Daily Archives

September 20, 2019

ପୁଣି ଲଜ୍ଜିତ ହେଲା ପାକ୍ ! ବିଶ୍ୱ ଦରବାରରେ ଭାରତକୁ ମିଳିଲା ବଡ଼ କୂଟନୈତିକ ବିଜୟ ।

କନକ ବ୍ୟୁରୋ: ପୁଣି ବିଶ୍ୱ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ । ଆଉ ପୁଣି ଭାରତକୁ ବିଶ୍ୱ ଦରବାରରେ ମିଳିଛି କୂଟନୈତିକ ବିଜୟ । ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ଭାରତ ବିରୋଧରେ ସମର୍ଥନ ଜୁଟାଇବାରେ ବିଫଳ ହୋଇଛି ପାକିସ୍ତାନ । ସ୍ୱିଜରଲାଣ୍ଡର ଜେନେଭାଠାରେ ଚାଲିଥିବା ପରିଷଦର ୪୨ ତମ…

ସିନେମା ପାଇଁ ଅଭିନେତ୍ରୀଙ୍କ କସରତ ! ଦିବଙ୍ଗତ ରାଜନେତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବା ପାଇଁ ଅଭିନେତ୍ରୀଙ୍କ…

ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ସିନେମା ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ୍ ଜୟଲଳିତାଙ୍କ ଭୂମିକାରେ ସିନେମାରେ ନଜର ଆସିବାକୁ ଯାଉଛନ୍ତି । ଜୟଲଳିତାଙ୍କ ଜୀବନୀ…

ପାଠ ପଢିବାକୁ ପ୍ରବଳ ଇଚ୍ଛା ହେଲେ ପାଖରେ ନାହିଁ ପଇସା…ତଥାପି ହାର ମାନିନି ନମିତା…ପଢିବା ପାଇଁ କରୁଛି…

କନକ ବ୍ୟୁରୋ: ଅଥ ର୍ଅଭାବରୁ ଅଧାରୁ ପାଠ ଛାଡିଥିଲେ । କିନ୍ତୁ ପଢିବା ପ୍ରତି ରହିଥିବା ପ୍ରବଳ ଆଗ୍ରହ ଯୋଗୁଁ ବହି, ଖାତା କଲମଠାରୁ ଦୂରେଇ ରହିପାରିଲେ ନାହିଁ । ପଢିବାର ମୋହ ତାଙ୍କୁ ଏବେ ଶିକ୍ଷୟିତ୍ରୀରେ ପରିଣତ କରିଛି । ଏଥିପାଇଁ ଯାହା ପାରଶ୍ରମିକ ମିଳୁଛି ତାହାକୁ ସଂଚୟ କରୁଛନ୍ତି ଆହୁରୀ…

କ୍ଷୀର ଏବଂ ସ୍ୱାସ୍ଥ୍ୟ ସେବା ସାମଗ୍ରୀ ସମେତ ଏହି ଦ୍ରବ୍ୟ ଉପରେ ଲାଗେନାହିଁ ଜିଏସଟି କର ! ଦେଖନ୍ତୁ ‘ଜିରୋ’ ଜିଏସଟି…

ଜିଏସଟି କାଉନସିଲ୍ ର ୩୭ ତମ ବୈଠକ ଆଜି ଗୋଆର ପଣଜୀରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଅନେକ ବଡ଼ ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଭାରତରେ ଏଭଳି କିଛି ଦ୍ରବ୍ୟ ଅଛି ଯେଉଁଥିରେ ୧ ଟଙ୍କାର ଜିଏସଟି ମଧ୍ୟ ଲାଗିନଥାଏ । ସଂଗୀତ ସହ…

ନିହାରିକା ମୃତ୍ୟୁ ମାମଲାରେ ନୂଆମୋଡ: ଆତ୍ମସମର୍ପଣ କଲା ଫେରାର ପ୍ରେମିକ ରାଜା । ହତ୍ୟା ଉପରୁ ହଟିପାରେ ପରଦା

କନକ ବ୍ୟୁରୋ: ନର୍ସ ନିହାରିକା ମୃତ୍ୟୁ ମାମଲାରେ ଆସିଲା ନୂଆମୋଡ । ପୋଲିସ ପାଖରେ ଆତ୍ମସମର୍ପଣ କଲା ନିହାରିକାଙ୍କ ବୟଫ୍ରେଣ୍ଡ । ଜଗତସିଂହପୁର ବିରିଡି ଥାନାରେ ନିଜେ ଆସି ଧରାଦେଲା ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ନିହାରିକା ମୃତ୍ୟୁ ପରଠାରୁ ରାଜା ଫେରାର ଥିଲା । ଗତ…

ନର୍ସ ନିହାରୀକା ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି: କହିଲା, ତଦନ୍ତ ପ୍ରକିୟାକୁ ଅଣଦେଖା କରିଛି…

କନକ ବ୍ୟୁରୋ: ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ହତ୍ୟା ଘଟଣାରେ ତଦନ୍ତ ପ୍ରକିୟାକୁ ଅଣଦେଖା ପୁଲିସ ଓ ପ୍ରଶାସନ ଅଣଦେଖା କରିଛି । ନିଖୋଜ ହେବା ନେଇ ମଧୁପାଟଣା ଥାନାରେ ଏଫଆଇଆର ହୋଇଥିଲା । ଏମଏମ ମେଡିକେୟାର ପକ୍ଷରୁ ଘଟଣାର ତଦନ୍ତ ପାଇଁ…