Daily Archives

September 16, 2019

ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରିବା ପଡିଲା ମହଙ୍ଗା, ହୋଣ୍ଡା ଡିଲରଙ୍କ ଉପରେ ଲାଗିଲା ୧ ଲକ୍ଷ ଟଙ୍କାର ଫାଇନ୍ ।

କନକ ବ୍ୟୁରୋ : ଆକ୍ଟିଭା ପାଇଁ ହୋଣ୍ଡା ଡିଲରଙ୍କୁ ୧ ଲକ୍ଷର ଟଙ୍କାର ଫାଇନ୍ । ନୂଆ ମୋଟର ଯାନ ଆଇନ ଅନୁସାରେ ଡିଲରଙ୍କ ଉପରେ ଲାଗିଲା ଫାଇନ୍ । ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରିଥିବାରୁ ହୋଣ୍ଡା ଡିଲରଙ୍କ ଉପରେ ୧ ଲକ୍ଷ ଟଙ୍କାର ଫାଇନ୍ ପକାଇଛି ପରିବହନ ବିଭାଗ । ଏପରିକି ଟ୍ରେଡ…

ଖୋଳା ହେଉଛି ପାହାଡ, ବୁହା ହେଉଛି ମୋରମ୍ : ଗଞ୍ଜାମ କୁକୁଡାଖଣ୍ଡିରେ ଜାତୀୟ ରାଜପଥ କାମ ପାଇଁ ପାହାଡ ଖୋଳି ପକାଉଛି…

କନକ ବ୍ୟୁରୋ : ପାହାଡ ଖୋଳି ମୋରମ ଚୋରି କରୁଛନ୍ତି ମାଫିଆ । ଜାତୀୟ ରାଜପଥ କାମ କରୁଥିବା ଠିକା ସଂସ୍ଥା ପାହାଡ ଖୋଳି ମୋରମ ଚୋରୀ କରୁଥିବା ବେଳେ କେବଳ ଜରିମାନା କରି ଚୁପ୍ ବସିଛି ପ୍ରଶାସନ । ସେପଟେ ପୁଣି ଖୁଲମଖୁଲା ମୋରମ୍ ଚୋରୀ କରୁଛି ସଂପୃକ୍ତ ଠିକା ସଂସ୍ଥା । ସବୁ ଦେଖି ଚୁପ୍ ବସିଥିବା…

କୁନି ଓଠରେ ଭଗବତ୍ ବନ୍ଦନା ! ମାତ୍ର ୬ ବର୍ଷ ବୟସରେ ଅନର୍ଗଳ ଭାଗବତ ଗାନ କରୁଛନ୍ତି ଯାଜପୁରର ବିରଜା

କନକ ବ୍ୟୁରୋ : କୁନି ପ୍ରବଚକ । କୁନି ଓଠରେ ଭଗବତ୍ ଚର୍ଚ୍ଚା । ଅତି କମ ବୟସରେ ଓଡ଼ିଆ ଜାତିର ପ୍ରାଣ, ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ପୁରାପୁରି ମୁଖସ୍ତ । ଦରୋଟି ଓଠରେ ଅନର୍ଗଳ ଭାଗବତ ଗାନ କରୁଛନ୍ତି ଯାଜପୁର ଜିଲ୍ଳାର ମଙ୍ଗରାଜପୁର ଗାଁର ବିରଜା ଶଙ୍କର ପାଢୀ । ବୟସ ସିନା କମ୍ ହେଲେ କଅଁଳ…

ସାହସର ଅନ୍ୟ ନାଁ ସୁନି ! ମୋବାଇଲ୍ ନେଇ ଖସିଯାଉଥିଲା ଚୋର, ସାହସ ଦେଖାଇ କାବୁ କଲା କୁନି ଝିଅ ।

କନକ ବ୍ୟୁରୋ: ଦିନକୁ ଦିନ ଷ୍ଟେସନ୍ ନିକଟରେ ପକେଟ୍ ମାର୍ ଙ୍କ ଆତଙ୍କ ବଢ଼ୁଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ପାଣି ପିଇ ଦେଉଛି । ଆଉ ଠିକ୍ ସେତିକି ବେଳେ ଜଣେ ନାବାଳିକାଙ୍କ ଅଦମ୍ୟ ସାହସର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସାହାସିକତା ଦେଖାଇ ଚୋକକୁ କାବୁ କରିଛନ୍ତି…

ଚର୍ଚ୍ଚାରେ ଆଇଆଇଟି ବମ୍ବେ । କ୍ଲାସରୁମ ପରେ ହଷ୍ଟେଲରେ ପଶିଲା ଗାଈ, ଖାଇଗଲା ଛାତ୍ରଙ୍କ ବହି ।

କନକ ବ୍ୟୁରୋ : ପୁଣିଥରେ ଗାଈକୁ ଚର୍ଚ୍ଚାରେ ଆଇଆଇଟି ବମ୍ବେ । କ୍ଲାସରୁମ ପରେ ହଷ୍ଟେଲରେ ଗାଈ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେବଳ ଯେ ଗାଈଟି ହଷ୍ଟେଲରେ ପଶିଛି ତାହା ନୁହେଁ ବରଂ କିଛି ଛାତ୍ରଙ୍କ ବହିର କିଛି ପୃଷ୍ଠା ମଧ୍ୟ ଖାଇଛି । ବମ୍ବେ ଆଇଆଇଟିର ହଷ୍ଟେଲ…

ବୌଦ୍ଧରେ କ୍ରସର ମାଫିଆଙ୍କ ଜଙ୍ଗଲୀ ରାଜ :ବେଆଇନ୍ ଭାବେ ମାଳମାଳ କ୍ରସର ବସାଇ ପଡୋଶୀ ଜିଲ୍ଲାକୁ ଚାଲାଣ କରୁଛନ୍ତି ଖଣିଜ…

କନକ ବ୍ୟୁରୋ : ବେଆଇନ ଭାବେ ଚାଲିଛି ପଥର ବ୍ଲାଷ୍ଟିଂ ଆଉ କ୍ରସର ଉତୋଳନ । ରାଜସ୍ୱ ବିଭାଗ ଓ କ୍ରସର ମାଫିଆଙ୍କ ମଧୁଚନ୍ଦ୍ରିକାରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ମାଲାମାଲ ହେଉଛନ୍ତି କ୍ରସର ମାଫିଆ । ବୌଦ୍ଧ ଜିଲ୍ଲାରେ ସରକାରଙ୍କ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି…