Daily Archives

September 16, 2019

ଆସନ୍ତାକାଲି ବିଶ୍ୱକର୍ମା ପୂଜା ! ଚଳଚଞ୍ଚଳ ବନ୍ଦରନଗରୀ ପାରାଦୀପ, ପୂଜା ପାଇଁ ଚାଲିଛି ଚୂଡ଼ାନ୍ତ ପ୍ରସ୍ତୁତି

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱକର୍ମା ପୂଜା । ବନ୍ଦର ନଗରୀ ପାରାଦୀପ ଏବେ ଚଳଚଂଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ବାହାରୁ ବ୍ୟବସାୟୀ ମାନେ ଆସି ସେମାନଙ୍କ ପସରା ମେଲିବା ଆରମ୍ଭ କରିଦେଲେଣି ।…

ବସଯାତ୍ରୀଙ୍କ ପାଇଁ ବଡ ଖବର: ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାରରେ ରହିବନି ବସ । ସିଧା ଫ୍ଲାଏ ଓଭର ଦେଇ ବରମୁଣ୍ଡାରୁ…

କନକ ବ୍ୟୁରୋ: ଆଉ ଫ୍ଲାଏ ଓଭରରୁ ତଳକୁ ଓହ୍ଲାଇବନି ବରମୁଣ୍ଡାରୁ କଟକ ଯାଉଥିବା ବସ । ବରମୁଣ୍ଡାରୁ ଯାଉଥିବା ସବୁ ବସ ଏଣିକି ଓଭର ବ୍ରିଜ ଉପର ଦେଇ ଯିବ । ଯଦି କୌଣସି ବସ ଫ୍ଲାଏ ଓଭର ତଳକୁ ଓହ୍ଲାନ୍ତି ତେବେ ସେମାନଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ସେପଟେ କଟକ ଯାଉଥିବା…

ଧରଣୀ ପିନ୍ଧିଛି ଧଳାର ଚାଦର, ଶରତରେ କାଶତଣ୍ଡୀର ସମ୍ଭାର: ନଦୀ ପଠାରେ ସୌନ୍ଦର୍ଯ୍ୟର ଫୁଆରା

କନକ ବ୍ୟୁରୋ; ଶରତ ଆସିଲା, କାଶତଣ୍ଡୀ ଫୁଟିଲା । ଆଉ ଧରଣୀ ରାଣୀ ଧୋବ ଫରଫର ଚାଦର ଘୋଢେଇ ହୋଇ ମୁରୁକି ମୁରୁକି ହସିଲା । ମାଟିକୁ ଶରତ ସ୍ପର୍ଶ କରିବା ପରେ ଏବେ ସବୁଠି କାଶତଣ୍ଡୀର ସମ୍ଭାର, ସୌନ୍ଦର୍ଯ୍ୟର ଅପରୂପ ମନୋହର । ମାଆ ଆସୁଛନ୍ତି ବୋଲି ଗହୀର ବିଲରୁ ନଦୀପଠା ଯାଏଁ, ରାସ୍ତାକଡରୁ ପୋଖରୀ…

ନୂଆ ମୋଟର ଯାନ ଆଇନରୁ ବଞ୍ଚିବାକୁ ଯୁବତୀଙ୍କ ଅଜବ କାରନାମା : ଚାଲାଣ କାଟାଯିବାରୁ ଆତ୍ମହତ୍ୟାର ଧମକ ଦେଲେ ଦିଲ୍ଲୀ…

କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନକୁ ନେଇ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଚାଲାଣ କାଟାଯିବାରୁ ଆତ୍ମହତ୍ୟାର ଧମକ ଦେଲେ ଯୁବତୀ । ଦିଲ୍ଲୀରେ ଜଣେ ଯୁବତୀଙ୍କ ଜୋରିମାନା ନଦେବା ପାଇଁ ରାଜରାସ୍ତାରେ ହାଇ ଭୋଲଟେଜ ଡ୍ରାମା କରିଛନ୍ତି । ଦିଲ୍ଲୀ କାଶ୍ମୀର ଗେଟ ନିକଟରେ ଟ୍ରାଫିକ ପୁଲିସ…

ହଷ୍ଟେଲରେ ପଶିଲା ଗାଇ , ଖାଇଗଲା ଛାତ୍ରଛାତ୍ରୀଙ୍କ ବହି ! ପୁଣି ଚର୍ଚ୍ଚାର ପରିସରକୁ ଆସିଲା  ଆଇଆଇଟି ମୁମ୍ବାଇ ।

ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ଆଇଆଇଟି ମୁମ୍ବାଇ । ଚର୍ଚ୍ଚାର କାରଣ ବି ପୁର୍ବଭଳି ସେହି ଗାଇ । ଆଇଆଇଟି ହଷ୍ଟେଲ୍ ରେ ପୁଣିଥରେ ଗୋମାତାଙ୍କ ଆଗମନ ହୋଇଛି । ହଁ ଆଜ୍ଞା ହଷ୍ଟେଲରେ ପଣିଲା ଗାଇ । ତେବେ ଏଥର ଏହାର ଫଟୋ ମଧ୍ୟ ଭାଇରାଲ୍ ହୋଇଛି । କୁହାଯାଉଛି ଯେ ଏଥର ଗାଇଟି ପିଲାମାନଙ୍କ…

ବଦଳିବ ଓଡ଼ିଶା ବିଧାନସଭାର ନକ୍ସା : ବିଧାନସଭାରେ ଆରମ୍ଭ ହେବ ୱାଇଫାଇ ସେବା

କନକ ବ୍ୟୁରୋ: ବଦଳିବ ବିଧାନସଭାର ନକ୍ସା । ବିଧାନସଭାରେ ଆରମ୍ଭ ହେବ ମାଗଣା ୱାଇଫାଇ ସେବା । ବିଧାନସଭା ପରିସରକୁ ୱାଇଫାଇ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଜି ଏକ ବୈଠକ ଡାକିଥିଲେ ରାଜ୍ୟ ସରକାର । ଓଡ଼ିଶା…