିଲୋ ସୁନା , ସୁନାରେ…

ଦଶହରା ସମୟରେ ବିଭିନ୍ନ ସହରର ଭିନ୍ନ ଭିନ୍ନ ଦୂର୍ଗା ମଣ୍ଡପରେ ମା’ ଜଗଦମ୍ବାଙ୍କ ଭବ୍ୟ ପ୍ରତିମାକୁ ୯ ଦିନ ବ୍ୟାପି ପୂଜା କରାଯାଏ । ପ୍ରତିବର୍ଷ ଦୂର୍ଗାପୂଜା ସମୟରେ ମା’ଙ୍କ ମୂର୍ତ୍ତୀର ଭବ୍ୟତାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୁଏ । ଚଳିତ ବର୍ଷ ଏଭଳି ଏକ ସ୍ୱର୍ଣ୍ଣିମ ତଥା ଭବ୍ୟ ମୂର୍ତ୍ତୀ…

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ : ଭୁବନେଶ୍ୱର ୟୁନିଟ ୬ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀ ତିଳୋତମା…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ । ଭୁବନେଶ୍ୱର ୟୁନିଟ ୬ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀ ତିଳୋତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଏକକାଳୀନ ୩ ଟି ଘରେ ରେଡ କରୁଛି ଭିଜିଲାନ୍ସ । ଚଢାଉ ବେଳେ ୩୬ ଲକ୍ଷ ଟଂକାର ନଗଦ ଜମା ସହିତ ୧୮ଟି ଏଲଆଇସି ବଣ୍ଡ୍…