Daily Archives

September 20, 2019

କାହିଁକି ରାତି ଅଧରେ ହୋଇଥିଲା ବାଲାକୋଟ ଏୟାରଷ୍ଟ୍ରାଇକ୍? ଏହା ପଛର କାରଣ କହିଲେ ବାୟୁସେନା ମୁଖ୍ୟ

କାହିଁକି ଅଧ ରାତିରେ ହୋଇଥିଲା ବାଲାକୋଟ ଏୟାରଷ୍ଟ୍ରାଇକ । ଏହା ଉପରୁ ପରଦା ହଟାଇଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୱା । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ କନକ୍ଲେଭରେ ବାଲୋକୋଟ ଏୟାରଷ୍ଟ୍ରାଇକକୁ ନେଇ ବଡ  କଥା କହିଛନ୍ତି ବାୟୁସେନା ମୁଖ୍ୟ । ଭଲ ରଣକୌଶଳ ଜାଣିଥିବା ଦେଶ ରାତିରେ ହିଁ ଆକ୍ରମଣ…

ଶାନ୍ତି ପାଇଁ ଶୁଭସ୍ମିତାର ନାଁ: ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ କେନ୍ଦ୍ରାପଡାର କୁନି ଝିଅ ମନୋନୀତ

କନକ ବ୍ୟୁରୋ: ଶାନ୍ତି ପାଇଁ ଶୁଭର ନାଁ । ଶାନ୍ତି ପୁରସ୍କାର ପାଇଁ ଶୁଭସ୍ମିତାର ନାଁ । ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡିଶାର ଝିଅ ଶୁଭସ୍ମିତା ତ୍ରିପାଠୀ । ଆଉ ପୁରସ୍କାର ପାଇଁ ମନୋନୀତ ହେବା ପରେ ଏବେ କେନ୍ଦ୍ରାପଡାର କୁନି ଝିଅ ଶୁଭସ୍ମିତାକୁ ନେଇ ସାରା…

ରଙ୍ଗମିସ୍ତ୍ରୀଙ୍କ ନାଁରେ ବେଆଇନ କାରବାର କରୁଥିଲେ, ଇନକମ ଟ୍ୟାକ୍ସ ନୋଟିସ ପରେ ଧରାପଡିଲେ, ବିନା ଅନୁମତିରେ ଚଳାଇଥିଲେ…

କନକ ବ୍ୟୁରୋ : ରଂଗ ମିସ୍ତ୍ରୀ ଆକାଉଂଟରେ ୫ କୋଟି ଟଙ୍କା, ରଙ୍ଗମିସ୍ତ୍ରୀ ଓ ପତ୍ନୀଙ୍କ ନାଁରେ ଅଜାଣତରେ ଆକାଉଁଟ ଖୋଲି ଚାଲିଥିଲା ବେଆଇନ କାରବାର । ଇନକମ ଟ୍ୟାକ୍ସର ବାରମ୍ବାର ନୋଟିସ ଆସିବା ପରେ ଜଣାପଡିଲା ଘଟଣା । ଏଭଳି ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କଟକ ପୁରୀଘାଟ ଏବଂ ଭୁବନେଶ୍ୱରା…

ଉଜୁଡା ସ୍ୱାସ୍ଥ୍ୟସେବାକୁ ସଜାଡିବା ପାଇଁ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ ! ରୋଗୀ ସେବା ଯୋଗାଇବା ପାଇଁ ଡିଏମଏଫ ପକ୍ଷରୁ…

କନକ ବ୍ୟୁରୋ :ସାରା ଦେଶରେ ଦେଖାଦେଇଛି ଡାକ୍ତର ସମସ୍ୟା । ରାଜ୍ୟରେ ମଧ୍ୟ ସ୍ଥିତି ସମାନ । ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲାର ଅପହଂଚ ଅଂଚଳରେ ସବୁ ଆଡେ ଡାକ୍ତର ଅଭାବରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ସରକାରୀ ଡାକ୍ତରଖାନାରେ ରୋଗୀ ଘଂଟାଘଂଟା ଧରି ଧାଡିରେ ଠିଆ ହେବା ପରେ ବି ସେବା…

ଦିବ୍ୟାଙ୍ଗ ପିଲାଙ୍କ ଟଙ୍କାକୁ ବି ଖାଇଦେଲେ ! ସକ୍ଷମ ପିଲାଙ୍କୁ ଟ୍ରେନିଂ ଦେଇ କରାଯାଉଛି ଭିନ୍ନକ୍ଷମ, ଘଟଣାର…

କନକ ବ୍ୟୁରୋ : ଅନ୍ଧ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ନାଁରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ବାସ୍ତବରେ ଏହି ସବୁ ଯୋଜନା ସେମାନଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ମଚାରୀ ମାନେ ଲୁଟି…

ସରକାରଙ୍କ ନଜର ପଡିବ କେବେ? କେତେଦିନ ଗଛ ତଳେ ଗଢା ହେବ କୁନି କୁନି ପିଲାଙ୍କ ଭବିଷ୍ୟତ ।

କନକ ବ୍ୟୁରୋ : ପ୍ରାଥମିକ ଶିକ୍ଷାର ବିକାଶ ସରକାରଙ୍କ ପ୍ରମୁଖ ଉଦେଶ୍ୟ । ଆଉ ଏଥିପାଇଁ ସ୍କୁଲ ଓ କଲେଜରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଜାଣିବା ପାଇଁ ମନ୍ତ୍ରୀ ସରପ୍ରାଇଜ ଭିଜିଟ୍ ମଧ୍ୟ କରୁଛନ୍ତି । ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଛି ।…